‘ମୋ ଘରକୁ ମାସକୁ ଆସୁଛି କୋଟିଏ, ପୁଅର 70 ଲକ୍ଷ, ବୋହୁର 30 ଲକ୍ଷ, ହେଲେ ମୋର…’ ଦେଖନ୍ତୁ ନିଜ ପରିବାରକୁ ନେଇ କଣ କହିଲେ Sura Routray, ଦେଖନ୍ତୁ Video

Sura Routray

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ 79 ବର୍ଷରେ ପାଦ ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ତେବେ ଏହି ଅବସର ରେ ନିଜର ବାସ ଭବନ ରେ କର୍ମି ଏବଂ ସମର୍ଥକ ଙ୍କ ଗହଣ ରେ ଜନ୍ମ ଦିନ ପାଳନ କରିଛନ୍ତି ସୁର ରାଉତରାୟ । ତେବେ ବାସ ଭବନ ରେ କର୍ମି ଏବଂ ସମର୍ଥନ ମାନେ ପହଁଚି ଫୁଲ ତୋଡା ଦେଇ ତାଙ୍କର ଜନ୍ମ ଦିନରେ ଶୁଭେଚ୍ଛା ଜଣେଇଛନ୍ତି ।

ତେବେ ବିଭିନ୍ନ ସମୟ ରେ ନିଜର ବୟାନ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ମାଡି ଚାଲ କହି କର୍ମି ଏବଂ ସମର୍ଥକ ଙ୍କ ଉତ୍ସାହ ବଢାନ୍ତି । ତେବେ ସେ ନିଜର ବିନ୍ଦାସ ଅନ୍ଦାଜ ଏବଂ କୈତକିଆ କଥାବର୍ତ୍ତା ପାଇଁ ଲୋକ ସୋର ଙ୍କୁ ବହୁତ ପ୍ରଶଂସା କରନ୍ତି । ମିଡିଆ ଡାର୍ଲିଂ ଭାବେ ପରିଚିତ ସୁର ରାଉତରାୟ ଙ୍କୁ ଆପଣ ମାନେ ବହୁତ ସମୟ ରେ ଟିଭି ରେ ବି ଦେଖନ୍ତି । ଜାହାକୁ କୁହନ୍ତି ଏକଦମ୍ ସିଧା ଏବଂ ରୋକଠୋକ ସେ କହିଥାନ୍ତି ।

sura

ତେବେ ସେ ରାଜନୀତି ରେ ଯେମିତି ଚଳଚଞ୍ଚଳ ସେ ସ୍ୱାସ୍ଥ୍ୟ କୁ ନେଇ ମଧ୍ୟ ବହୁତ ଫିଟ ସେ ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ଯୁବକ ଭଲି ସ୍ୱାସ୍ଥ୍ୟ ରଖିଛନ୍ତି । 1945 ମସିହା ସେପ୍ଟେମ୍ବର 11 ତାରିଖ ରେ ଜନ୍ମ ଗ୍ରହଣ କରିଥିବା ସୁର ରାଉତରାୟ ରାୟ କହିଥିଲେ । 1977 ରେ ପ୍ରଥମ ଥର ପାଇଁ ସେ ଜନତା ଦଳ ଟିକଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏବଂ ପରେ ସେ କଂଗ୍ରେସ ଟିକଟ ରେ 1980,1985,1995, 2000, ଏବଂ 2019 ପୁୁଣିଥରେ ନିର୍ବାଚିତ ହୋଇଥିଲେ ।

ତେବେ ସୁର ରାଉତରାୟ ନିଜର ଇଣ୍ଟର୍ଭୁ ରେ ନିଜେ କହିଛନ୍ତି ମୋ ପୁଅ ଆମେରିକା ରେ ରହି କାମ କରୁଛି ଏବଂ ସାନ ପୁଅ ସାନ ପୁଅ ଏୟାର ଇଣ୍ଡିଆ ରେ କାମ କରୁଛି । ମୋ ପୁଅ ଆମେରିକା ରେ ଭଲ ଜାଗା ନେଇ ସେଠାରେ ଘର କରି ରହିଛି । ସେ ମାସକୁ 70 ଲକ୍ଷ ଟଙ୍କା ପାଉଛି । ଏବଂ ମୋର ପୁଅର ବୋହୁ 30 ଲକ୍ଷ ଟଙ୍କା ପାଉଛି ।

ତେବେ ମାସକୁ ଏକ କୋଟି ଟଙ୍କା ଆସୁଛି । ତେବେ ଆମେ ସମସ୍ତେ ଏହି ସମାଜ କୁ ଭଲ କାମ କରିବାକୁ ଚାହୁଁଛୁ ଏବଂ ନବୀନ ପଟ୍ଟନାୟକ ଯେଉଁ ଟଙ୍କା ଦେଇ ଭୋଟ କିଣୁଛି ଆମେ କେବେବି ଭୋଟ କିଣୁ ନାହୁଁ । ମୁଁ ବହୁତ ଭଲ କାମ କରିବି ବୋଲି ଆଶା ରଖିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *