ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏଠାରେ ଆପଣ ମାନଙ୍କୁ ଜଣେଇବୁ କି କୁମ୍ଭ ଏବଂ ବୃଷ ରାଶିଙ୍କ ମଧ୍ୟରୁ କେଉଁ ରାଶିଟି ଅଧିକ ଶ୍ରେଷ୍ଠ ହୋଇଥାଏ । ଏହି ବିଷୟ ରେ ଆମେ ଆଲୋଚନା କରିବା ଏହି ରାଶିର ଆଗାମୀ ସମୟ କିପରି ରହିବ । ଏହି ସଂମ୍ପର୍କ ରେ ଆପଣ ମାନଙ୍କ ସହିତ ଆଲୋଚନା କରିବୁ ।
କୁମ୍ଭ ରାଶି – ଏହି ରାଶିର ଲୋକ ବହୁତ ଜ୍ଞ୍ୟାନୀ ହୋଇଥାନ୍ତି । ଏମାନେ ବିଶେଷ କରି ପରୋପକାର କରିବା ପାଇଁ ପସନ୍ଦ କରନ୍ତି । ଏହି ରାଶି ବହୁତ ଫୁର୍ତି ଅଟନ୍ତି ଏହି ରାଶି ର ସ୍ୱାମୀ ବୁଦ୍ଧ ଅଟନ୍ତି । ଏମାନଙ୍କ ବ୍ୟବହାର ବହୁତ ଦୋସ୍ତି ଭରା ହୋଇ ଥାଏ । ବିପରିତ ଲିଙ୍ଗ ପ୍ରତି ଆକର୍ଶିତ ହେବା ଏମାନଙ୍କର ଗୋଟିଏ ଖାସ୍ ଗୁଣ ଅଟେ ଏମାନେ ଗୋଟିଏ ସମୟ ରେ ବ୍ୟବହାରିକ ଏବଂ ରଖାମାତ୍ମକ ବି ହୋଇ ଥାନ୍ତି । ବୃଦ୍ଧି ଲାଗି କାମ ରେ ଏମାନେ ବିଷେଶ ରୋଚକ ନିଅନ୍ତି ।
ଏମାନେ ବହୁତ ଚତୁର ଅଟନ୍ତି ଏମାନଙ୍କ ପାଇଁ ବାସ୍ତୁ କେତେ ବେଳେ ସାକାରାତ୍ମକ ତ କେତେ ବେଳେ ନାକାରାତ୍ମକ ହୋଇ ଥାଏ । ଗୋଟିଏ ପଟେ ଏମାନେ ଶାନ୍ତ ଗମ୍ଭୀର ଅଟନ୍ତି ତ ଆଉ ଗୋଟିଏ ପଟେ ଏମାନ ମଜାକ୍ ଉଡେଇବା ପାଇଁ ପସନ୍ଦ କରନ୍ତି । ଏହା ବ୍ୟତୀତ ଘରର ମାନ ସମ୍ମାନ ଓ ଅନ୍ୟ ସମସ୍ତ ଜିନିଷକୁ ନଜରରେ ରଖି ଏହି ଲୋକମାନେ ନିଜର ସବୁ କାର୍ଯ୍ୟ କରି ଥାଆନ୍ତି।ଏହି ରାଶିର ଲୋକମାନେ ବହୁତ ଯତ୍ନବାନ ହୋଇ ଥାଆନ୍ତି। ସେମାନଙ୍କ ଚିନ୍ତାଧାରାରେ ଆଉ କାହାର ହସ୍ତକ୍ଷେପ ଏହି ରାଶିର ଲୋକମାନଙ୍କୁ ପସନ୍ଦ ହୋଇ ନଥାଏ।
ବୃଷ ରାଶି – ଏହି ରାଶି ମାନଙ୍କ କଳା ଅଧିକ ଭାବେ ଭରି ରହିଛି । ଏମାନେ ବହୁତ ଧର୍ଯ୍ୟାବନ ହୋଇଥାନ୍ତି । ଏମାନେ ବହୁତ ପ୍ରଗତ ଶୀଳ ହୋଇ ଥାନ୍ତି ଏମାନଙ୍କ ଜିବନ ର ଏହା ଏକ ମୂଖ୍ୟ ଭୂମିକା ଅଟେ ଏମାନଙ୍କ ବିଚାର ରେ କେହି ବି ଦଖଲ ଦିଅନ୍ତି ନାହିଁ ଏମାନେ ସବୁ ସମୟରେ ଗୋଟିଏ ସ୍ୱତନ୍ତ୍ର ଜିବନ ଜାପନ କରିବା ପାଇଁ ପସନ୍ଦ କରନ୍ତି । ଏମାନଙ୍କର ଅନ୍ୟ ଲୋକ ମାନଙ୍କ ସହିତ ଜଲ୍ଦି ମିଶିବା ଗୁଣବହୁତ ଅଧିକ ରହି ଥାଏ । ଏମାନ ଙ୍କ ମୁଣ୍ଡ ରେ ସବୁ ବେଳେ ବିଚାର ଧାରା ଚାଲୁ ଥାଏ ଏମାନେ ନିସ୍କ୍ରିୟତା ହେବାକୁ ବହୁତ ସମୟ ସମୟ ନିଅନ୍ତି ।
ଯଦି ଆମେ ଏମାନଙ୍କ କାର୍ଯ୍ୟ ସ୍ଥଳି ବିଷୟ ରେ କହିବା ତେବେ ଏମାନଙ୍କୁ ଆଡଭେଞ୍ଚର ଜିବନ ବିଥେଇବା ବହୁତ ପସନ୍ଦ ଏମାନଙ୍କୁ ନୂଆ ଜିବନ ଖୋଜିବା ବହୁତ ପସନ୍ଦ । ଏହା ସହିତ ସେମାନଙ୍କ ବନ୍ଧୁ ମାନେ ସେମାନଙ୍କୁ ସବୁ ସମୟରେ ସହାୟତା କରି ଥାଆନ୍ତି ବିଶେଷ ଭାବରେ ସେମାନେ ସହଜରେ କାହା ଉପରେ ବିଶ୍ୱାସ କରନ୍ତି ନାହିଁ।ଏହା ବ୍ୟତୀତ ଅନ୍ୟର ଉପକାର କରିବା ପାଇଁ ସେମାନେ ସବୁ ସମୟରେ ତତ୍ପର ହୋଇ ରହି ଥାଆନ୍ତି।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।