ବେକାରୀ ଯୁବକଙ୍କୁ ମିଳିବ ମାସିକ 1500 ଟଙ୍କା ।

job

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ସକାଳ ର ବହୁତ ଗୁଡିଏ ଗୁରୁତ୍ୱ ପୂର୍ଣ୍ଣ ଖବର ରହିଛି ଜାହାକୁ ଆପଣ ମାନେ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ ତେବେ ଆସନ୍ତୁ ସେହି ଖବର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ପ୍ରଥମ ବଡ ଖବର ଟି ହେଲା ମାଡି ଆସୁଛି ବିଶ୍ୱର ସବୁଠାରୁ ବଡ ବାତ୍ୟା ଘଣ୍ଟାକୁ 257 କିଲୋମିଟର ବୋହୁଛି ପବନ ତେବେ ଚଳିତ ବର୍ଷ ସବୁଠାରୁ ବଡ ବାତ୍ୟା ଚାଇନା ସମୁଦ୍ର ଦେଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି ।

ଏହି ବାତ୍ୟା ଜାପାନ ର ଦକ୍ଷିଣ ପୂର୍ବ ଦ୍ୱୀପ ପୂଞ୍ଜ ଗୁଡିକ ଦେଇ ସ୍ଥଳ ଭାଗ ଆଡକୁ ମାଡି ଆସୁଛି । ଏହି ବାତ୍ୟା ଜାପାନ ର ଦକ୍ଷିଣ ପୂର୍ବ ଦ୍ୱୀପ ପୂଞ୍ଜ ଗୁଡିକ ପ୍ରତି ବିପଦ ସୃଷ୍ଟି କରିଛି । ଏହା ସହିତ ଚାଇନା ର ପୂର୍ବ ଉପକୂଳ ରେ ରହିଥିବା ସହର ଗୁଡିକ ପ୍ରତି ମଧ୍ୟ ବାତ୍ୟାର ବିପଦ ରହିଛି । ଏହି ସୁପର ଟାଇଫୋନ ହିନାମିନର ଭାବେ ବର୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି 257 କିଲୋମିଟର ବା 160 ମାଇଲ୍ସଲ ବେଗରେ ପବନ ବହିବାରେ ଲାଗିଛି ଏହାର ଝଟ୍କା ଘଣ୍ଟା ପ୍ରତି 155 ମାଇଲ୍ସ ରହିବ ବୋଲି ଆମେରିକା ଜୟେଣ୍ଟ ଟାଇଫୋନ ସେଣ୍ଟର ପକ୍ଷ ରୁ ସୂଚନା ଦିଆଜାଇଛି ।

batya

ପରବର୍ତି ଖବର ଟି ହେଲା ଦେବାକୁ ପଡିବ ନାହିଁ କୈଣସି ପରିକ୍ଷା ମିଳିବ SBI ରେ ଚାକିରୀ ଭାରତ ଷ୍ଟେଡବ୍ୟାଙ୍କ ରେ ଖାଲି ପଡିଛି ସ୍ପେସିଆଲିଷ୍ଟ ପଦବୀ ତେବେ ଏହିଥି ପାଇଁ ନୋଟିଫିକେସନ ଜାରି ହୋଇଛି । ଷ୍ଟେଡବ୍ୟାଙ୍କ ରେ ଖାଲି ପଡିଛି ସ୍ପେସିଆଲିଷ୍ଟ ପଦବୀ ରେ 600 ରୁ ଅଧିକ ପଦବୀ ରହିବ । ଷ୍ଟେଡବ୍ୟାଙ୍କ ସ୍ପେସିଆଲିଷ୍ଟ ପଦବୀ ଆବେଦନ ପକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ତେବେ ଆପଣ ମାନେ ବି ଚାହିଁଲେ ଆବେଦନ କରି ପାରିବେ SBI ର ଅଫିସିଆଲ ୱେବସାଇଟ ମାଧ୍ୟମରେ ।

ତେବେ ପରବର୍ତି ଖବର ଟି ହେଲା ପ୍ରେମିକ ଘର ଦ୍ୱାରରେ ଗଣେଷ ପୂଜା ପାଳିଲେ ଧାରଣା ଦେଉଥିବା ପ୍ରେମିକା ତେବେ ରିତି ନୀତି ଅନୁସାରେ ବ୍ରାହ୍ମଣ ଆସି ଗଣେଷ ପୂଜା କରିଥିଲେ ଆଜି ବ୍ରହ୍ମପୁର ଦେଶୀ ବେହେରା ସାହୀ ରେ ପ୍ରେମିକ ଦିନେଶ ଙ୍କ ଘର ଆଗରେ ଗଣେଷ ପୂଜା କରିଛନ୍ତି ପ୍ରେମିକା ଦୀପିକା ତେବେ ସୂଚନା ଅନୁସାରେ ଗୋଟିଏ ମାସ ହେଲାଣୀ ପ୍ରେମିକା ଦୀପିକା ଦିନେଶ ଙ୍କ ଘର ଆଗରେ ଧାରଣା ଦେଇଛନ୍ତି ।

dipika 2

ପୁଅକୁ ବାପାର ପରିଚୟ ସହିତ ନିଜକୁ ପତ୍ନୀର ମାନ୍ୟତା ଦେବାକୁ ପ୍ରେମିକା ଦିନେଶ ଙ୍କ ଘର ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି ଦୀପିକା ହେଲେ ବର୍ତମାନ ସମୟ ରେ ବି ଦିନେସ କିମ୍ବା ତାଙ୍କର ପରିବାର ଲୋକ ଦୀପିକା ଙ୍କୁ ଆଦୋରୀ ନେବା ପାଇଁ ପଦକ୍ଷେପ ନେଇ ନାହାଁନ୍ତି । ତେବେ ଏମିତି ବେଳେ ନିଜର ଧାରଣା ରେ ଅଟଳ ରହିଥିବା ପ୍ରେମିକା ଦୀପିକା ଦିନେସ ଙ୍କ ଘର ଆଗରେ ଗଣେଷ ପୂଜା କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *