ଘରେ ଗାଇ କିମ୍ବା ଛେଳି ରଖୁଥିଲେ ଆସିଲା ବଡ ଖୁସି ଖବର,ପଶୁ କିସାନ କ୍ରେଡିଟ କାର୍ଡ ରେ ଏବେ ମିଳିବ Farmers ଙ୍କୁ ୩ ଲକ୍ଷ ର ଫାଇଦା,ଜାଣିରଖନ୍ତୁ କିଭଳି ପାଇବେ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କେନ୍ଦ୍ର ସରକାର ଙ୍କ ପକ୍ଷ ରୁ ଚାଷୀ ମାନଙ୍କ ପାଇଁ ବହୁତ ଗୁଡିଏ ଯୋଜନା ରହିଛି । ତେବେ ଏହି ମଧ୍ୟରେ ଜାରି ହୋଇଛି ଆଉ ଏକ ନୂଆ ଯୋଜନା ଜାହା ଚାଷୀ ମାନଙ୍କ ପାଇଁ ବହୁତ ବଡ ଉପହାର ଅଟେ । ଯଦି ଆପଣ ମାନେ ଜଣେ ଚାଷୀ ପଶୁ ପାଳନ କରୁଛନ୍ତି ତେବେ କେନ୍ଦ୍ର ସରକାର ଙ୍କ ପକ୍ଷ ରୁ ଆପଣ ମାନଙ୍କୁ 3 ଲକ୍ଷ ଟଙ୍କା ଯାଏ ମିଳିବ । ଏହି ନେଇ କେନ୍ଦ୍ର ସରକାର ଏହାକୁ ନେଇ କିଛି ନୂଆ ଯୋଜନା ଆରମ୍ଭ କରିଛନ୍ତି । ଜାହାର ନାମ ରହିଛି ପଶୁ କିଶାନ କାର୍ଡ । ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଅପଡେଟ ଉପରେ ।

ଏଥିରେ କଣ ମିଳିବ ଆପଣ ମାନଙ୍କୁ ଫାଇଦା । ତେବେ ବନ୍ଧୁଗଣ ଚାଷୀ ମାନଙ୍କ ପାଇଁ ଆସିଛି ବଡ ଖୁସୀ ଖବର ଯଦି ଆପଣ ମାନେ ଜଣେ ଚାଷୀ ଏବଂ ପଶୁ ପାଳନ କରୁଛନ୍ତି ତେବେ କେନ୍ଦ୍ର ସରକାର ଙ୍କ ପକ୍ଷ ରୁ 3 ଲକ୍ଷ ଟଙ୍କା ପାଇଦା ମିଳିବ । ତେବେ କେନ୍ଦ୍ର ସରକାର ଉଭୟ କୃଷକ ଙ୍କ ଆୟ ବଢେଇବାକୁ ଅନେକ ଯୋଜନା ଆଣିଛନ୍ତି । ଜାହା ଅଧିନ ରେ ଆପଣ ମାନଙ୍କୁ ଆର୍ଥିକ ସହାୟତା ଯୋଗେଇ ଦିଆଯିବ ।

Kisan

ସେହି ପରି କେନ୍ଦ୍ର ସରକାର ଙ୍କ ବହୁତ ଲାଭ ଦାୟକ ଯୋଜନା ରହିଛି ଏହା ସହିତ ଆପଣ ମାନେ ଜାଣିଥିବେ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମନିଧି ଯୋଜନା ଏମିତି କି କିଶାନ କ୍ରେଡିଟ କାର୍ଡ ବ୍ୟତିତ ପଶୁ ପାଳନ କରୁଥିବା ଚାଷୀ ଙ୍କୁ ସରକାର କ୍ରେଡିଟ କାର୍ଡ ର ସୁବିଧା ପ୍ରଦାନ କରୁଛନ୍ତି । ଏହି କାର୍ଡ ର ନାମ ହେଲା ପଶୁ କିଶାନ କ୍ରେଡିଟ କାର୍ଡ । ଜାହା ଅଧିନ ରେ ଆପଣ ମାନେ 3 ଲକ୍ଷ ଟଙ୍କାର ଫାଇଦା ଉଠେଇ ପାରିବେ । ଗାଈ , ବଳଦ , ଛେଳି ପାଳିବା, ମାଛ ଚାଷ ଭଳି କାର୍ଯ୍ୟରେ ନିୟଜିତ ଥିବା ବ୍ୟକ୍ତି ଙ୍କୁ ସରକାର ଏହି କାର୍ଡ ପ୍ରଦାନ କରୁଛନ୍ତି ।

ସେମିତିରେ ଆଗରୁ ପଶୁ ପାଳନ କରୁଥିବା ଚାଷୀଙ୍କୁ ଲୋନ ପାଇଁ ବ୍ୟାଙ୍କରେ ଆବେଦନ କରିବାକୁ ପଡ଼ୁଥିଲା। ହେଲେ ବର୍ତ୍ତମାନ ଠାରୁ ସେମାନେ ଆବଶ୍ୟକ ସମୟରେ ପଶୁ କିସାନ କ୍ରେଡିଟ କାର୍ଡ ଅଧୀନରେ ସହଜରେ ଲୋନ ପାଇ ପାରିବେ।ଏହା ବ୍ୟତୀତ ମୋଦି ସରକାର ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅନ୍ତର୍ଗତ କୃଷକ ମାନଙ୍କୁ ପ୍ରତି ବର୍ଷ 6 ହଜାର ଟଙ୍କା ସୁବିଧା ପ୍ରଦାନ କରୁଛନ୍ତି ।

Kisan Credit Card

ତେବେ କେନ୍ଦ୍ର ସରକାରଙ୍କର ଏହି ଯୋଜନା ଅଧୀନରେ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଥିଲା। ଯାହା ଫଳରେ କିସାନ କ୍ରେଡିଟ କାର୍ଡ କୁ ପଶୁପାଳନ ଏବଂ ମତ୍ସ୍ୟ ଚାଷ ସହିତ ସଂଯୁକ୍ତ କରାଯାଇଥିଲା। ଅର୍ଥାତ ଯେଉଁମାନେ ପିଏମ କିସାନ ଯୋଜନାର ଲାଭ ଉଠାନ୍ତି ସେମାନେ ମଧ୍ୟ ଏହି କାର୍ଡର ଲାଭ ଉଠାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *