ହେ ପ୍ରଭୁ, ଓଡିଶାକୁ ଘାଣ୍ଟିବ ଲଘୁଚାପ ବର୍ଷା, ୫ ଦିନ ପର୍ଯ୍ୟନ୍ତ 22 ଜିଲ୍ଲାକୁ ବିପଦ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ଆସିଲା ପାଣିପାଗ କୁ ନେଇ ବର୍ତ୍ତମାନ ର ଏକ ବଡ ଅପଡେଟ ଆସନ୍ତା 4 ଦିନ ଓଡିଶା ବାସିଙ୍କୁ ନିସ୍ତାର ନାହିଁ ଏହି ସବୁ ଜିଲ୍ଲା ରେ ଲଗାଣ ବର୍ଷା ସହ ବଜ୍ରପାତ ର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲା ରହିଛି ସତର୍କ ସୂଚନା ।

ତେବେ ରାଜ୍ୟ ବାସୀ ଙ୍କ ବୋଝ ଉପରେ ନଳିତା ବିଡା ସାଜିଛି ଲଘୁଚାପ ଦୁଇ ଦୁଇ ଟି ବନ୍ୟା ର ସାମାନା କରିବା ପରେ ଏବେ ପୁଣି ଥରେ ରାଜ୍ୟ ରେ ବନ୍ୟା ର ଆଶଙ୍କା ଘାରିଛି । ରବିବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା 4 ଦିନ ପାଇଁ ସତର୍କତା ଜାରି କରାଯାଇଛି । ସୋମବାର ଠାରୁ ରାଜ୍ୟ ରେ ବର୍ଷା ର ପରିମାଣ ବୃଦ୍ଧି ପାଇବ ବିଶେଷ କରି ଦକ୍ଷିଣ ଉପକୂଳ ଓଡିଶା ରେ ଲଗାଣ ବର୍ଷା ସାଙ୍ଗକୁ ଘଡଘଡି ଏବଂ ବଜ୍ରପାତ ର ସମ୍ଭାବନା ରହିଛି । ଫଳରେ ରାଜ୍ୟ ରେ ଅର୍ଧାଧିକ ଜିଲ୍ଲା କୁ ୱେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।

rains

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା କାଲି କୁ ନେଇ ଏକ ଆକଳନ କରାଯାଇଛି ତାହାରି ଅନୁସାରେ ନୂଆପଡା, ବଲାଙ୍ଗିରି , ବରଗଡ , ସମ୍ବଲପୁର , ଦେବଗଡ , ଝାରସୁଗଡା , ସୁନ୍ଦରଗଡ କୁ ଛାଡି ଦେଲେ ରାଜ୍ୟରେ ବାକି ବର୍ଷା ହେବ । ବର୍ଷା ହେବାକୁ ଥିବା ସମସ୍ତ ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନ ରେ ବଜ୍ରପାତ ମଧ୍ୟ ହୋଇପାରେ ।

ମାଲକାନ ଗିରି , କରାପୁଟ , ଗଞ୍ଜାମ , ଗଜପତି , କନ୍ଧମାଳ କେଉଁଝର ଓ ମୟୂରଭଞ ରେ ପ୍ରବଳ ବର୍ଷା ହୋଇପାରେ ସେଥିପାଇଁ ସୋମବାର ପାଇଁ 23 ଟି ଜିଲ୍ଲା କୁ ୱେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ତେବେ ମଙ୍ଗଳବାର ରାଜ୍ୟର ଦଶ ଟି ଜିଲ୍ଲା ରେ ପ୍ରବଳ ବର୍ଷା ହୋଇପାରେ କୋରାପୁଟ , ନବରଙ୍ଗପୁର , କଳାହାଣ୍ଡି , ରାଇଗଡା , ଗଜପତି , ଗଞ୍ଜମ , ନୟାଗଡ ,ଖୋର୍ଦ୍ଧା , ପୁରୀ କୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Heavy rain

ସେହିପରି ବୁଧବାର ମଧ୍ୟ ଦକ୍ଷିଣ ଓଡିଶା ରେ ପ୍ରବଳ ବର୍ଷା ହେବା ନେଇ ପାଣି ପାଗ କେନ୍ଦ୍ର ପୁର୍ବାନୁମାନ କରିଛି ସେଥିପାଇଁ ମାଲକାନ ଗିରି , କୋରାପୁଟ , ନବରଙ୍ଗପୁର , କଳାହାଣ୍ଡି , ରାୟଗଡା , ଗଜପତି , ଗଞ୍ଜମ ଓ କନ୍ଧମାଳ କୁ ସତର୍କ କରାଯାଇଛି , ଗୁରୁବାର ବେଳକୁ ରାଜ୍ୟ ରେ ପୁଣି ବର୍ଷା ର ପରିମାଣ ବୃଦ୍ଧି ପାଇବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *