ଆସିଲା ସାଙ୍ଘାତିକ କଥା,ଦିନେଶଙ୍କ ଘର ଆଗରୁ uthibaku ୩ କୋଟି ଟଙ୍କା ଆଉ ଘର ମାଗୁଛନ୍ତି ଦୀପିକା,ଶୁଣିବା ପରେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ…

dipika 3

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏମିତି ଗୋଟେ ଅଭିଯୋଗ ଆସିଛି ଆପଣ ଯେଉଁ ନ୍ୟାୟ ପାଇଁ ଦିନେଶ ଙ୍କ ଘର ଆଗରେ ବସିଛନ୍ତି ତାର ପଛପଟେ ଆପଣ ଦିନେଶ ଙ୍କୁ ବ୍ଲାକ୍ ମେଲ କରୁଛନ୍ତି । ତେବେ ଦିନେଶ ଙ୍କୁ ଏବଂ ତାଙ୍କର ପରିବାର କୁ ଏହି ବିଷୟ ରେ ଆପଣ କଣ କହିବେ ? ଦେଖନ୍ତୁ ଆପଣ ଯେଉଁ ବ୍ଲାକମେଲ ମୁଁ କଣଟା ବ୍ଲାକ୍ମେଲ କରିବି ଆଜ୍ଞ୍ୟା । ମତେ ଯଦି ବ୍କାକମେଲ କରିବାର ଥାନ୍ତା । ମୁଁ କାଲି କରିଥାନ୍ତି ଆଜ୍ଞ୍ୟା । ଏମିତି ଘର ଆଗରେ ଆସି ଧାରଣା ରେ ବସିନଥାନ୍ତି । କଉଥି ପାଇଁ ବ୍ଲାକମେଲ କରିବି । ଆପଣଙ୍କୁ ଲାଗୁଛି ମୁଁ କେଉଁ ପ୍ରକାରର ବ୍ଲାକମେଲ କରିବି ?

ମୁଁ ଯଦି ବ୍ଲାକ ମେଲ କରୁଛି ଆପଣଙ୍କ ପାଖରେ କିଛି ପ୍ରମାଣ ରହିଛି ତେବେ ଟିକେ ମେତେ ଦେବେ । ମିଡିଆ ଭାଇ କହୁଛନ୍ତି ଆପଣ ବ୍କାକମେଲ କରିବା କଥା ଆମେ ଦିନେଶ ପାଖରୁ ନୁହେଁ ବରଂ ଗୋଟିଏ ଗଣମାଧ୍ୟମ ପାଖରୁ ଜାଣିବାକୁ ପାଇଛୁ । ଆଛା ଯେଉଁ ଗଣମାଧ୍ୟମ କହୁଛନ୍ତି ସେହି ଗଣମାଧ୍ୟମ ପାଖରେ କେଉଁ ପ୍ରମାଣ ରହିଛି । କି ତାଙ୍କୁ ହଇରାଣ କରୁଛି ଏବଂ ବ୍ଲାକମେଲ କରୁଛି ବୋଲି ତେବେ ଟିକେ ମତେ ଦେବେ । ନହେଲେ ସେହି ଗଣମାଧ୍ୟମ ଉପରେ ଗୋଟେ ମାନହାନୀ କେସ କରିବି ।

dipika

ମିଡିଆ ଭାଇ ଦୀପିକା ଏହ କଥା ମଧ୍ୟ ଅଭିଯୋଗ ଆସୁଛି ଯେ ଆପଣ 3 କୋଟି ଟଙ୍କା ଚାହୁଁଛନ୍ତି ଆଉ ଗୋଟେ ଘର ମଧ୍ୟ ଚାହୁଁଛନ୍ତି । ଦିନେଶ ଏବଂ ତାଙ୍କ ପରିବାର ପାଖରୁ ଏହି ବିଷୟ ରେ କଣ କହିବେ ଆପଣ ? ଦୀପିକା କହୁଛନ୍ତୁ ଦେଖନ୍ତୁ ଯେହେତୁ ମୁଁ ଏଠାରେ 24 ଦିନ ହେଲା ଏଠାରେ ବସିଛି ତେବେ ତ ଆପଣ କେଉଁ ମିଡିଆ ପାଖରୁ ସୁଣିଛନ୍ତି ମୁଁ 3 କୋଟି ଏବଂ ଘର ଡିମାଣ୍ଡ କରିଛି ମୋର କେବଳ ଗୋଟେ ଦାବି ଦରକାର ମତେ କେବଳ ନ୍ୟାୟ ଦରକାର ।

ମୁଁ ସବୁବେଳେ ମଧ୍ୟ କହିଆସୁଛି ଦେଖନ୍ତୁ ମୋର ଯେଉଁ ଛୁଆ ରହିଛି ମତେ ତାର ବାପାର ଅଧିକାର ଦରକାର ଥିଲା । ଆଉ ମୋର ଗୋଟେ ସ୍ତ୍ରୀ ର ଅଧିକାର ଦରକାର ଥିଲା । ମୁଁ କେବେ ହେଲେ କହି ନାହିଁ ମୋ 3 କୋଟି ଟଙ୍କା ଦରକାର କି ମୋର ଘର ଦରକାର ବୋଲି । ଆଉ ଯେଉଁ ଗଣମାଧ୍ୟମ ଯେଉଁ କହିଛନ୍ତି କି ମୁଁ 3 କୋଟି ଡିମାଣ୍ଡ କରୁଛି । ଆଉ ଘର ଡିମାଣ୍ଡ କରୁଛି ବୋଲି ସେମାନଙ୍କ ପାଖରେ ସେମିତି କିଛି ପ୍ରମାଣ ରହିଛି କି ନାହିଁ । ଜାଣିବା ପାଇଁ ଚାହୁଁଛି ନହେଲେ ସେହି ଗଣମାଧ୍ୟମ ଉପରେ ମୁଁ ଗୋଟେ କେସ୍ କରିବି ।

ଦେଖନ୍ତୁ ଦୀପିକା ବ୍କାକମେଲ କଥା ଆମକୁ ଦିନେଶ କହିନାହାଁନ୍ତି ବରଂ ଏକ ଗଣମାଧ୍ୟମ କହିଛନ୍ତି । ସେହିଥି ପାଇଁ ସଂମ୍ପର୍ଣ୍ଣ ଖବର ବିଷୟ ରେ ଆମେ ଆପଣଙ୍କ ପାଖରୁ ସୁଣିବାକୁ ଚାହୁଁଛୁ ଯେ ଏହି କଥାର କୈଣସି ସତ୍ୟାତା ରହିଛି କି ? ତେବେ ଏହାକୁ ନେଇ ଦୀପିକା କହିଥିଲେ କୈଣସି ଦିନ ପରିବାର ପାଖରୁ ଏମିତି କୈଣସି ଅଭିଯୋଗ ଆସିନାହିଁ । ତ ଏହି ବିଷୟ ରେ ଗଣମାଧ୍ୟମ କେମିତି ଜାଣିବେ ? ଦିନେଶ କିମ୍ବା ତାଙ୍କର ପରିବାର ଲୋକ କେହି ଜଣେଇ ଥିବେ ବୋଲି ସେ କହିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *