ମାଳିକା, 2023 କାଳୀପୂଜା ଦିନ ଖଣ୍ଡପ୍ରଳୟ ହେବ,22 ଦେଶ ଜଳମଗ୍ନ ହେବ ଦରିଆରେ ଅଛି କୁମ୍ଭୀର,ଚିତଳ…

malika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଳିକା ବର୍ଣ୍ଣନା ଦିର୍ଘ ବର୍ଷ ପୂର୍ବେ ହୋଇଥିଲେ ଏହାର ଅନେକ ପ୍ରମାଣ ଆମେ ଏବେ ପାଇଛୁ । ଏହା ସତ ଯେ ମାଳିକା ବର୍ଣ୍ଣନା ରେ ଏକ ପୂର୍ଣ୍ଣ ଅନୁଭବ ର ବିଚାର ଦେଖିବା ପାଇଁ ମିଳେ । ମହାପୁରୁଷ ମାନଙ୍କ ଅନେକ ବର୍ଷ ତଳର ବିଦ୍ୟା ରଚନା କୁ ଏବେ ଆମେ ଜାଣିବା ପାଇଁ ପାଉଛୁ । ମାଳିକା ବିସାଦର ମାନଙ୍କ ବର୍ଣ୍ଣନା ଯୋଗୁଁ ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନଥିଲେ । ହେଲେ ଏହି ଘଟଣା ସଂମ୍ପର୍ଣ୍ଣ ସତ ଅଟେ । ତେଣୁ ଏହାକୁ ବୁଝି ବିଚାରି ,ତର୍କ କରେଇବା ସହ ନିଜର କର୍ମ କୁ ଠିକ୍ କରିବା ଆବଶ୍ୟକ ଅଟେ ।

ତେବେ ବନ୍ଧୁଗଣ ଆମେ ପୁଣି ଏଠାରେ ସେହି ମାଳିକା ବିଷୟ ରେ ଆଲୋଚନା କରିବୁ । ଏହାର ପ୍ରଭାବ ଏବଂ ଏହାର ପାରଦର୍ଶତି ବିଷୟ ରେ ଅନେକଙ୍କୁ ଏବେବି ଜଣା ନାହିଁ । ଆମର ମହାପୁରୁଷ ମାନେ ଏହାକୁ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି । ଆଗତ ଭବିଷ୍ୟତ ବିଷୟ ରେ ଆମେତ ମାଳିକାରୁ ଜାଣିବାକୁ ପାଇଛନ୍ତି । ଏହାକୁ ଅନେକ ମାନିବା ପାଇଁ ରାଜି ନଥିଲେ ବି ଏହି ଘଟଣା ସବୁ ସତ ଅଟେ ।

malika .

ଆପଣ ମାନେ ଜାଣନ୍ତି ଦିର୍ଘ ବର୍ଷ ପୂର୍ବେ ମାଳିକା ରେ ଜାଣିବାକୁ ପାଉଥିଲେ । ତେବେ ଏହାକୁ ଆଜିର ସମୟ ରେ କେହି ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ ଅଟେ । ଆପଣମାନେ ଜାଣନ୍ତି ମାଳିକା ରେ ଦିର୍ଘ ବର୍ଷ ପୂର୍ବେ ବର୍ଣ୍ଣିତ ହୋଇଛି ଜାହା ଆଗାମୀ ସମୟ ରେ ଘଟିବାକୁ ଯାଉଛି । ତେବେ ଆମେ ଏହି ପାପ ଅନୀତି ଭରା ସଂସାର ରେ ଆମକୁ ସତ ମାର୍ଗରେ ନିଜକୁ ପରିଚାଳନା କରିବା ନିହାତି ଆବଶ୍ୟକ ଅଟେ । ଏହା ସହିତ ନୀତି ବାନହେବା , ଭୁଲ କାମରୁ ନିବୃତ ରହିବା , ସଚେନକ କିପରି ରହି ପାରିବା ଏହା ମାଳିକା ର ଉଦ୍ଦେଶ୍ୟ ଅଟେ ।

ମାଳିକା ରେ ଅନେକ ଜିନିଷ ଏବଂ ସ୍ଥାନ ମାନଙ୍କ ବିଷୟ ରେ ବର୍ଣ୍ଣନା ହୋଇଛି । ତେବେ ଆମେ ଆଜି ଯେଉଁ ବସ୍ତୁ ବିଷୟ ରେ କହୁଛୁ ତାହା ସନ୍ଧାନ ପ୍ଲସ୍ ଟ୍ୟୁବ ଚେନ୍ନାଲ ରେ ସୂଚନା ଦିଆଯିବା ସହିତ ସେମାନେ ଏମିତି ଅନେକ ମାଳିକା ବର୍ଣ୍ଣିତ ସ୍ଥାନ ମାନଙ୍କରେ ଜାଇ ପହଁଚିଛନ୍ତି ଏବଂ ଲୋକଲୋଚନ କୁ ସେମାନେ ଅନେକ ଅଜଣା ତଥ୍ୟ ସାମ୍ନା କୁ ଆଣିଛନ୍ତି । ଏହି ଠାରେ ଚେନେଲ୍ଲ ଜାଇ ପହଁଚି ଏକ ଗ୍ରାମରେ ବାବା ଜଣଙ୍କ ଯାହା କହିଲେ ତାହା ଶୁଣି ଆପଣ ଆଶ୍ଚର୍ୟ୍ୟ ହୋଇଯିବେ।

malika

ତେବେ ମାଳିକା ରେ ଏହି ବାବା କହିଛନ୍ତି ଯେ 2023 ଏବଂ 2024 ରେ ପୃଥିବୀ ରେ ନିଶ୍ଚିତ ଖଣ୍ଡପ୍ରଳୟ ଶିକାର ହେବ । ସେହି ଦିନ ଥିବା କାଳୀପୂଜା ଏବଂ ସୂର୍ଯ୍ୟ – ଚନ୍ଦ୍ର – ପୃଥିବୀ ଏକ ସରଳ ରେଖା ରେ ରହିଥିବେ । ଆଉ ପୃଥିବୀ ର 200 ରୁ ଅଧିକ ଦେଶ ବୁଡିଯିବ । ହେଲେ ଶେଷରେ ଓଡିଶା ବୁଡିବ । ଆଉ ଏହା ପୃଥିବୀ ର ଶେଷ ପ୍ରଳୟ ବୋଲି କୁହାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *