ଆଜି ଆମେ ଆପଣଙ୍କୁ କହିବୁ କି କିପରି ବଢ଼ିଯାଇଥିବ କଲେ ଷ୍ଟିରୋଲ ର ସ୍ତର କୁ କିପରି ସାମାନ୍ୟ ସ୍ତର କୁ ଆଣି ପାରିବା ।ଏହି ସ୍ତର କୁ କମ୍ କରିବା ପାଇଁ କିଛି ଏପରି ଉପାୟ ଅଛି ଯାହାର ପ୍ରଭାବ ଆମ ଶରୀର ଉପରେ ଔଷଧ ଠୁ ବି ବହୁତ୍ ରହିଥାଏ । ଯେତେବେଳେ ଆମ ଶରୀର ଭିତରେ ଯେମିତିକି ବୃକକ କିମ୍ବା ଯକୃତ ଜନିତ କିଛି ସମସ୍ୟା ଦେଖା ଦେଇଥାଏ ସେତେବେଳେ କିଛି ଘରୋଇ ଉପଚାର ହିଁ ଏହା ପାଇଁ ବେଶ୍ ଲାଭ ଦାୟକ ହୋଇଥାଏ ।
ଯଦି ଆପଣ ଆମିଷ , ସିଗାରେଟ, ମଦ କିମ୍ବା ବହୁତ୍ ତେଲିଆ ଜିନିଷ କୁ ଖାଉଛନ୍ତି ଏବଂ କିଛି ଶାରୀରିକ କାର୍ଯ୍ୟ ଯେପରିକି ବ୍ୟାୟାମ କି ପ୍ରାଣାୟମ କରୁନଥିବେ ତାହେଲେ ପ୍ରାୟତଃ ୪୦ ବର୍ଷ ବୟସ ବେଳକୁ ଏହି କଲେ ଷ୍ଟିରୋଲ ଆମ ଶରୀରରେ ବହୁତ୍ ବଢ଼ି ଯାଇଥାଏ । ଯଦି ଆପଣ ଏହା ପ୍ରତି ପ୍ରଥମରୁ ଯତ୍ନ ବାନ ହେବ ତାହେଲେ ଏହି କଲେ ଷ୍ଟିରୋଲ ସ୍ତର କମିବା ଏବଂ ବଢିବା ଆମ ହାତ ରେ ରହିଥାଏ । ତେବେ ଆସନ୍ତୁ ଜାଣିବା କିପରି ଏହି କଲେ ଷ୍ଟିରୋଲ କୁ ନିଜ କଣ୍ଟ୍ରୋଲ ରେ ରଖିବା ।
ଆମ ଶରୀର ମଧ୍ୟରେ ଥିବା ଖରାପ ଷ୍ଟିରୋଲ ସ୍ତର କୁ କମ ରଖିବାକୁ ହେଲେ ଆମକୁ ନିଜ ଖାଦ୍ୟ ରୁ ଶ୍ୱେତ ସାର, ସାଚୁରେତେଦେ ଫିୟାଟ କୁ କମାଇବାକୁ ହେବ ଯେମିତିକି ଆମକୁ ଏହି ସବୁ ଜିନିଷ ଠୁ ଦୂରରେ ରହିବାକୁ ହେବ ଯଥା -ମାଂସ, ଅଣ୍ଡା, ଦାଲ୍ଡ଼ା ତେଲ , ସିଙ୍ଗଡ଼ା , ବହୁତ୍ ଘିଅ, ମଦ , ସିଗାରେଟ , ସ୍ନାକସ, ଲହୁଣୀ ଏବଂ ମାଇଦାରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ପଦାର୍ଥ ।
ନିଜ ଖାଦ୍ୟରେ ଯେତେ ପରିମାଣ ରେ ସବୁଜ ପନୀ ପରିବା ବ୍ୟବହାର କରିପାରିବେ ଏବଂ ବହୁତ୍ କମ୍ ପରିମାଣ ର ତେଲ ର ବ୍ୟବହାର କରନ୍ତୁ । ଏଥିପାଇଁ ଯେତେ ପାରିବେ ସେତେ କମ ତେଲର ବ୍ୟବହାର କରନ୍ତୁ ନିଜ ଖାଦ୍ୟରେ । ବାହାରେ ମିଳୁଥିବା ତେଲ ଜାତୀୟ ଖାଦ୍ୟ କୁ ଖାଆନ୍ତୁ ନାହିଁ ବେଶୀ । ତମାଖୁ ଜାତୀୟ ନିଶା ଜିନିଷ ଠୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।ଯଦି ଆପଣ ଏହା ପ୍ରତି ପ୍ରଥମରୁ ଯତ୍ନ ବାନ ହେବ ତାହେଲେ ଏହି କଲେ ଷ୍ଟିରୋଲ ସ୍ତର କମିବା ଏବଂ ବଢିବା ଆମ ହାତ ରେ ରଖିପାରିବେ ।