ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ଓଲିଉଡ ର ଜବରଦସ୍ତ ଅଭିନେତା ଅନୁଭବ ମହାନ୍ତି ଙ୍କ ଘରକୁ ଆସିଯାଇଛି ଗୋଟିଏ ବହୁତ ବଡ ଦୁଃଖଦ ଖବର । ତେବେ ମୃ-ତ୍ୟୁ ବରଣ କରିଛନ୍ତି ଅନୁଭବ ମହାନ୍ତି ଙ୍କ ବଡ ବାପା ।
ତେବେ ଆପଣ ମାନେ ଜାଣିଥିବେ ଦିର୍ଘଦିନ ଧରି ଅନୁଭବ ମହାନ୍ତି ଙ୍କ ଗୋଟିଏ ଭଡା ଘରେ ରହି ଆସୁଥିଲେ ତେବେ ଅନୁଭବ ମହାନ୍ତି ଗତ ଦିନ ମାନଙ୍କ ରେ କହିଥିଲେ ତାଙ୍କ ବାପା ଏବଂ ତାଙ୍କର ବଡ ବାପା ଦୁହିଁ ଙ୍କ ର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଛି ଆଉ ସେମାନେ ତାଙ୍କର ନିଜ ଜନ୍ମ ମାଟିକୁ ଫେରିବା ପାଇଁ ଚାହୁଁଛନ୍ତି , କିନ୍ତୁ ବର୍ଷା ପ୍ରିୟଦର୍ଶିନି ମହାପାତ୍ର ଅନୁଭବ ମହାନ୍ତି ଙ୍କ ଘର ଜବର ଦଖଲ କରିବା ଫଳରେ ଅନୁଭବ ମହାନ୍ତି ଓ ତାଙ୍କର ପରିବାର ଲୋକ ମାନେ ଭଡା ଘରେ ଦିର୍ଘ ଦୁଇ ବର୍ଷ ଧରି ରହିଆସୁଛନ୍ତି ,
ତେବେ ଏହି ଭଳି ପରିସ୍ଥିତି ରେ ଆଜି ମୃ-ତ୍ୟୁ ବରଣ କରିଛନ୍ତି ଅନୁଭବ ମହାନ୍ତି ଙ୍କ ବଡ ବାପା । ତେବେ ଅନୁଭବ ମହାନ୍ତି ସବୁବେଳେ ତାଙ୍କର ପରିବାର ଲୋକ ଙ୍କୁ ଭଲ ପାଇଥାନ୍ତି କିନ୍ତୁ ଏହି ଭଳି ଦୁଃଖଦ ଖବର ରେ ଅନୁଭବ ମହାନ୍ତି ପୁରା ଭାଙ୍ଗି ଯାଇଛନ୍ତି , ଆଉ ଏପଟେ କୋର୍ଟ ର ଅର୍ଡର ଆସିଛି କି ବର୍ଷା ଆଗାମୀ 30 ଦିନ ପରେ ଅନୁଭବ ମହାନ୍ତି ଙ୍କ ଘର ଛାଡିବେ ।
ତେବେ ଏହି ଭଳି ଖୁସି ର ଖବର ଶୁଣିବା ପାଇଁ ବର୍ତ୍ତମାନ ଆଉ ଅନୁଭବ ମହାନ୍ତି ଙ୍କ ବଡ ବାପା ଆଉ ଏହି ଦୁନିଆ ରେ ନାହାନ୍ତି , ତେବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନି ଦୁହେଁ ପରସ୍ପରକୁ ସୁଟିଙ୍ଗ ସେଟରୁ ଭଲ ପାଇ 2014 ମସିହା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ଦୁହିଁଙ୍କ ମଧ୍ୟରେ 2019 ମସିହା ପର ଠାରୁ କଳହ ଲାଗିଥିଲା ଆଉ ଏହି କାରଣ ରୁ ହୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ କୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି ,
ତେବେ ଆଗାମୀ 30 ଦିନ ପରେ ଅନୁଭବ ମହାନ୍ତି ଙ୍କ ଘର ଛାଡିବା କୁ ଯାଉଛନ୍ତି ବର୍ଷା । ହେଲେ ଏହା ପୂର୍ବରୁ ଅନୁଭବ ମହାନ୍ତି ଙ୍କ ଘରେ ଦୁଃଖ ର ଛାୟା ଖେଳିଯାଇଛି ଏବଂ ଅନୁଭବ ମହାନ୍ତି ଙ୍କ ବଡ ବାପା ଙ୍କ ମୃ-ତ୍ୟୁ ଘଟିଛି ଆଉ ଏଥିରେ ଅନୁଭବ ମହାନ୍ତି ପୁରା ଦୁଃଖ ରେ ଭାଙ୍ଗି ପଡିଥିବାର ର ନଜର ରେ ଆସିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।