ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୂଚନା ଅନୁସାରେ ନିଜର ଜିବନ କୁ ସରସ ସୁନ୍ଦର କରିବା ଲାଗି ଆପଣଙ୍କୁ ଏମିତି କିଛି ବିଶେଷ କାର୍ଯ୍ୟ କରିବାକୁ ପଡିବ । ଯେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ବର୍ତମାନ ସହିତ ଆଗାମୀ ଭବିଷ୍ୟତ ଉଜ୍ୱଳ ହେବ । ଆପଣ ଏବଂ ଆପଣଙ୍କ ଘର ପରିବାର ର ମଙ୍ଗଳ ହେବ ଭଲ କର୍ମ ର ଫଳ ସବୁ ବେଳେ ଭଲ ଏବଂ ଖରାପ କର୍ମର ଫଳ ସବୁ ବେଳେ ଖରାପ ହିଁ ହୋଇଥାଏ । ସେହିପରି ଆମେ ବିଶେଷ ନିୟମ ଉପରେ ଆମେ ଏଠାରେ ଆପଣ ମାନଙ୍କୁ ସୂଚନା ଦେବାକୁ ଆସିଛୁ ।
ଯେଉଁ ନାରୀ ରଜସ୍ୱଳା ଥିବା ବେଳେ ନିଜ ଆଖିରେ କଜଳ ଲଗାଇଥାଏ ତାହାର ସନ୍ତାନ ଅନ୍ଧ ହୋଇ ଜନ୍ମ ହୋଇଥାଏ। ଯେଉଁ ବିବାହିତା ନାରୀ ନିଜ ସ୍ୱାମୀ ର ମନକୁ ଦୁଃଖ ଦିଏ ତେବେ ସେହି ଘରେ ସର୍ଵଦା ଅଶାନ୍ତି ଏବଂ ବାଧାବିଘ୍ନ ଦେଖା ଦିଏ। ଯଦି ଜଣେ ବ୍ରାହ୍ମଣ ହୋଇ ଶୁଦ୍ର ର ପତ୍ନୀ କୁ ଗୁପ୍ତ ପ୍ରେମ କିମ୍ବା ହରଣ କରେ ତାର ବ୍ରହ୍ମ ନଷ୍ଟ ହୁଏ ଏବଂ ତାର କାୟା ଅପବିତ୍ର ହୋଇଥାଏ।
ଯେଉଁ ବିବାହିତା ନାରୀ ବାରମାସରେ ତେର ପର୍ବ କୁ ନିଷ୍ଠା ର ସହ ପାଳନ କରେ ସେହି ଘରେ ମାତା ଲକ୍ଷ୍ମୀ ବିରାଜମାନ କରିଥାନ୍ତି ଏବଂ ଧନ ଧାନ୍ୟ ର କୌଣସି ଅଭାବ ହୋଇ ନଥାଏ। ଯେଉଁ ନାରୀ ରଜସ୍ଵଳା ସମୟରେ ଅଧିକ ହସେ ତାର ସନ୍ତାନ ର ଜିଭ ବଡ ହେବା ସହିତ ତାର ଓଠ ମଧ୍ୟ କଳା ହୋଇଥାଏ। ଯେଉଁ ନାରୀ ରଜସ୍ଵଳା ସମୟରେ ଧର୍ମ କଥା ଶୁଣେ କିମ୍ବା ଧର୍ମ ଆଲୋଚନା କରିଥାଏ ତାର ସନ୍ତାନ ବୁଦ୍ଧିମାନ,ତେଜସ୍ଵୀ ହୋଇ ଜନ୍ମ ହୁଏ ।
ଯେଉଁ ନାରୀ ନିଜ ସ୍ୱାମୀ ଙ୍କୁ ଈଶ୍ୱର ଭାବି ଏବଂ ତାଙ୍କ ମନକୁ ଜାଣି ତାଙ୍କର ସେବା କରିଥାନ୍ତି ସେହି ଘରେ ସବୁ ଦେବାଦେବୀଙ୍କ ଆଶୀର୍ବାଦ ରହେ ଏବଂ ଘରେ ଖୁସି ଏବଂ ଧନ ଜୀଵନ ଭରି ରହିଥାଏ । ଯେଉଁ ନାରୀ ରଜସ୍ଵଳା ସମୟରେ ଭୟଙ୍କର ଚିତ୍କାର ଶୁଣେ ତାର ସନ୍ତାନ କଳା ହୋଇ ଜନ୍ମ ହୋଇଥାଏ। ଯେଉଁ ବିବାହିତ ନାରୀ ଶାଶୁ ଶ୍ୱଶୁର ଙ୍କୁ ଖରାପ କଥା କହେ କିମ୍ବା ଅବମାନନା କରିଥାଏ ତେବେ ସ୍ୱାମୀ ତାର ସବୁବେଳେ ବିପଦରେ ପଡେ।
ଯେଉଁ ବିବାହିତା ନାରୀ ସ୍ୱାମୀ ର ମନକଥା ଜାଣି କାର୍ଯ୍ୟ କରେ ସେହି ନାରୀ ପ୍ରତି ଶିବ ପାର୍ବତୀ ଙ୍କର ଆଶୀର୍ବାଦ ଥାଏ । ଯଦି ଜଣେ ଶୁଦ୍ର ହୋଇ ବ୍ରାହ୍ମଣ ଝିଅକୁ ଗୁପ୍ତ ପ୍ରେମ କରେ ବା ହରଣ କରେ ତେବେ ତାଙ୍କର ଅକାଳ ମୃ-ତ୍ୟୁ ହୋଇଥାଏ ଏବଂ ଦେହାନ୍ତେ ନର୍କ ଭୋଗ କରି ପଶୁ ଯୌ-ନିରେ ଜନ୍ମ ହୋଇଥାଏ ।
ଯେଉଁ କନ୍ୟା ଯେଉଁ କନ୍ୟା ରଜସ୍ଵଳା ସମୟରେ ଅଧିକ ଧାଁ ଧପଡ କରେ ତାର ସନ୍ତାନ ଚଞ୍ଚଳ ମନା ହୋଇଥାଏ । ବିବାହିତ ନାରୀ ଶୋଇକି ଉଠିଲା ପରେ ପ୍ରଥମେ ସ୍ଵାମୀଙ୍କୁ ମୁଣ୍ଡିଆ ମାରିବା ଦ୍ଵାରା ତାର ତଥା ଘରର ମଙ୍ଗଳ ହୋଇଥାଏ । ପର ପୁରୁଷ ସହିତ ସ-ମ୍ପର୍କ ରଖୁଥିବା ମହିଳା ମାନେ ସାତ ଜନ୍ମ ପାଇଁ ଦରିଦ୍ର କୂଳରେ ଜନ୍ମ ହୋଇଥାଏ । ନିଜ ସ୍ଵାମୀକୁ କଟୁ କଥା କହୁଥିବା ସ୍ତ୍ରୀ ନିଜ ବୟସର ଶେଷ ସମୟରେ ବହୁତ ଯନ୍ତ୍ରଣା ଭୋଗ କରିଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।