ଆସିଲା ବଡ ଖୁସି ସରକାର ନେଲେ ବଡ ନିଷ୍ପତ୍ତି ଖବର ଏଣିକି ବଢିବ ମାସିକଭତ୍ତା ସର୍ବନିମ୍ନ ୭୫୦ ଟଙ୍କା ହେବ ।

bhata

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମଧୁବାବୁ ପେନସନ ଯୋଜନା ରେ ଅନେକ ଲୋକ ମାନେ ଭତ୍ତା ପାଇଥାନ୍ତି । ଏବେ ଏହି ସମସ୍ତ ହିତାଧିକାରୀ ମାନଙ୍କ ପାଇଁ ଆସିଜାଇଛି ଖୁସୀ ଖବର ଜାହାକୁ ସୁଣିବା ପରେ ଆପଣ ମାନେ ବି ଖୁସୀ ହୋଇଯିବେ । ହଁ ବନ୍ଧୁଗଣ ରାଜ୍ୟ ସରକାର ଏବେ ସର୍ବନିମ୍ନ ଭତ୍ତା ପରିମାଣ କୁ 500 ରୁ 750 କୁ ବୃଦ୍ଧି କରିଛନ୍ତି । ଏହା ଦ୍ୱାରା 47 ଲକ୍ଷ ହୀତାଧିକାରୀ ମାନେ ଲାଭ ବାନ ହୋଇ ପାରିବେ ।

ଏହି କଥା ସୁଣି ସମସ୍ତ ବୃଦ୍ଧ ବୃଦ୍ଧା ଅନାଥ ଶିଶୁ ଦିବ୍ୟଙ୍ଗା ବିଧବା ତଥା ଭତ୍ତା ପାଉଥିବା ସମସ୍ତ ବ୍ୟକ୍ତି ଏବେ ଅନେକ ଖୁସୀରେ ରହିଛନ୍ତି । ସେହି ପରି ରାଜ୍ୟରେ ସାମାଜିକ ସୁରକ୍ଷା ଭିନ୍ନ କ୍ଷେମ ସଶକ୍ତିକରଣ ବିଭାଗ ରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା 2023-24 ରେ ଆର୍ଥକ ବର୍ଷରୁ ସମାଜ ରେ ନିଷ୍ଟେଷିତ ଲୋକ ମାନଙ୍କୁ ମାସିକ ଭତ୍ତା ମିଳିବ । ଏଥି ସହିତ ବୃଦ୍ଧ ଲୋକ ମାନଙ୍କୁ ମଧ୍ୟ ଏହି ଭତ୍ତା ମିଳିବାକୁ ଯାଉଛି ।

bhata

ମଧୁବାବୁ ପେନସନ ଯୋଜନାରେ ମଧ୍ୟ ଏବେ ଅଧିକ ଲୋକ ମାନଙ୍କୁ ଏହି ଭତ୍ତାର ସୁବିଧା ଯୋଗାଇ ଦିଆଯିବ ବୋଲି କୁହା ଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଭତ୍ତା ଦ୍ୱାରା ଅନେକ ଲୋକ ମାନେ ମଧ୍ୟ ଉପକୃତ ହୋଇ ସାରିଲେଣି। କେନ୍ଦ୍ର ସରକାର ଙ୍କ ଜାତୀୟ ସାମାଜିକ ସୁରକ୍ଷା ଯୋଜନା ରେ ମଧ୍ୟ ଅନେକ ଲୋକ ମାନଙ୍କୁ ଭତ୍ତା ମିଳୁଥିଲା ।

ହେଲେ ଏହି ଯୋଜନା ରେ ମୃ-ତ ହୀତାଧିକାରୀ ଙ୍କୁ ଚିହ୍ନଟ କରିବା ସହିତ ଅଧିକ ସଂଖ୍ୟକ ହୀତାଧିକାରୀ ମାନଙ୍କୁ ସାମିଲ କରିବା ନିମନ୍ତେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବାରୁ ରାଜ୍ୟସରକାର ଜାତୀୟ ସାମାଜିକ ସୁରକ୍ଷା ଯୋଜନା ରେ ଅଧିକ ସଂଖ୍ୟକ ହୀତାଧିକାରୀ ମାନଙ୍କୁ ସାମିଲ କରିବାକୁ ନିସ୍ପତି ନେଇଛନ୍ତି ବୋଲି ତାହା ସୂଚନା ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *