ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଏବେ ଏବେ ଆଞ୍ଚଳିକ ପାଣିପାଗ ଭୂବନେଶ୍ୱର ପକ୍ଷରୁ ଆଉ କିଛି ନୂଆ ରିପୋର୍ଟ ଜାରି ହୋଇଛି ଆଜି ଠାରୁ ରାଜ୍ୟ ରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ର ସମ୍ଭାବନା ରାଜ୍ୟ ଉପରକୁ ମାଡି ଆସୁଛି ଏକ ଲଘୁଚାୁ ର ପ୍ରଭାବ ଯାହା ଦ୍ୱାରା ଆପଣ ମାନଙ୍କୁ ସମସ୍ତ ଙ୍କୁ ସତର୍କ ରହିବାକୁ ପଡିବ ଏ ସମସ୍ତ ଜିଲ୍ଲା ଗୁଡିକୁ ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଅପଡେଟ ।
ବଙ୍ଗୋପ ସାଗର ରେ ସୃଷ୍ଟି ଘୃର୍ଣ୍ଣି ବଳୟ ହେବା ପରେ ଲଘୁଚାପ ରୂପରେ ପରିଣତ ହେବାର ସମ୍ଭାବନା ରହିଛି ଆଜି ଠାରୁ ରାଜ୍ୟ ରେ ବର୍ଷା ର ସମ୍ଭାବନା ନେଇ ପାଣି ପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଗାମୀ ଦୁଇ ଦିନ ଧରି ବର୍ଷା ହେବାର ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଥିଲାଗି ଆଜି ରାଜ୍ୟ ରେ 8 ଜିଲ୍ଲା ରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏ ପଟେ ପୂର୍ବ ଉପକୂଳ ପାର୍ଶ୍ୱ ବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଅଞ୍ଚଳ ରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି ଏହା ସମୁଦ୍ର ପତ୍ତନ ଠାରୁ ବାୟୁ ମଣ୍ଡଳ ର 5.8 କିଲୋ ମିଟର ଉଚ୍ଚତା ଯାଏଁ ବ୍ୟାପିଛି । ତେବେ ଏହାର ପ୍ରଭାବ ରେ ଆସନ୍ତା 24 ଘଣ୍ଚା ମଧ୍ୟ ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳ ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ତେବେ ଏଥିପାଇଁ ଗଞାମ , ଗଜପତି , ରାୟଗଡା , କୋରାପୁଟ , ମାଲାକାନ ଗିରି , ନବରଙ୍ଗପୁର , କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ର କେତେକ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଲ ମାତ୍ରା ବର୍ଷା ବେହାର ସମ୍ଭାବନା ରହିଛି । ଏମିତିକି କିଛି ଜିଲ୍ଲା ମାନଙ୍କୁ ରେ ଘଡ ଘଡି ଏବଂ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଏଥିଲାଗି ଆଞ୍ଚଳିକ ପାଣିପାଗ ଭୂବନେଶ୍ୱର ପକ୍ଷରୁ ଏହି ସବୁ ଜିଲ୍ଲା ର ସମସ୍ତ ଲୋକ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ତେବେ ବନ୍ଧୁଗଣ ଆପଣ ମାନଙ୍କ ଜିଲ୍ଲା ରେ କେତେ ପରିମାଣ ବର୍ଷା ହେଉଛି ତାହା ଆମକୁ କମେଣ୍ଟ କରି ଜଣାନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।