ରାସନ କାର୍ଡଧାରୀଙ୍କ ପାଇଁ ବଡ ଖବର, ଏହି ଲୋକମାନେ ଆଉ ରାସନ ପାଇବେ ନାହିଁ, କାର୍ଡ ମଧ୍ୟ ବାତିଲ ହେବ!

ration

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାସନ ଧାରୀ ଙ୍କ ପାଇଁ ଖୁସୀ ଖବର କୋରନା ଅବଧି ରେ ହୀତିଧିକାରୀ ମାନଙ୍କ ପାଇଁ କେନ୍ଦ୍ର ସରକାର ମାଗଣା ରାସନ ସୁବିଧା ଆରମ୍ଭ କରିଥିଲେ । ଦେଶରେ କୋଟି କୋଟି ଲୋକ ମାନଙ୍କ ଦ୍ୱାରା ଏହାର ଲାଭ ଉଠାଜାଇ ଥିଲା । ହେଲେ ବର୍ତମାନ ସମୟ ରେ କିଛି ସମୟ ପାଇଁ ଖବର ଆସୁଛି ଯେ ଦେଶରେ ଅନେକ ଅଯୋଗ୍ୟ ଲୋକ ମାନେ ମଧ୍ୟ ନେଇଛନ୍ତି ଏହି ସୁବିଧା ।

ଆଜି ଆମେ ଆପଣ ମାନଙ୍କୁ ଏଠାରେ ଆପଣ ଏପରି କିଛି ପରିସ୍ଥିତି ବିଷୟ ରେ କହିବା ପାଇଁ ଯାଉଛୁ । ଯେଉଁଥିରେ ଆପଣ ମାନଙ୍କ ରାସନ କାର୍ଡ ବାତିଲ ହୋଇପାରେ । ଯଦି ଆପଣ ମାନେ ବି ରାସନ କାର୍ଡ ର ଲାଭ ଉଠାଉଛନ୍ତି । ତେବେ ଜାଣି ରଖନ୍ତୁ କେଉଁ ପରିସ୍ଥିତି ରେ ଆପଣ ମାନଙ୍କ କାର୍ଡ ବାତିଲ ହେବ ।

ତେବେ ବନ୍ଧୁଗଣ ଆପଣ ମାନେ ଭୁଲ ଉପାୟ ରେ ତିଆରି ହୋଇଥିବା ରାସନ ରୁ ରାସନ ପାଉଛନ୍ତି ବା ଏହିଥିରୁ ଆପଣ ମାନେ ସରକାରୀ ଯୋଜନା ର ଲାଭ ଉଠାଉଛନ୍ତି । ଯଦି ଅଭିଯୋଗ ଆସେ ତେବେ ଆପଣ ମାନଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ।
ଏହି ଲୋକମାନେ ମଧ୍ୟ ରାସନ କାର୍ଡ ସମର୍ପଣ କରିବା ଉଚିତ୍।

ବନ୍ଧୁଗଣ ଯଦି କୈଣସି ରାସନ କାର୍ଡ ଧାରୀ ଙ୍କ ନିଜର ଆୟ ଅର୍ଜନ ହୋଇଥିବା 100 ବର୍ଗ ଏକ ପ୍ଲଟ ଅଛି । ବା ଫ୍ଲାଟ କିମ୍ବା ଘର ରହିଛି ତେବେ , କିମ୍ବା ଚାରି ଚକିଆ ଯାନ ତଥା ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ, ଗାଁରେ ଦୁଇ ଲକ୍ଷରୁ ଅଧିକ ପରିବାରର ଆୟ ରହିଛି । ସେହି ପରି ସହର ରେ ବାର୍ଷିକ ତିନି ଲକ୍ଷ ଆୟ ଏହି ପରି ଲୋକ ମାନେ ପାରିବାରିକ ଆୟ ଦୁଇ ତିନି ଲକ୍ଷ ରୁ ଅଧିକ ହୋଇଥିଲେ । ଆପଣ ମାନଙ୍କ ରାସନ କାର୍ଡ ବାତିଲ ହୋଇଯିବ । ସେମାନଙ୍କ ରାସନ କାର୍ଡ ତହସିଲ ଏବଂ ଡିଏସଓ କାର୍ଯ୍ୟାଳୟ ମାନଙ୍କରେ ନେଇ ଦାଖଲ କରିବା ନିହାତି ଜରୁରୀ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *