କାଳିଆ ଯୋଜନା ରେ ଚାଷୀ ଭାଇ ମାନଙ୍କ ପାଇଁ ଖୁସୀ ଖବର ଏହି ତାରିଖ ରେ ଭୂମୀହିନ ଙ୍କ ଖାତା କୁ ଆସିବ 5000 ଟଙ୍କା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ କାଳିଆ ଯୋଜନା କୁ ନେଇ ଲୋକ ମାନଙ୍କ ମନ ରେ ବହୁତ ଗୁଡିଏ ପ୍ରଶ୍ନ ଉଠୁଚି ଯଦି ଆପଣ ଜଣେ ଚାଷୀ ଏମିତିକି ଆପଣ ଜଣେ ଭୂମୀ ହିନ ତେବେ ଆପଣ ମାନଙ୍କୁ କେବେ ମିଳିବ ଟଙ୍କା ଏ ନେଇ ରହିଛି କିଛି ନୂଆ ସୂଚନା ଯାହା ମଧ୍ୟ ଆମେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ମାଧ୍ୟମରେ ଜଣାଇବୁ ।

ତେବେ ଏହି କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି ଏ ନୂଆଖାଇ ଅବସର ରେ କାଳିଆ ଯୋଜନା ଅଧିନରେ ଚାଷୀ ମାନଙ୍କୁ 2000 ଟଙ୍କା ଲେଖାଏ ପଠା ଯାଇଛି ଏବେ ମଧ୍ୟ କିଛି ଚାଷୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ମଧ୍ୟ ଏହି ଟଙ୍କା ଆସି ସାରିଛି ହେଲେ ଏହାରି ମଧ୍ୟ ରେ ଯେଉଁ ମାନେ ରହିଛନ୍ତି ଭୂମିହୀନ ସେମାନେ ଚାହିଁଛନ୍ତି କି ଆମକୁ ପଇସା ଆସିବକି ଲିଷ୍ଟ ରେ ଆମର ନାମ ଅଛି ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବର ।

pm

ଏବେ ଏହି କାଳିଆ ଯୋଜନା ର ଯେଉଁ ମାନେ ଚାଷୀ ଲିଷ୍ଟ ରେ ନାମ ଅଛି ସେମାନଙ୍କୁ 2000 ଟଙ୍କା ପଠା ଯାଇଛି ହେଲେ ଭୂମୀ ହିନ ମାନଙ୍କୁ କୈଣସି ଟଙ୍କା ଦିଆ ଯାଇ ନାହିଁ । କିନ୍ତୁ ଭୂମି ହୀନ କୁ ପୂର୍ବ ରୁ 12000 ଟଙ୍କା ମିଳି ସାରିଛି ଯାହା ମଧ୍ୟ ଏବେ ଏକ ରିପୋର୍ଟ ରେ ଦେଖନ୍ତୁ ଯାହା ଆମେ ଆପଣ ଙ୍କୁ ଜଣାଉଛୁ ଯାହାକି କାଳିଆ ଯୋଜନା ଅନ୍ତର୍ଗତ ଭୂମୀହୀନ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ଯାହାକି ଭୂମୀ ହୀନ ମାନଙ୍କୁ 12000 ଟଙ୍କା ପ୍ରଦାନ କରିବାକୁ ସରକାର ଯୋଜନା କରିଛନ୍ତି ବୋଲି କୃଷି ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୈଦ୍ଧୁରୀ କହିଛନ୍ତି ,

ତେବେ ଏହି କୃଷି ରେ ଯେଉଁ ମାନେ ରହିଛନ୍ତୁ ଭୂମି ହୀନ ସେମାନଙ୍କୁ ପୂର୍ବ ରୁ 5000 , 5000 , 2000 ଏହି ଭଳି ଭାବରେ 12000 ଟଙ୍କା ମୋଟ ଉପରେ ମିଳି ସାରିଛି କିନ୍ତୁ ଏବେ ଯେଉଁ ସରକାର ପ୍ରତି ବର୍ଷା ରେ ଦୁଇ ଥର ଲେଖାଏ ଦେଉଛନ୍ତି 2000 ଟଙ୍କା ଯାହାକି ଚାଷୀ ଲିଷ୍ଟ ରେ ଥିବା ନାମ ସେମାନଙ୍କ ମଧ୍ୟ ମିଳୁଛି ।

କିନ୍ତୁ ଯାଉଁ ମାନେ ଭୂମୀ ହିନ ସେମାନଙ୍କୁ ଆଉ ପଇସା ଦିଆ ଯାଉ ନାହିଁ । ଯଦି ହୁଏତ ଆଗକୁ ସରକାର ଘୋଷଣା କରନ୍ତି ତାହାଲେ ମଧ୍ୟ ଆପଣ ଙ୍କୁ ମିଳି ଯିବ କିନ୍ତୁ ଏବେ ଭୂମି ହୀନ ମାନଙ୍କ ପାଇଁ ଟଙ୍କା ମଧ୍ୟ ଦିଆଯାଇ ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *