ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବିବାହିତ ମାନେ ରାସନ କାର୍ଡ ରେ କରନ୍ତୁ ଏହି କାର୍ଯ୍ୟ ନହେଲେ ହୋଇପାରେ କ୍ଷେତି । ତେବେ ଯଦି ଆପଣ ଜଣେ ରାସନ କାର୍ଡ ଧାରୀ ଏବଂ ଆପଣ ଜଣେ ବିବାହିତ ତେବେ ଏହା ଜାଣିବା ନିହାତି ଆବଶ୍ୟକ ଅଟେ । ରାସନ କାର୍ଡ ରେ ଆପଣ ନିଜ ଘରର ସମସ୍ତ ଙ୍କ ନାମ ରଖିଛନ୍ତି ଏହା ପରେ ବି ଯଦି ଆପଣ ବିବାହିତ ଅଟନ୍ତି । ଏବଂ ଜଣେ ନୂତନ ସଦସ୍ୟ ଆପଣଙ୍କ ଘରକୁ ଆସିଛନ୍ତି ତେବେ ଆପଣ ଏହିଥିରେ ତାଙ୍କର ନାମ ରଖିବା ନିହାତି ଆବଶ୍ୟକ ଅଟେ ।
ତେବେ ଏହା ଆପଣ କିପରି କରିବେ ଆମେ ଏଠାରେ ସେହି ସଂମ୍ପର୍କ ରେ ଆଲୋଚନା କରିବା । ତେବେ ଯଦି ଆପଣ ବିବାହିତ ଅଟନ୍ତି । ତେବେ ସର୍ବ ପ୍ରଥମେ ଆପଣ ନିଜର ଆଧାର କୁ ଆପଡେଟ କରିବା ନିହାତି ଜରୁରୀ ଅଟେ । ଏହା ସହିତ ସେହି ମହିଳା ଙ୍କ ଆଧାର କାର୍ଡ ରେ ପିତା ଙ୍କ ନାମ ବଦଳରେ ପତି ଙ୍କ ନାମ ଲେଖିବା ଆବଶ୍ୟକ ଅଟେ ।
ଏହା ସହିତ ଯଦି କୈଣସି ଛୋଟ ପିଲା ଜନ୍ମ ନିଏ ତେବେ ଆଧାର କାର୍ଡ ରେ ପିତା ଙ୍କ ନାମ ଲେଖିବା ଆବଶ୍ୟକ ଅଟେ । ଏହା ପରେ ଏହି ଆଧାର କାର୍ଡ ର ଏକ କପି ଖାଦ୍ୟ ଯୋଗାଣ ଅଧିକାରୀ ଙ୍କ ପାଖକୁ ନିଜର ଆଧାର ସହିତ ଯୋଡିବା ପାଇଁ ଆବେଦନ କରି ପାରିବେ । ଏହାକୁ ଆପଣ ନିଜ ଘରେ ବସି ମଧ୍ୟ ଆବେଦନ କରି ପାରିବେ ।
ତେବେ ଆପଣ ଖାଦ୍ୟ ଯୋଗାଣ ୱେବସାଇଟ କୁ ଜାଇ ସେଠାରେ ମଧ୍ୟ ଆବେଦନ କରି ନୂତନ ସଦସ୍ୟ ଙ୍କ ନାମ ଯୋଡି ପାରିବେ । ଏହା ସହିତ ଆପଣ ଯଦି କୈଣସି ଛୋଟ ପିଲାଙ୍କ ନାମ ଯୋଡିବା ପାଇଁ ଚାହାଁନ୍ତି । ତେବେ ପ୍ରଥମେ ତାଙ୍କ ଆଧାର କାର୍ଡ ତିଆରି କରିବା ଆବଶ୍ୟକ ଏହା ପରେ ଏହାକୁ ନେଇ ଆପଣ ଆବେଦନ କରି ତାଙ୍କର ନାମ ଯୋଡ଼ି ପାରିବେ।
ଏବେ ଅନେକ ରାଜ୍ୟରେ ଅନଲାଇନ ମାଧ୍ୟମରେ ସହଜରେ ନୂତନ ସଦସ୍ୟଙ୍କ ନାମ ଯୋଡା ଯାଇ ପାରୁଚି କିନ୍ତୁ ଓଡ଼ିଶାରେ ଏହା ବିଶେଷ ଭାବେ ଆରମ୍ଭ ହୋଇନାହିଁ । ଆପଣ ଏହାକୁ ଅଫଲାଇନ ଦ୍ୱାରା ମଧ୍ୟ କରି ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।