ଗୁରୁବାର ଦିନ ଏହି କାମ କରିଲେ ଧନର ଆଗମନ ହୋଇଥାଏ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୁରୁବାର ହେଉଛି ବୃହଷ୍ପତି ବାର । ଏବଂ ବିଷ୍ଣୁଙ୍କ ର ବାର ମଧ୍ୟ । ଏହି ଦେବତା ଧନ ଏବଂ ଐଶ୍ୱର୍ଯ୍ୟର ଅଧିକାରୀ ଅଟନ୍ତି । ଆପଣ ଯେତେବେଳେ ସ୍ନାନ କରୁଛନ୍ତି ସେଥିରେ କିଛି ହଳଦୀ ମିଶାଇ ସ୍ନାନ କରନ୍ତୁ । ଏହିପରି କରିବା ଦ୍ୱାରା ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଥାଏ । ଏହି ହଳଦୀ ପାଣି ଗୁରୁକୁ ପ୍ରଭାବିତ କରିଥାଏ । ସ୍ୱାସ୍ଥ୍ୟ ସମସ୍ୟା, ଧନ ସମସ୍ୟା, ସମସ୍ତ ଦୁଶ୍ଚିନ୍ତାରୁ ମୁକ୍ତି ପାଇଁବେ । ଏହାକୁ ପ୍ରତ୍ୟେକ ଗୁରୁବାର ଦିନ ନିଶ୍ଚୟ କରନ୍ତୁ ।

ଦ୍ୱିତୀୟ ଉପାୟଟି ହେଲା ହଳଦୀ ରଙ୍ଗର ଫୁଲ ପ୍ରତ୍ୟେକ ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ବୃହଷ୍ପତି କୁ ଅର୍ପଣ କରନ୍ତୁ । କାରଣ ଏହି ହଳଦୀ ରଙ୍ଗର ଫୁଲ ଦ୍ୱାରା ଏହି ଦୁଇ ଭଗବାନ ଟାଣି ହୋଇ ଆସନ୍ତି । ତୃତୀୟ ଉପାୟଟି ହେଉଛି କିଛି ହଳଦୀ ନେଇ ଅସ୍ତ ଗଛ ମୂଳରେ ଅର୍ପଣ କରନ୍ତୁ । ଅର୍ପଣ କରିବା ପରେ ଆପଣଙ୍କ ଉପରେ ଯେଉଁ ଇଛା ଅଛି ତାହା ସବୁ ପ୍ରାର୍ଥନା କରି ଜାଣନ୍ତୁ । ଆପଣଙ୍କର ସମସ୍ତ ଇଛା ପୂରଣ ହେବ ।

Mother Lakshmi

ଚତୁର୍ଥ ଉପାୟଟି ହେଉଛି ହଳଦୀ ଗଣ୍ଠିକୁ ସୁତାରେ ମାଳ କରନ୍ତୁ । ଏବଂ ତାହାକୁ ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାନ୍ଧି ହୋଇ ରହିଥାନ୍ତି । ଆଉ ଆପଣଙ୍କ ଘରେ ଧନର ବୃନ୍ଧି ହୋଇଥାଏ । ଭଗବାନ ବିଷ୍ଣୁ ଓ ଭଗବାନ ବୃହଷ୍ପତି କୁ ସନ୍ତୁଷ୍ଟ କରିବା ପାଇଁ ଆପଣ ପକ୍ଷ ରାଜ ଧାରଣ କରନ୍ତୁ । ତିନିରୁ ପାଞ୍ଚ ଗ୍ରାମ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏହାକୁ ରୂପା କିମ୍ବା ସୁନାରେ ପିନ୍ଧି ପାରିବେ ।

ଏହା ପିନ୍ଧିବା ଦ୍ୱାରା ଆପଣଙ୍କ ସବୁ କ୍ଷେତ୍ରରେ ଉନ୍ନତି ହୋଇଥାଏ । ଜୀବନରେ ପରିବର୍ତ୍ତନ ହେବାକୁ ଲାଗି ରହିଥାଏ । ଅଧା ରହିଥିବା କାର୍ଯ୍ୟ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ହେବ । ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *