ଆଜିଠୁ ଭୀଷଣ ଘଡ଼ଘଡ଼ି ବର୍ଷା ହେବ ଆଲର୍ଟ ଜାରି କଲା ପାଣି ପାଗ ବିଭାଗ |

rain 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷ ରୁ କିଛି ନୂଆ ରିପୋର୍ଟ ଜାରି ହୋଇଛି ଜାହାକି ବର୍ଷ କୁ ନେଇ ଜାରି ହୋଇଛି ଆଲର୍ଟ ଆପଣ ମାନଙ୍କୁ ସମସ୍ତ ଙ୍କୁ ସାବଧାନ ରହିବାକୁ ପଡିବ । ବିଜୁଳୀ ଘଡଘଡି ବର୍ଷା କୁ ନେଇ ତେବେ କେଉଁ ଜିଲ୍ଲା ମାନଙ୍କୁ ଆଲର୍ଟ ଜାରି ହୋଇଛି କଣ ରହିଛି ପାଣିପାଗ ବିଭାଗ ର ସଂମ୍ପର୍ଣ୍ଣ ଆପଡେଟ ଆସନ୍ତୁ ଜାଣିନେବା ।

ତେବେ ଅଗଷ୍ଟ ମାସରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ଆସିଥିବା ବେଳେ ଏବେ ସେପ୍ଟେମ୍ବର ରେ ଆସୁଛି ଦୁଇଟି ଲଘୁଚାପ ଏହାର ପ୍ରଭାବ ରେ ଆଜି ରାତି ଠାରୁ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ମଧ୍ୟ ଆରମ୍ଭ ହେବ । ତେବେ ସେପ୍ଟେମ୍ବର ପ୍ରଥମ ସପ୍ତାହ 8 ତାରିଖ ରେ ଗୋଟିଏ ଲଘୁଚାପ ଏବଂ ସେପ୍ଟେମ୍ବର 9 ରୁ 15 ମଧ୍ୟରେ ଦ୍ୱତୀୟ ଲଘୁଚାପ ସୃଷ୍ଟି ହୋଇ ପାରେ ।

rains

ତେବେ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ଏବଂ ତାର ପାର୍ଶ୍ୱବର୍ତ୍ତି ଅଞ୍ଚଳ ରେ ଲଘୁଟାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ଆଞ୍ଚିଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଲଘୁଚାପ ଆକଳନ କରିଛି 5 ତାରିଖ ବର୍ଷା ପରିମାଣ ବଢିବ ଏବଂ 6 ତାରିଖ ରେ ପ୍ରବଳ ବର୍ଷା ହେବ ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଖୋର୍ଦ୍ଧା , ପୁରୀ , ଗଞାମ୍ , ଗଜପତି , କନ୍ଧମାଳ , ରାୟଗଡା , କଳାହାଣ୍ଡି , ନବରଙ୍ଗପୁର , ସୋନପୁର ଏହି ଜିଲ୍ଲା ମାନଙ୍କୁ ୟୋଲ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ଏହିଥି ପାଇଁ ଆପଣ ମାନଙ୍କୁ ସତର୍କ ରହିବାକୁ ହେବ ।

ଆଜି ଏବଂ କାଲି ବିଜୁଳୀ ଘଡଘଡି ସହିତ ପ୍ରବଳ ବର୍ଷାର ସମ୍ଭାବନା ତେବେ ଲଘୁଚାପ ର ରୂପ ରେଖ କେମିତି ରହିବ ଏହି ନେଇ ସଂମ୍ପର୍ଣ୍ଣ ଆକଳନ ହୋଇନାହିଁ । ଦୂର୍ବଳ ମୌସୁମୀ ଏବଂ ବାୟୁମଣ୍ଡଳ ର ଅଧିକ ଆନ୍ଦ୍ରତା ଯୋଗୁଁ ଉପକୂଳ ଏବଂ ଆଭ୍ୟନ୍ତରଣ ଜିଲ୍ଲାରେ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ଏହି ମଧ୍ୟରେ ମିଳିବ ଆସ୍ୱସ୍ତି ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ରହିଛି ଏହି 8 ଜିଲ୍ଲାକୁ ତେବେ ଆପଣ ମାନଙ୍କର କେଉଁ ଜି୍ଲ୍ଲା ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *