ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡି ଆସୁଛି ଜଳ ପ୍ରଳୟ କେନ୍ଦ୍ରିୟ ଜଳବାୟୁ ବିଭାଗ ର ଏକ ବଡ ଚେତାବନି ଜାଣନ୍ତୁ କଣ ରହିଛି ସଂମ୍ପର୍ଣ୍ଣ ରିପୋର୍ଟ । ତେବେ ଭାରତ ପାଇଁ ସମୁଦ୍ର ର ବିପଦ ଆଗକୁ ବିପଦ ର ମାତ୍ରା ସବୁଠାରୁ ଅଧିକ ରହିବ । ଏହାର ପ୍ରଭାବ ଏତେ ଅଧିକ ରହିବ ଯେ ଭାରତ ର ଉପକୂଳ ଏକ ପ୍ରକାରର ନିଛିନ୍ନ ହୋଇଯିବ ଏହି ଭଳି ବିପଦ ଏବେ ପ୍ରତିଟି ଭାରତୀୟ ମନରେ ଘର କରିଛି । ପ୍ରତି ବର୍ଷ 1.77 ମିଲିମିଟର ସମୁଦ୍ର ଜଳ ପତନ ବଢୁଛି । ଭାରତ ର ଉପକୂଳ ରେ 50 ବର୍ଷ ରେ ସମୁଦ୍ର ଜଳ ସ୍ଥଳ 8 ଦଶମିକ । ତେବେ ଭାରତ ପାଇଁ ସମୁଦ୍ର ବିପଦ ଅଟେ ।
ଆଗକୁ ବିପଦ ମାତ୍ରା ବହୁତ ଅଧିକ ରହିବ । ଏହାର ପ୍ରଭାବ ଏବେ ଏତେ ପରିମାଣ ରେ ରହିଛି ଯେ ଭାରତ ର ଉପକୂଳ ଏକ ପ୍ରକାରର ନିଶ୍ଚିହ୍ନ ହୋଇଯିବ । ଏହି ପରି ବିପଦ ଏବେ ପ୍ରତିଟି ଭାରତୀୟ ଙ୍କ ମନରେ ଘର ସୃଷ୍ଟି କରିଛି । କାହିିକି ନା ପ୍ରତି ବର୍ଷ 1.77 ମିଲିମିଟର ସମୁଦ୍ର ରେ ଜଳ ସ୍ଥର ବୃଦ୍ଧି ପାଉଛି । ତେବେ ଭାରତ ର ଉପକୂଳ ର ଜଳ ସ୍ଥର ବିଗତ 50 ବର୍ଷ ରେ 8.5 ସେଣ୍ଟିମିଟର ବୃଦ୍ଧି ପାଇଛି । ତେବେ ରାଜ୍ୟ ସଭା ରେ ଏହି ନେଇ ସୂଚନା ଦେଇଛନ୍ତି । କେନ୍ଦ୍ରପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ।
ତେବେ ଦେଶର 10 ଟି ବନ୍ଦରରେ ଗତ 50 ବର୍ଷ ଅନୁଧ୍ୟାନ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏହିଥିରେ ପରାଦ୍ୱୀପ ମଧ୍ୟ ରହିଛି । ପାରାଦୀପରେ ସମୁଦ୍ର ପତ୍ତନ ପ୍ରତି ବର୍ଷ 1 ମିଲିମିଟର ବଢ଼ିଥିବା ବେଳେ ପଶ୍ଚିମବଙ୍ଗର ଡାଇମଣ୍ଡ ହାରବର୍ରେ 5.2 କାଣ୍ଡଲାରେ 3.2, ହଳଦିଆରେ 2.9 ମିଲିମିଟର ସମୁଦ୍ର ପତ୍ତନ ବଢ଼ିଛି । ଯଦି ଏହି ହାରରେ ସମୁଦ୍ର ଜଳ ସ୍ଥର ବୃଦ୍ଧିପାଏ । ତେବେ ଚଳିତ ଶତାଦ୍ଧି ଶେଷ ସୁଧା ସମୁଦ୍ର ଜଳ ସ୍ଥର 4 ଫୁଟ ବୃଦ୍ଧି ପାଇବ । ଏହା ଦ୍ୱାରା ଉପକୂଳ ର ବହୁ ଅଞ୍ଚଳ ଜଳ ମଗ୍ନ ହେବାର ଆଶଂକା ରହିଛି । ଏହା ଦ୍ୱାରା ଭାରତର ଅନେକ ଉପକୂଳ ବର୍ତ୍ତି ସହର ସମୁଦ୍ର ଗର୍ଭରେ ଲୀନ ହେବ ବୋଲି ଆଶଂକା ପ୍ରକାଶ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ।
ତେବେ ଜଳବାୟୁ ପରିବର୍ତନ କାରଣ ରୁ ବର୍ତମାନ ସମୟ ରେ ଜଳ ସ୍ଥର ବୃଦ୍ଧି ପାଇବାରେ ଲାଗିଛି । ଭାରତ , ଜାପାନ , ଚୀନ, ବାଂଲାଦେଶ ପାଇଁ ଏହା ଅଧି ବିପଦ ସୃଷ୍ଟି କରିବ । ତେବେ ବନ୍ଧୁଏହି ଦିନରେ ଥାଇଲ୍ୟାଣ ଠାରେ ଅନୁଷ୍ଠିତ ଏସିଆନ୍ ସମିଟ୍ ଅବସରରେ ଗୁଟେରେସ କହିଥିଲେ ଯେ ଜୟବାୟୁ ପରିବର୍ତ୍ତନ ପାଇଁ ସୃଷ୍ଟି ହେଉଥିବା ପ୍ରାକୃତିକ ସମସ୍ୟାର ତୀବ୍ରତା ସରକାର ଏହାକୁ ରୋକିବା ନେଇ ଉଠାଉଥିବା ପଦକ୍ଷେପ ଠାରୁ ଖୁବ୍ ଅଧିକ । ଏହି ଅହସରରେ ଜାତିସଂଙ୍ଘ ର ମହାସଚିବ ବିଜ୍ଞାନ ସଂଗଠନ କ୍ଳାଇମେଟ ସେଣ୍ଟ୍ରାଲ ଦ୍ୱାରା ଜାରି କରାଜାଇଥିବା ଏକ ରିପୋର୍ଟ ଅନୁସାରେ ଉଲ୍ଲେଖ କରିଛନ୍ତି ।
ଏହି ରିପୋର୍ଟ ଅନୁସାରେ ସମୁଦ୍ର ରେ ବର୍ଦ୍ଧିତ ଜଳସ୍ଥର 2050 ସୁଧା ସମୁଦ୍ର ରେ 3 ଗୁଣ ଅଧିକ ଜଳ ସ୍ଥର ପ୍ରଭାବିତ ହେବ । ଏହି କାରଣ ପାଇଁ ଆର୍ଥିକ ରାଜଧାନୀ ମୁମ୍ବାଇ ସଂମ୍ପର୍ଣ୍ଣ ରୂପେ ବୁଡିଯିବାର ଆଶଂକା ରହିଛି । ତେବେ ଜାତିସଂଙ୍ଘ ର ସଚିବ ଜଳବାୟୁ ପରିବର୍ତନ ବର୍ତମାନ ଦୁନିଆର ସବୁଠାରୁ ବଡ ପରିର୍ତନ ଅଟେ । ଆଉ ସେହି ବିପଦ ସେହି ପର୍ଯ୍ୟନ୍ତ କାଏମ୍ ରହିବ । ଯେପର୍ଯ୍ୟନ୍ତ ଏହି ବିରୋଧ ରେ ସମସ୍ତେ ସଂଘର୍ଷ କରିନାହାଁନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।