ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଗୋଟିଏ ଷ୍ଟେଜ୍ ରେ ବାବୁସାନ ଙ୍କ ସହିତ ଡେନ୍ସ କରିଲେ ଏଲିନା ସମନ୍ତରାୟ ତାହାଲେ ଏହି ପ୍ରଗ୍ରାମ୍ ଟି ବର୍ତମାନ ସମୟ ରେ ବେଙ୍ଗାଲୋର ରେ ହେଉଥିବାର ନଜର ଆସିଛି । ଆଉ ଏହା ପୂର୍ବରୁ ବାବୁସାନ ଙ୍କ ପାରିବାରିକ କଳହ ବର୍ତମାନ ସମୟ ରେ ଅନ୍ତ ହୋଇ ନାହିଁ । ତେବେ ବାବୁସାନ ଙ୍କ ସ୍ତ୍ରୀ ବର୍ତମାନ ବାବୁସାନ ଙ୍କ ଛାଡି ତାଙ୍କ ବାପ ଘରକୁ ଚାଲିଜାଇଛନ୍ତି ।
ଗତ ଦିନ ମାନଙ୍କରେ ଆପଣ ମାନେ ଜାଣିଥିବେ ପ୍ରକୃତି ମିଶ୍ର ଙ୍କ ସହିତ ବାବୁସାନ ଙ୍କ ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହୋଇଥିଲା । ଆଉ ଏହି ଭିଡ଼ିଓ ରେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ପ୍ରକୃତି ମିଶ୍ର ଙ୍କୁ ମାଡ ମାରୁଥିବା ଘଟଣା ନଜର ଆସିଥିଲା । ତେବେ ଏହା ପରଠାରୁ ବାବୁସାନ ଙ୍କ ସ୍ତ୍ରୀ ବାବୁସାନ ଙ୍କ ଉପରେ ରାଗି ଜାଇ ନିଜର ବାପ ଘରକୁ ଚାଲିଜାଇଥିଲେ ।
ଆଉ ତାଙ୍କୁ ପ୍ରକୃତି ମିଶ୍ର ଙ୍କ ସହିତ ନମିଶିବା ପାଇଁ କହିଥିଲେ ହେଲେ ବାବୁସାନ ତାଙ୍କ କଥା ନମାନି ବାରମ୍ବାର ପ୍ରକୃତି ମିଶ୍ର ଙ୍କ ସହିତ ମିଶିଥିଲେ । ଆଉ ଶେଷ ରେ ବାବୁସାନ ଏବଂ ପ୍ରକୃତି ମିଶ୍ର ଙ୍କୁ ଏକାଠୀ ଧରିଥିଲେ ତୃପ୍ତି ଆଉ ଏହା ପରେ ବାବୁସାନ ଙ୍କ ଉପରେ ରାଗି ଜାଇ ବାପ ଘରକୁ ଚାଲିଜାଇଛନ୍ତି ତୃପ୍ତି । ତେବେ ବର୍ତମାନ ବାବୁସାନ ତୃପ୍ତି ଙ୍କୁ ଘରକୁ ଫେରେଇ ଆଣିବା ପାଇଁ ବହୁତ ସାରା ଚେଷ୍ଟା କରୁଛନ୍ତି ।
ତେବେ ଏହାରି ମଧ୍ୟରେ ବାବୁସାନ ଏବଂ ଏଲିନା ଙ୍କୁ ଏକାଠୀ ଦେଖିବା ପାଇଁ ମିଳିଛି ଦୁହେଁ ବେଙ୍ଗାଲୋର ରେ ଗୋଟିଏ ଷ୍ଟେଜ ସୋ ରେ ଏକାଠୀ ଦେଖିବା ପାଇଁ ମିଳିଛନ୍ତି । ଆଉ ଷ୍ଟେଜ ଉପରେ ଦୁହେଁ ବହୁତ ସୁନ୍ଦର ନାଚ ନାଚିଥିବାର ଦେଖା ଦେଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନ କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ କେମିତି ଲାଗେ ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।