ଏମିତି ଭୟଙ୍କର ଦୃଶ୍ୟ ବହୁତ ହିଁ କମ ଦେଖିବାକୁ ମିଳିଥାଏ, ଗୁହାଳରେ ଅଣ୍ଡା ସେକୁଥିବା ଏହି ନାଗୁଣୀ (Cobra)ର ରୁଦ୍ର ରୂପ ଦେଖିଲେ ଆପଣଙ୍କ ନିଦ ହଜିଯିବ, ଦେଖନ୍ତୁ ଏହି Video

Cobra

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତମାନ ସମୟ ରେ ସମସ୍ତେ ଲୋକ ମାନେ ସୋସିଆଲ ମିଡିଆ ସହିତ ଯୋଡିତ ଅଟନ୍ତି । ଆଜିର ସମୟ ରେ ଏମିତି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉଛି ଏହି ସବୁ ଘଟଣା ଏବଂ ଖବର ଗୁଡିକ ଲୋକ ମାନେ ଯେକୈଣସି ସ୍ଥାନରେ ସୋସିଆଲ ମିଡିଆ ମାଧ୍ୟମ ରେ ଜାଣି ପାରୁଛୁ ।

ତେବେ ଗତ କିଛି ଦିନ ହେଲା ସୋସିଆଲ ମିଡିଆ ରେ ଏକ ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ଏହି ଭିଡ଼ିଓ ଟି ସମସ୍ତ ସ୍ଥାନରେ ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ବନ୍ଧୁଗଣ ଡେରି ନକରି ଜାଣିନେବା ସଂମ୍ପର୍ଣ୍ଣ ଖବର ବିଷୟ ରେ । ତେବେ ଭଦ୍ରକ ଜିଲ୍ଲାର ଏକ ଗ୍ରାମର ଜଣଙ୍କ ଗୁହାଳ ମଧ୍ୟରେ ଏକ ନାଗୁଣୀ ସବୁ ବେଳେ ପସିଜାଉଥିଲା ଏହାକୁ ଦେଖି ସଂଙ୍ଗେ ସଂଙ୍ଗେ ଆଫିର ଙ୍କୁ ଉଦ୍ଧାର ପାଇଁ ଡାକିଥିଲେ ।

Cobra

ତେବେ ଯେତେ ବେଳେ ଆରିଫ ସେହି ଗୁହାଳ ମଧ୍ୟକୁ ପସି ଜାଇ କାନ୍ଥ ଭାଙ୍ଗି ଦେଇଥିଲେ ସେତେ ବେଳେ ଦେଖିବା ପାଇଁ ପାଇଲେ ଯେ ଏକ ନଗୁଣୀ ସେଠାରେ ଅନେକ ଗୁଡିଏ ଅଣ୍ଡା ଦେଇ ରହିଛି । ତେବେ ଏହା ପରେ ମିର୍ଜା ଆଫିର ବହୁ ସାବଧାନତା ର ସହିତ ସେହି ସାପ କୁ ବାହାର କରଥିଲେ । ଏବଂ ତାର ଅଣ୍ଡାକୁ ମଧ୍ୟ ସାବଧାନତା ର ସହିତ ନେଇ ଥିଲେ । ଏବଂ ଏହାକୁ ସାବଧାନତାର ସହିତ ନେଇ ଜଙ୍ଗଲ ରେ ଛାଡି ଦେଇ ଆସିଥିଲେ ।

ତେବେ ଏହା ସହିତ ସେହି ସାପ ଧରାଳି ଏହି କଥା କହିଛନ୍ତି ଯେ ଆଜିର ସମୟ ରେ ଗାଁ ମାନଙ୍କରେ ଅନ୍ଧ ବିଶ୍ୱାସ ରହିଛି ଯେ ସାପ କାମୁଡିଲେ ଝଡା ଫୁଙ୍କା କରିବା ହେଲେ ଏମିତି ନକରି ଯେଉଁ ସ୍ଥାନରେ ସାପ କାମୁଛି ସେହି ସ୍ଥାନକୁ ତୁରନ୍ତ ବାନ୍ଧି ଦେଇ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ସବୁଠୁ ବୁଦ୍ଧିମାନ ର କାମ ଅଟେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *