ଦୀପିକା ଇଆଡ଼େ ଦିନେଶ ସିଆଡ଼େ ବାହାହେବେ …

dipika 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଖୁବ ଶୀଘ୍ର ବିବାହ କରିବେ ଦିନେଶ ଗଞାମ୍ ବାହାରେ ବିବାହ ର ପ୍ରସ୍ତୁତି ଘର ଛାଡି ବାହାରେ ଏବେ ପୂରା ପରିବାର ତେବେ ଦିପିକା ଏବଂ ଦିନେଶ ଙ୍କ ଘଟଣା ସାମ୍ନା କୁ ଆସିଛି କିଛି ଚାଞ୍ଚଲ୍ୟକର ତଥ୍ୟ 11 ଦିନ ଭିତରେ ବିବାହ କରିବେ ଦିନେଶ । ଗଞାମ୍ ବାହାରେ ହେବ ଏହି ବିବାହ କିଏ ଦିନେଶ ଙ୍କୁ ବାହା ହେବେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ତେବେ ସତରେ ଯଦି ଏହି କଥା ସତ ହୋଇଥାଏ ତେବେ ଦିପିକା ଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ । ତେବେ ଦିନେଶ ଙ୍କ ସ୍ତ୍ରୀ ହେବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ଆଉ ସେହି ସ୍ୱପ୍ନ କୁ ପୂରଣ ପାଇଁ ଦିନ ରାତି ଏକ କରି କଷ୍ଟ କରୁଛନ୍ତି ଦିପିକା । ତେବେ ତାହା ପାଣି ଫୋଟକା ପରି ମଳେଇଯିବ । ଦିନେଶ ତାଙ୍କ ପାଇଁ ବର ବେଶ ସାଜି ଆସିବେ ଆଉ ତାଙ୍କୁ ବିବାହ କରିବେ ବୋଲି ସ୍ୱପ୍ନ ସ୍ୱପ୍ନ ରେ ହିଁ ରହିଯିବ ।

Dinesh

ସବୁଠୁ ବଡ କଥା ହେଲା ବାପା ଙ୍କ ପରିଚୟ ପାଇଁ ଏବେ ଅପେକ୍ଷା କରିଥିବା କୋମଳ ଶିଶୁ ର ହେବ କଣ । ଅନ୍ୟପଟେ ଦିନେଶ ଙ୍କୁ ପାଇବା ପାଇଁ କେତେ କଣ କଲେଣି ଦୀପିକା କେତେ ବେଳେ ଗଜାନନ୍ନ ଙ୍କ ପୂଜା ତ ଆଉ କେତେ ବେଳେ 108 ଦୀପ । ଗୋଟିଏ ଆଶା ରହିଛି ଦିନେଶ ଆସିବେ ଆଉ ସବୁ କିଛି ଠିକ୍ ହୋଇଯିବ ।

ତେବେ ଦିନେଶ ଆସିବେ କଣ ଏବେ ସାରା ପରିବାର ଘରେ ତାଲା ପକେଇ କେଉଁ ଆଡେ ଚାଲିଗଲେଣି । କିଏ କହୁଛି ଘର ଛାଡି ଚାଲିଗଲେ ତ ଆଉ କିଏ କହୁଛି ତିର୍ଥ କରିବାକୁ ଯାଉଛନ୍ତି । ପ୍ରକୃତ ରେ ଘଟଣା କଣ ତାହା ଏଯାଏଁ ଜଣା ପଡିନାହିଁ । ତେବେ ଯଦି ଦିନେଶ ଙ୍କ ଘର ଲୋକ ଦିପିକା ଙ୍କ ପାଇଁ ଘର ଛାଡିଥିବେ ତାହା ଦୀପିକା ଙ୍କ ପାଇଁ ମହଙ୍ଗା ହୋଇଯିବ ।

dipika

ଯେଉଁ ମାନଙ୍କ ପାଇଁ ଦାଣ୍ଡ ଦ୍ୱାରରେ ବସିଛନ୍ତି ଦିପିକା ସେମାନଙ୍କ ପରିବାର ଲୋକ ଘର ଛାଡି ପଳେଇଲେଣି । ଏବେ କାହା ପାଇଁ ବସିଛନ୍ତି ଦିପିକା ପାଖା ପାଖି 33 ଦିନର ଧାରଣା ପରେ ଏବେ ଯାଏ କୈଣସି ସମାଧାନ ବାହାରି ପାରୁନାହିଁ । ତେବେ କେହି କାହା କଥା ସୁଣୁ ନାହାଁନ୍ତି କି ନିଜ ଜିଦ୍ କୁ କେହି ବି ଛାଡୁ ନାହାଁନ୍ତି । ତେବେ ଦେଖିବାକୁ ବାକି ରହିଲା କେଉଁ ମୋଡ ନେଉଛି ଦିପିକା ଏବଂ ଦିନେଶ ଙ୍କ ମାମଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *