ବ୍ୟାକ ପେନ ପାଇଁ ଉଠି ବସି ପାରୁ ନାହାଁନ୍ତି କି ? ଜାଣନ୍ତୁ Sciatica କ’ଣ ଓ କିପରି ପାଇବେ ଏଥିରୁ ମୁକ୍ତି ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶରୀର ରହିଛି ମାନେ ଶରୀର ମଧ୍ୟରେ ଅନେକ ପ୍ରକାରର ସମସ୍ୟା ରହିଥିବ । ଆପଣ ମାନଙ୍କ ଶରୀର ରେ ସିଆଟିକତା ନାମକ ଏକ ସ୍ୱାସ୍ଥ୍ୟ ସମସ୍ୟା ଜାଣିବା ପାଇଁ ପାଇବେ । ଏହା ଶରୀର ପଛ ଭାଗରୁ ଆରମ୍ଭ ହୋଇ ଗଣ୍ଠୀ ଏବଂ ଗୋଡ ପର୍ଯ୍ୟନ୍ତ ସିଆଟିକା ବୋଲି କୁହାଯାଏ । ତେବେ ସେହି ସ୍ୱାସ୍ଥ୍ୟ ସମନ୍ଧିୟ ସମସ୍ୟା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

ତେବେ ଶରୀର ରେ ସିଆଟିକା ନାମକ ଏକ ଶିରା ରହିଥାଏ । ଜାହା ଅଣ୍ଟା ରୁ ବାହାରିଥିବା ସବୁଠାରୁ ବଡ ଶିରା ହୋଇଥାଏ । ଏହା ଦ୍ୱାରା ଜଙ୍ଘର ପଛ ଭାଗ ମାଂସପେଶୀ ଗୋଡର ମାଂସପେଶୀ ଏବଂ ଗୋଇଠୀ ର ମାଂସପେଶୀ କୁ ରକ୍ତ ଯୋଗେଇ ଥାଏ । ଯେତେ ବେଳେ ଏହି ଶିରା ଅଣ୍ଟା ରୁ ବାହାରି ଥାଏ । ସେତେ ବେଳେ ଏହାର କାରଣ ରୁ ଅନେକ ପ୍ରେସର ରହିଥାଏ । ପ୍ରେସର ପଡିବା କାରଣ ରୁ ଏହା ଆମକୁ ବହୁତ ଯନ୍ତ୍ରଣା ଦେଇଥାଏ । ଯାହାକୁ ଆମେ ସିଆଟିକା ବୋଲି କହିଥାଉ । ଏହି ଶିରା ଉପରେ କୈଣସି ପ୍ରକାରର ଟ୍ଯୁମର କିମ୍ବା କୌଣସି ସଂକ୍ରମଣ କାରଣରୁ ପଡିଥାଏ।

Back pain

ସିୟାଟିକା ହେବାର ଲକ୍ଷଣ ହେଉଛି ଏଥିରୁ ହେଉଥିବା ଦରଜ ଅଣ୍ଟାରୁ ଆରମ୍ଭ ହୋଇ ଗୋଡ ପର୍ଯ୍ୟନ୍ତ ଆସିଥାଏ । ଏହି ଦରଜ ବେଳେବେଳେ ଇଲେକ୍ଟ୍ରିକ ଶକ୍ କିମ୍ବା ଜଳାପୋଡା ହେଲା ଭଳି ଅନୁଭବ ହୋଇଥାଏ । ଯଦି ଏଥିରେ ଅଧିକ ପ୍ରେସର ଆସିଥାଏ । ତେବେ ଏହା ଗୋଡର ମାଂସପେଶୀକୁ ଦୁର୍ବଳ କରି ଦେଇଥାଏ । ବେଳେ ବେଳେ ଏହି ଅବସ୍ଥା ରେ ରହିଥିବା ବେଳେ ନିଜର ପରିସ୍ରା କୁ ନିୟନ୍ତ୍ରଣ ରେ ରଖିବା କଷ୍ଟଦାୟକ ହୋଇଥାଏ ।

ତେବେ ବନ୍ଧୁଗଣ ଏହାର ଚିକିତ୍ସା ଏକ୍ସରେ ଓ ଏମ୍ଆରଆଇ ଡାଇଗ୍ନୋଂଷ୍ଟିକ ଦ୍ଵାରା କରାଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହି ଦେବୁ କି ଏହାର ଲକ୍ଷଣ ଦେଖି କରି ଏହାର ଚିକିତ୍ସା କରାଯାଏ । ତେବେ ସିଆଟିକା ଭଳି ସମସ୍ୟା ହୋଇଥିଲେ ଡାକ୍ତର ମାନେ ଏହିଥି ପାଇଁ ମେଡିସିନ ଖାଇବା ପାଇଁ କହିଥାନ୍ତି । ଏହା ସହିତ ଡାକ୍ତର ଙ୍କ ପରାମର୍ଶ ଅନୁସାରେ କିଛି ଯୋଗ ବ୍ୟାୟାମ୍ ମଧ୍ୟ କରିବା ପାଇଁ କହିଥାନ୍ତି । ଯଦି ଏହା କରିବା ପରେ ବି ଏହାର ସମାଧାନ ହୋଇ ପାରେ ନାହିଁ । ତେବେ ଏହାର ଅପରେସନ କରିବା ପାଇଁ ପଡିଥାଏ । ଏହି ସମସ୍ୟା ନହେବା କାରଣ ପ୍ରତି ଦିନ ଆପଣ ମାନଙ୍କୁ ଯୋଗ ବ୍ୟାୟାମ୍ କରିବା ଜରୁରୀ ଅଟେ ।

Yoga

ଏହି ସମୟ ରେ କୈଣସି ଭାରି ଜିନିଷ ଉଠେଇବା ଠିକ୍ ନୁହେଁ । ଆମକୁ ନଇଁ କରି ବେଶି ସମୟ ପର୍ଯ୍ୟନ୍ତ କାମ କରିବା ସମମ୍ଭ ହୋଇନଥାଏ । ଯେପରି ଚୈକିର ପଛ ଭାଗ ଏବଂ ଆପଣଙ୍କ ଅଣ୍ଟା ପାଖରେ ଏକ ତକିଆ ଦେଇ କରି ଆପଣ ମାନେ ବସନ୍ତୁ । କୈଣସି ଅଣ୍ଟା ଜନିତ ସମସ୍ୟା ପରିଲକ୍ଷିତ ହେଉଥିବ । ତାହାଲେ ଆପଣ ମାନେ ଅଣ୍ଟା ଜନିତ ସମସ୍ୟା ପରିଲକ୍ଷିତ ହେଉଥିବ । ତେବେ ଅପରେସନ କିମ୍ବା ଯୋଗ ବ୍ୟାୟାମ୍ ଦ୍ୱାରା ଏହି ସବୁର ସମସ୍ୟା ରୁ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ଦୂରି ଭୂତ ହୋଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *