ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କର ବହୁତ ସମୟ ରେ ଏହି ପ୍ରଶ୍ନ ଆସୁଛି ଯେ ଯେମିତି ଏହି କାଳିଆ ଯୋଜନା ର ପଇସା ଯେଉଁ ମାନଙ୍କ ଚାଷୀ ଲିଷ୍ଟ ରେ ନାମ ରହିଛି ସେମାନଙ୍କୁ ମିଳିବାକୁ ଯାଉଛି । ହେଲେ ଭୂମୀ ହୀନ ରେ ଯେଉଁ ଆମର ନାମ ରହିଛି । ଏହିଥିରେ ଯେଉଁ ପଇସା ପଠାଜାଇଛି ଜାହାକି ନୂଆ ଖାଇ ଅବସର ରେ ତେବେ ଏହି ପଇସା ଭୂମି ହୀନ ମାନଙ୍କୁ ଆସିବ କି ନାହିଁ ।
ତେବେ ଭୂମୀ ହୀନ ମାନଙ୍କର ଲିଷ୍ଟ ରେ ଯେଉଁ ନାମ ରହିଛି ସେମାନଙ୍କୁ ମଧ୍ୟ ଟଙ୍କା ମିଳିବ କି ନାହିଁ । ତେବେ ଏହି ନେଇ ଆପଣ ମାନଙ୍କୁ ଆମେ ଏଠାରେ କିଛି ସୂଚନା ଦେବାକୁ ଯାଉଛୁ । ଆପଣ ମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଯଦି ଆପଣ ମାନେ ଜଣେ ଭୂମୀହିନ ଲିଷ୍ଟ ରେ ମଧ୍ୟ ନାମ ରହିଛି ତେବେ ଆସନ୍ତୁ ଜାଣିବା ।
ପ୍ରଥମେ ତ ଆମେ ଆପଣ ମାନଙ୍କୁ କହି ରଖିବୁ ଆପଣ ମାନେ କାଳିଆ ଯୋଜନା ର ଲିଷ୍ଟ ଦେଖିବା ପାଇଁ ଚାହୁଁଥିବେ ତେବେ ଆମେ ଏହାର ଲିଙ୍କ୍ ଆପଣ ମାନଙ୍କୁ ଡେସ୍କ୍ୟୁପସନ ରେ ଦେଇଛୁ ଜାହା ଜାଇ ଆପଣ ମାନେ ଚେକ୍ କରି ପାରିବେ । ଆଉ ଏହି କଥା ବି ଜାଣି ରଖନ୍ତୁ ଯେତେ ବେଳେ କାଳିଆ ଯୋଜନା ପ୍ରଥମ ରୁ ଆସିଲା ସେହି ସମୟ ରେ ଭୂମୀହିନ ମାନଙ୍କୁ 5 ହଜାର 5 ହଜାର 2 ହଜାର ତେବେ ମୋଟ ଉପରେ 12 ହଜାର ଟଙ୍କା ସେମାନଙ୍କୁ ମିଳି ସାରିଛି ।
ତେବେ ଏହି କଥାକୁ ବହୁତ ଲୋକ ମାନେ ଜାଣି ପାରୁନାହାଁନ୍ତି କି ସେମାନଙ୍କୁ ସେହି 12 ହଜାର ଟଙ୍କା ପୁଣି ଆସିବ କି ତେବେ ଆପଣ ମାନଙ୍କୁ କହିବୁ କି ସେହି 12 ହଜାର ଟଙ୍କା ମିଳି ସାରିଛି ଏବେ ଯେଉଁ ଯେମିତି ନୂଆ ଖାଇ ରେ ଦେଲେ ପୁଣି ଅକ୍ଷୟ ତୃତିୟା ରେ ଦେବେ ସେହି ସମୟ ରେ ଆପଣ ମାନଙ୍କୁ ଏକ ନୂତନ କିସ୍ତି ନିଶ୍ଚିତ ଭାବେ ମିଳି ପାରିବ । ତେବେ ଏହା ସେହି ମାନଙ୍କୁ ମିଳିବ ଯେଉଁ ମାନେ ଚାଷୀ ଲିଷ୍ଟ ରେ ରହିଛନ୍ତି । ଆଉ ଭୂମୀହିନ ମାନଙ୍କୁ ଏପର୍ଯ୍ୟନ୍ତ ଦିଆଯାଉ ନାହିଁ ହୁଏତଃ ଆଗକୁ ସରକାର ଘୋଷଣା କରି ପାରନ୍ତି । ତେବେ ଏହା ଥିଲା କିଛି ବଡ ଘୋଷଣା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।