ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଖେଳନା ଭାବି ଖେଳିଦେଇଛି ମତେ । ରାସ୍ତାରେ ମତେ ଗୋଡେଇ ଗୋଡେଇ ପିଟି ପିଟି ନଉଛି ମୋ ଜୀବନକୁ । ମୋ ଇଜ୍ଜତ ସହିତ ଖେଳ କରୁଛି ସେ। ମୋ କପଡା ଦେହରୁ ଉତାରି ଦେଇଛି। ସଞ୍ଜୟ ମତେ ବିବାହ ନ କରିବା ଯାଏ ମୁଁ ଏଠୁ ଉଠିବି ନାହିଁ। ମୋ ମନକୁ ସେ ଛାର ଖାର କରି ଦେଇଛି। ମତେ ସେ ଧୋକା ଦେଇଛି। ବିବାହର ପ୍ରତିଶ୍ରୁତି ଦେଇ 10 ବର୍ଷ ହେବ ସେ ମୋ ସହିତ ଖେଳ କରୁଛି।
ମୁଁ ତାକୁ ଜୀବନ ଦେଇ ଭଲ ପାଇଥିଲି ତା ସହିତ ସଂସାର ଗଢିବାର ସ୍ୱପ୍ନ ମଧ୍ୟ ଦେଖିଥିଲି ହେଲେ ସେ କେବଳ ମତେ ଧୋକା ହିଁ ଦଉଥିଲା। ମୋ ଠୁ ପଇସା ନେଇ ସେ ଘର ଦ୍ୱାର କଲା ଗାଡି ବି କିଣିଲା। ହେଲେ ଏବେ ମତେ ପଚାରୁନାହିଁ । ମତେ ସେ ଧ-ର୍ଷଣ କଲା ତଥାପି ମୁଁ ଚୁପଚାପ ରହିଲି ମତେ ଗାଁ ଦାଣ୍ଡରେ ଲୋକ ହସା ମଧ୍ୟ କଲା ତଥାପି ମୁଁ ଚୁପଚାପ ରହିଥିଲି।
ମତେ ମୋ ଘରର ଔିକାତ ଦେଖାଇଲା ତଥାପି ମୁଁ ଚୁପ ରହିଥିଲି। ମୋ 80 ବର୍ଷର ମା କୁ ଖରାପ ବ୍ୟବହାର କରିଲା ହେଲେ ବି ମୁଁ ଚୁପଚାପ ରହିଲି ମୋ ଠରୁ ବାରମ୍ବାର ପଇସା ନଉଥିଲା ହେଲେ ଏମିତି କି ମୋ ଠାରୁ ସେ ଚେନ ବି ବାହାର କରିନେଲା ତଥାପି ମୁଁ ଚୁପଚାପ ରହିଲି କାରଣ ମୁଁ ତାକୁ ବହୁତ ଭଲ ପାଉଥିଲି।
ହେଲେ ମୁଁ ଜାଣି ନଥିଲି ସେ ମୋ ସହିତ ଏମିତି ଧୋକା କରିବ ବୋଲି ଏବେ ଦୁଇ ବର୍ଷ ହେଲା ସେ ମତେ ଧରା ଛୁଆଁ ଦେଉନାହିଁ। ବିବାହ କରିବାର ପ୍ରତିଶ୍ରୁତି ଦେଇ ସେ ମତେ ଧୋକା ଦେଇଛି ମୁଁ ତାକୁ ମୋଟେ ବି ଛାଡିବିନି। ଯେ ପର୍ଯ୍ୟନ୍ତ ସଞୀୟ ମତେ ବିବାହ ନ କରିଛି ସେ ଯାଏ ମୁଁ ତା ଘର ଆଗରୁ ଉଠିବିନି ବୋଲି ମହିଳା ଜଣଙ୍କ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।