ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଅଛୁ ମାଳିକା ରେ ବର୍ଣ୍ଣିତ ଏକ ଜାଗା ଯେଉଁ ଜାଗାର ନାମ ହେଲା ନାଗମଣି ଗୁମ୍ଫା ବାବା ବୈକୁଣ୍ଠ ନାଥଙ୍କ ଗୁମ୍ଫା ବାବା ବୈକୁଣ୍ଠ ନାଥ ଙ୍କ ପୀଠ ବାବା ଦିର୍ଘ 12 ବର୍ଷ ଯାଏ ଏହି ଗୁମ୍ପାରେ ସେ ସାଧନା ଗତ ଥିଲେ । ଏବଂ ପରେ ସେ ସିଦ୍ଧି ପ୍ରାପ୍ତ ମଧ୍ୟ କରିଥିଲେ । ତେବେ ରାମଚନ୍ଦ୍ର ତ୍ରେତୋୟା ଯୁଗରେ ଏହି ଗୁମ୍ପା ଖୋଳିଥିଲେ । ଏହି ନାଗମଣି ଗୁମ୍ଫା ବାବା ବୈକୁଣ୍ଠ ନାଥଙ୍କ ଗୁମ୍ଫା ବାବା ବୈକୁଣ୍ଠ ନାଥ ସାଧନା କରିଥିଲେ ।
ଯେତେ ବେଳେ ପ୍ରଥମେ ଆସି ରହିଲେ ତେବେ ସେହି ସମୟ ରେ କିଛି ନଥିଲା ସେହି ସମୟ ରେ କେବଳ ଗୋଟିଏ ଗୁମ୍ଫା ଥିଲା । ଏ ଯେଉଁ ଗୁମ୍ଫାରେ ଲୋକଙ୍କର ଏ ସବୁ ପ୍ରତ୍ୟୋକ୍ଷ ଠାକୁର ବୋଲି ବିଶ୍ୱାସ ରହିଛି । ତେବେ ଭକ୍ତ ମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ଏଠାରେ ଦୀପ ଜଳେଇଅଛି । ଏ ନାଗ ସବୁ ମଧ୍ୟ ଏଠାରେ ବସିଛନ୍ତି । ଏହି ନାଗ ସବୁ ମଧ୍ୟ ଭକ୍ତ ମାନେ ଦେଇଛନ୍ତି । ଏହି ଯେଉଁ ପଥର ଦିଆଜାଇଛି ସେଠାରେ ମଣିନାଥ ବାହାରିଥିଲେ । ବାବା ଦେଇଥିଲେ ପାଣି ପିଇବାକୁ ପୁଣି ଆସି ସେଠାରେ ପ୍ରବେଶ କରିଥିଲେ ।
ଆମ ପୂର୍ବ ପୁରୁଷ ଯେତେ ସବୁ ବାବା ଙ୍କ ବିଷୟ ରେ ଆମେ ସୁଣିଛୁ ହେଲେ ଆମେ ଦର୍ଶକ ମାନଙ୍କ ପାଇଁ ନୁହେଁ ଏ ହେଉଛି ଅଖଣ୍ଡ ଦୀପ ଭକ୍ତମାନେ ଯେତେବେଳେ ମାନସିକ ରଖନ୍ତି ତାଙ୍କର ମାନସିକ ପୂର୍ଣ୍ଣ ହୁଏ। ଏହା ସହ ମାଳିକାରେ ଯାହା ସବୁ ଲେଖା ଥିଲା ତାହା ସବୁ ସତ୍ୟ ହେଉଛି। ବାବା ଯେତେବେଳେ ଏହି ସ୍ଥାନକୁ ସାଧନା କରିବାକୁ ଆସିଲେ ଏହି ବଟ ବୃକ୍ଷ ବହୁତ ଆଗରୁ ଥିଲା । ବାତ୍ୟାରେ ସବୁ ଗଛ ଭାଙ୍ଗି ଜାଇଥିଲେ ବି ଏହି ବଟ ବୃକ୍ଷ ସେମିତି ଛିଡା ହୋଇଥିଲା ।
ଆଉ କେବେବି ଏହି ବୃକ୍ଷ ନଣ୍ଡା ହୁଏ ନାହିଁ । ଯଦି ଗୋଟିଏ ଡାଳ ଯାଏ ତେବେ ଆଉ ଗୋଟେ ଡାଳ ସଂଙ୍ଗେ ସଂଙ୍ଗେ ଆସିଥାଏ । ଏଠାରେ ରହିଛନ୍ତି ପତିତପାବନ ରାଧା କଷ୍ଣ ତେବେ ଏହି ପାହାଡ ରେ ସଂମ୍ପର୍ଣ୍ଣ 752 ଟି ଗୁମ୍ଫା ରହିଛି । ଅନ୍ୟ ଗୁମ୍ଫା ମାନଙ୍କରେ ମହତ୍ୱ କଣ ରହିଛି ତାହା ଆମେ ସଠିକ୍ ଜାଣି ନାହୁଁ ହେଲେ ଅନେକ ଗୁମ୍ଫା ଅଦୃଶ୍ୟ ହୋଇଅଛି ।
ଆଉ ଏହି ପାଖରେ ରହିଛି ନୀଳ ଗୁମ୍ଫା ତାହା ମଧ୍ୟ ମାଳିକା ରେ ବର୍ଣ୍ଣିଂତ ରହିଛି । ଜାହା ଲେଖା ହୋଇଛି ତାହା ସବୁ ଏଠାରେ ଅଛି । ତେବେ ବନ୍ଧୁଗଣ ସଂସାର ଯେମିତି ଚାଲିବା କଥା ମାଳିକାରେ ଯାହା ବର୍ଣ୍ଣିତ ଅଛି ତାହା ଚାଲିଛି ଆଉ ଚାଲିବ ମଧ୍ୟ । ବର୍ତ୍ତମାନ ସ୍ପଷ୍ଟ ଭାବେ ଜଣା ପଡ଼ୁଛି କି ବାବା ଆମ ପାଖକୁ ଗୁରୁ ରୂପରେ ଆସିଥିଲେ ।
ବାବା 2001 ରେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କର ସମାଧି ପୀଠ ମଧ୍ୟ ଅଛି । ଏହା ସହ ମଣି ନାଗ ମଧ୍ୟ ବାହାରନ୍ତି। ବାହାରେ ବୁଲନ୍ତି । ଏହା ସହ ଶୁଣିଛି କି ପାହାଡ ଉପର ପଟେ ଏକ ପୋଖରୀରେ ପଦ୍ମ ଫୁଲ ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।