ନିଜ କୁନି ଝିଅ ସହିତ କେମିତି ସମୟ ବିତାଉଛନ୍ତି ଓଡିଆ ହିରୋ ଚନ୍ଦନ ଦେଖନ୍ତୁ ଭିଡ଼ିଓ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଓଲିଉଡ ର ଜବରଦସ୍ତ ଅଭିନେତା ଯିଏକି ଚନ୍ଦନ ତାଙ୍କୁ ଆପଣ ମାନେ ତ ବେସ ଭଲ ଭାବରେ ଆପଣ ମାନେ ଜାଣିଥିବେ ଦିର୍ଘ ଦିନ ଧରି ସେ ଓଲିଉଡ ଜଗତ ରେ କାମ କରି ଆସିଛନ୍ତି , ତାହାଲେ ବର୍ତ୍ତମାନ ଚନ୍ଦନ ତାଙ୍କ ର କୁନି ଝିଅ ସହ କେମିତି ସମୟ ବିତାଉଛନ୍ତି ସେହି ସବୁ ସମ୍ପର୍କ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

ତାହାଲେ ଆପଣ ମାନେ ତୁଳସୀ ସିରିଏଲ ରେ ଚନ୍ଦନ ଙ୍କ ର ସୁନ୍ଦର ଅଭିନୟ ଦେଖିବା ପାଇଁ ପାଇଥିବେ ଆଉ ଏହା ଛଡା ଆପଣ ମାନେ ମାହିଙ୍କୁ ମଧ୍ୟ ବେସ ଭଲ ଭାବରେ ଜାଣିଥିବେ , ତେବେ ମାହି ମଧ୍ୟ ଜଣେ ଓଲିଉଡ ଜଗତ ର ଏକ ଅଭିନେତ୍ରୀ ଚନ୍ଦନ ଓ ମାହି ଦୁହେଁ ପରସ୍ପରକୁ ସୁଟିଙ୍ଗ ସେଟ ରେ ଭଲ ପାଇ ବିବାହ କରିଥିଲେ । ତେବେ ବିବାହ କୁ ବର୍ତ୍ତମାନ 2 ବର୍ଷ ର ସମୟ ବିତି ଗଲାଣି ତାହାଲେ ବିବାହ ପରେ ତାଙ୍କ ର ଗୁଟିଏ କୁନି ଝିଅ ଜନ୍ମ ନେଇଛି ଯାହାର ନାମ ରହିଛି ପୁଚକିନ ।

Chandan

ତେବେ ପୁଚକିନ ଙ୍କ ସହ ସବୁବେଳେ ଦୁହେଁ ଯିଏକି ଚନ୍ଦନ ଏବଂ ମାହିଁ ବହୁତ ଗୁଡିଏ ଫୋଟ ଉଠାଇଛନ୍ତି ଏବଂ ସେହି ଫୋଟ ଗୁଡିକୁ ସେମାନେ ଦୁହେଁ ଯିଏକି ଚନ୍ଦନ ଏବଂ ମାହିଁ ତାଙ୍କର ସୋସିଆଲ ମିଡିଆରେ ରହିଥିବା ଆକାଉଣ୍ଟ ଜରିଆରେ ସେମାନେ ତାଙ୍କର ଦର୍ଶକ ମାନଙ୍କ ସହ ସେୟାର କରିଛନ୍ତି , ତାହାଲେ ଚନ୍ଦନ ତାଙ୍କର ଫାଙ୍କା ସମୟ ରେ ତାଙ୍କର କୁନି ଝିଅ ଯିଏକି ପୁଚକିନ ତାଙ୍କ ସହ ଚନ୍ଦନ ତାଙ୍କର ଫାଙ୍କା ସମୟ ରେ ପୁଚକିନ ସହ ବୋସ ଭଲ ରେ ସମୟ ବିତାଉଥିବାର ବୋଲି ସେ କହିଛନ୍ତି ,

ଏହା ସହ ପୁଚକିନ ଟିକିଏ ବଡ ହେବା ପରେ ତାଙ୍କର ବାପା ତନ୍ଦନ ଏବଂ ମାଆ ମାହି କହିଛନ୍ତି କି ତାଙ୍କର କୁନି ଝିଅ ପୁଚକିନ ବଡ ହେବା ପରେ ତାଙ୍କୁ ଅଭିନୟ ପାଇଁ ଛୋଟ ବେଳୁ ଶିକ୍ଷା ଦେବେ ଏବଂ ତାଙ୍କୁ ଏହି ଅଭିନୟ ଲାଇନ ରେ ଆଗକୁ ଯିବାକୁ ଦେବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଚନ୍ଦନ କେମିତି ଲାଗନ୍ତି ତାହା ଆମକୁ ଜଣାଇବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *