କାଳିଆ ଯୋଜନାକୁ ନେଇକି ଆସିଲା ବଡ ଖୁସି ଖବର – ଏହି କାମ କରିଦିଅନ୍ତୁ , ମିଳିବ ପଇସା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସବୁ ଅପେକ୍ଷାର ଅନ୍ତ ହୋଇଛି । ତେବେ ଆପଣ ମାନେ ଚାହିଁ ବସିଥିଲେ ଆକାଉଣ୍ଟ କୁ କେବେ ଆସିବ କେବେ ଆସିବ କାଳିଆ ଯୋଜନା ର ଟଙ୍କା । ତେବେ ବର୍ତମାନ ସମୟ ରେ ସମସ୍ତ ଙ୍କୁ ମଧ୍ୟ ମସେଜ ଆସିବାରେ ଲାଗି ଜାଇଛି । ଅର୍ଥାତ କାଳିଆ ଯୋଜନା ରେ ଟଙ୍କା ସିଧା ବ୍ୟାଙ୍କ୍ ଏକାଉଣ୍ଟ କୁ ମଧ୍ୟ ପଳେଇ ଆସୁଛି । ତେବେ ଆପଣ ମାନେ ଯଦି ଭାବୁଥିବେ ଆମକୁ ଆସିବ କି ନାହିଁ ଆମେ ଭୂମି ହୀନ ଆପଣଙ୍କର ଚାଷୀ ରେ ଲିଷ୍ଟ ରହିଛି । ତେବେ ଏହି ବିଷୟ ରେ କିଛି ନଜର ପକେଇବା ସଂମ୍ପର୍ଣ୍ଣ ଅପଡେଟ ତା ପୂର୍ବରୁ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ତେବେ ଏହି କାଳିଆ ଯୋଜନା ରେ ପୂର୍ବରୁ ଯେଉଁ ମାନଙ୍କ ଲିଷ୍ଟରେ ନାମ ଥିଲା ଜାହାକି ସେମାନଙ୍କ ଏକାଉଣ୍ଟ କୁ ମଧ୍ୟ ପଇସା ଆସୁଥିଲା ହେଲେ ଏବେ ଏବେ କିଛି ନୂଆ ସୂଚନା ଏବେ ଯେଉଁ ନୂଆ ଖାଇ ଉପଲକ୍ଷେ ଆସିଛି ଟଙ୍କା ଜାହାକୁ ସରକାର ମଧ୍ୟ ଘୋଷଣା କରିଥିଲେ । କି ଚାଷୀ କୁ ଆସିବ ପୁଣି ଭୂମିହୀନ ଙ୍କୁ ଆସିବ ଯେଉଁ ମାନଙ୍କର ନାମ ରହିଛି ଭୂମିହୀନ ଚାଷୀ କି ଭୂମୀହିନ ତେବେ ସେମାନଙ୍କୁ ମଧ୍ୟ ଟଙ୍କା ଆସିବ ।

pm

ତେବେ ଆପଣ ମାନେ ଭାବୁଥିବେ ଏବେ କିଛି ଲୋକ ମାନଙ୍କୁ ଆସି ସାରିଲାଣି ଆମକୁ ଏପର୍ଯ୍ୟନ୍ତ ଆସି ନାହିଁ । ତେବେ ଜାଣି ରଖନ୍ତୁ ଏହି ଯେଉଁ ପଇସା ଟି ପଠାଯାଉଛି ଜାହାକି DBT ମାଧ୍ୟମରେ ଡାଇରେକ୍ଟ ଭେନିଫିଟ ଟ୍ରାନ୍ସଫର ଅର୍ଥାତ ଆପଣ ମାନଙ୍କ ଆଧାର କାର୍ଡ ନମ୍ବର ଜରିଆରେ ପଇସା ପଠାଯାଉଛି । ଯଦି ଆପଣ ମାନଙ୍କ ଆଧାର କାର୍ଡ ରେ ବ୍ୟଙ୍କ୍ ଏକାଉଣ୍ଟ ଲିଙ୍କ୍ ରହିଛି ସେହିଥିରେ ମୋବାଇଲ ନମ୍ବର ମଧ୍ୟ ଏଡ ରହିଛି ତାହାଲେ ଆପଣ ମାନଙ୍କୁ ବି ଆସିବ ପଇସା ।

ସେହି ପରି ବେଳେ ଏହି ପଇସା ଏକା ଥରେ ସମସ୍ତ ଙ୍କୁ ଆସୁନାହିଁ । କିଛି ଲୋକ ମାନଙ୍କୁ ଆଜି କିିଛି ଲୋକ ମାନଙ୍କୁ କାଲି ଏମିତି ଭବେ ଆସୁଛି । ତେଣୁ କରି ପ୍ରତି ଦିନ ଧିରେ ଧିରେ ଲୋକ ମାନଙ୍କୁ ଆସୁଛି । ତେବେ ଆପଣ ମାନେ ଅପେକ୍ଷା କରନ୍ତୁ ଆପଣ ମାନଙ୍କୁ ଟଙ୍କା ଯଦି ଆସୁନଥିବ ତେବେ ନିଶ୍ଚିତ ଭାବେ ଆସିଯିବ । ତେବେ ଆପଣ ମାନେ ଚାଷୀ ହୋଇଥିଲେ ବି ଆପଣ ମାନେ ପାଇ ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *