ସବୁ ରାଗ ଋଷାର Fullstop ପଡିଲା,ଘରକୁ ଫେରିଲେ ପୁଣି ତୃପ୍ତି ଗଣେଶ ପୂଜା ରେ କହିଲେ ଏଭଳି କଥା ଯେ ସମସ୍ତେ କଲେ ପ୍ରଶଂସା…

trupti

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଏବେ ପୁଣି ସବୁ ରାଗ ଋଷା ରେ ପୂର୍ଣ୍ଣଛେଦ ପଡିବ । ପୁଅକୁ ନେଇ ପୁଣି ଥରେ ଘରକୁ ଫେରିବେ ତୃପ୍ତି ବନ୍ଧୁଗଣ ଅନେକ ଦିନର ବାଦ ବିବାଦ ପରେ ଘରକୁ ଫେରିବେ ପୁଅ ଏବଂ ପତ୍ନୀ । ସେମିତି ରେ ଆପଣ ଜାଣନ୍ତି ଯେ ଏବେ ଗଣେଷ ପୂଜା ସରିଛି ଆଉ ନାତି ନାହିଁ ବୋଲି ପୂରା ଘର ଫାଙ୍କା ଅଟେ । ଯାହା ବିଷୟ ରେ ଭାବିକରି ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ବହୁତ ଦୁଃଖ ପ୍ରକାଶ କରୁଛନ୍ତି ।

ତେବେ ବନ୍ଧୁଗଣ ଶାଶୁ ଶଶୁର ଙ୍କ କଥା ଜାଣିବା ପରେ ପୁଅ କୁ ନେଇ ଘରକୁ ଫେରି ଆସିବା କଥା ଚିନ୍ତା କରିଛନ୍ତି ତୃପ୍ତି । ତେବେ ବନ୍ଧୁଗଣ ଉତ୍ତମ ମହାନ୍ତି ଙ୍କ ମନରେ ଆଶା ରହିଛି ଯେ ନାତି କୁ ଦେଖିବା ପରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ହୋଇଯିବ ବୋଲି । ତେବେ ପୂର୍ବରୁ ନାତି କୁ ନେଇ ଅନେକ ଖେଳିଥାନ୍ତି ଉତ୍ତମ ମହାନ୍ତି । ନାତି ସହିତ ଏହ ବୟସ ରେ ବି ଅନେକ ଦୈଡା ଦୈଡି କରିଥାନ୍ତି ।

ହେଲେ ଘୋରଇ କଳି ପରେ ତୃପ୍ତି ଏବଂ ତାଙ୍କର ନାତି ଦୂରେଇ ଜାଇଥିଲେ । ଶଶୁର ଘର ଛାଡି ବାପ ଘରେ ରହୁଥିଲେ ତୃପ୍ତି । ଜାହା ଫଳ ରେ ନାତି ପାଖରୁ ବହୁତ ଦୂରେଇ ରହିଥିଲେ ଉତ୍ତମ ମହାନ୍ତି । ନାତିକୁ ଦେଖିବା ପାଇଁ ଅନେକ ବାଟ ଯିବାକୁ ପଡୁଥିଲା । ଏହି ବୟସ ରେ ଏତେ ବାଟ ଯିବା ସମ୍ଭବ ହେଉନଥିବାରୁ ନିଜର ନାତି କୁ ଝୁରି ସେ ଘରେ ରହୁଥିଲେ ।

uttam

ତେବେ ଏହା ସହି ନ ପାରି ସେ ଶେଷରେ ତୃପ୍ତିଙ୍କୁ ଅନେକ ବୁଝା ଶୁଝା କରି କହିଛନ୍ତି ଯାହା ହେଲା ହେଲା ଆଉ ଆଗକୁ ଏପରି ହେବନି ତୃପ୍ତି। ମତେ କ୍ଷମା କରି ଘରକୁ ଫେରି ଆସ ତୃପ୍ତି। ତେବେ ବାପାଙ୍କ ଦେହ ଭଲ ନାହିଁ ସେ ପୁଅକୁ ଅନେକ ଖୋଜୁଛନ୍ତି। ଏହା ବ୍ୟତୀତ ପୁଅ ଯଦି ଘରକୁ ଫେରି ଆସିବ । ତେବେ ବାପା ମଧ୍ୟ ଠିକ୍ ହୋଇଯିବେ ପୁଣି ଥରେ ପୂର୍ବପରି ଠିକ୍ ହୋଇଯିବ । ତାଙ୍କ ଅନୁରୋଧ ରକ୍ଷା କରି ପୁଣିଥରେ ଘରକୁ ଫେରିବେ ତୃପ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *