ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଏବେ ଏବେ ରାସର୍ନ କାର୍ଡ ହିତାଧିକାରୀ ଙ୍କ ପାଇଁ ଆସୁଛି ଆଉ କିଛି ବଡ ଘୋଷଣା ଯାହା ଆପଣ ମାନେ ସମସ୍ତେ ଜାଣି ରଖିବା ଜରୁରି ଯଦି ଆପଣ ଜଣେ ରାସର୍ନ କାର୍ଡ ହିତାଧିକାରୀ ଆଉ ଆପଣ ଙ୍କୁ ରାସର୍ନ ସାମଗ୍ରୀ ଉଠାଉଛନ୍ତି ତେବେ ଜାଣି ରଖନ୍ତୁ ଏବେ ଆପଣ ଙ୍କୁ ମିଳିବାକୁ ଯାଉଛି ଆଉ କିଛି ନୂଆ ସୁବିଧା । ତେବେ ଏହି ସମ୍ପୁର୍ଣ୍ଣ ଖବର ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏ ପଢନ୍ତୁ ।
ତେବେ ବନ୍ଧୁଗଣ ରାଜ୍ୟ ସରାକାର ସମନିତ ଶିଶୁ ବିକାଶ ଯୋଜନା ଓ ମଧ୍ୟାହ୍ନ ଭୋଜନ ଏବଂ ପବ୍ଲିକ ଡିଷ୍ଟ୍ରିବୁଶନ ସିଷ୍ଟମରେ ପ୍ରୋଟିନ ଯୁକ୍ତ ଚାଉଳ ଯୋଗାଇବା ନିମନ୍ତେ ଯୋଜନା କରୁଛନ୍ତି ପ୍ରଥମେ ରାଜ୍ୟ ରେ ଆଇସିଟିଏସ ଏବଂ ଏମଡିଏମ ବ୍ୟବସ୍ଥା ରେ ଏହା ଲାଗୁ ହେବ ଏହା ପରେ ପିଡିଏସ ରେ ମଧ୍ୟ ଏହାକୁ ସାମିଲ କରାଯିବ ବୋଲି ଜଣା ପଡିଛି ।
ଉଭୟ ଏନଫେସ ଅର୍ଥାତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଏସଏଫ ଅର୍ଥାତ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧୀକାରୀ ଙ୍କୁ ଏହି ସୁବିଧା ମିଳିବ । ଗତ ବର୍ଷ କଳାହାଣ୍ଡି ରୁ ଏହା ପାଇଲେଟ ପ୍ରଜେକ୍ଟ ଭାବରେ ଆରମ୍ଭ କରାଯାଇଥିଲେ । ତେବେ ଏବେ ରାଜ୍ୟ ରେ 15 ଜିଲ୍ଲା ରେ ଏହା କୁ ତୁରନ୍ତ ଲାଗୁ କରିବାକୁ କୁହାଯାଉଛି ।
ରାଜ୍ୟ ସରକାର ଏକ କୁଇଣ୍ଟାଲ ବସ୍ଥା ରେ 1 କେଜି ପ୍ରୋଟିନ ଯୁକ୍ତ ଚାଉଳ ମିଶାଇବେ ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ମାନଙ୍କୁ ଚିଠି ଲେଖି ଓଡିଶା ଖାଦ୍ୟ ଯୋଗାଣ ପରିଚାଲନା ନିର୍ଦ୍ଦେଶକ ଶୁଭମ ସକଶେନା ଜଣାଇଛନ୍ତି ।
ତେବେ 15 ଜିଲ୍ଲା ରେ ଏପ୍ରିଲ 2023 ରୁ ମାର୍ଚ୍ଚ 2024 ସୁଦ୍ଧା ଲୋକ ଙ୍କ ପିଡିଏସ ପ୍ରୋଟିନ ଯୁକ୍ତ ଚାଉଳ ଦେବାକୁ କୁହାଯାଇଛି । ତେବେ ଆପଣ ମାନେ ଏହି ପ୍ରୋଟିନ ଚାଉଳ କୁ ନେଇ ଆପଣ ମାନେ କଣ ଭାବୁଛନ୍ତି ଏହି ପ୍ରୋଟିନ ଯୁକ୍ତ ଚାଉଳ ଲୋକ ମାନଙ୍କ ର କଣ କଣ ଲାଭ ଦେବ ତାହା ଆପଣ ମାନେ ଆମକୁ ଆମର ଏହି ପୋଷ୍ଟ ଜରିଆରେ ଜଣାନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।