ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବର୍ତମାନ ଏମିତି ଘଟଣା ସୁଣିବାକୁ ମିଳୁଛି । ଯାହାକୁ ସୁଣିବା ପରେ ଆପଣ ବିବାହ କରିବା ପାଇଁ ମଧ୍ୟ ଭୟ କରିବେ । ତେବେ ଜଣେ ବ୍ୟକ୍ତି ଙ୍କୁ ବିବାହ କରିବା ପାଇଁ ମଧ୍ୟ ଭୟ ପ୍ରକାଶ କରିବେ । ତେବେ ଜଣେ ବ୍ୟକ୍ତି ଙ୍କୁ ବିବାହ କରିବା ପାଇଁ କହି ଜଣେ ମହିଳା ତାଙ୍କର ସବୁକିଛି ଲୁଟି ନେଇ ତାଙ୍କ ପାଖରୁ ଚାଲିଜାଇଛନ୍ତି । ତେବେ ଏହି ଘଟଣା ସୁଣିବା ପାଇଁ ମିଥ୍ୟା ଲାଗିଲେ ବି ଏହା ସଂମ୍ପର୍ଣ୍ଣ ଭାବେ ସତ୍ୟ ଘଟଣା ଅଟେ ।
ତେବେ ସୂଚନା ଅନୁସାରେ ଜଣେ ବ୍ୟକ୍ତି ଙ୍କ ବିବାହ କୈଣସି କାରଣ ପାଇଁ ହୋଇ ପାରୁନଥିଲା । ଏହା ସହିତ ତାଙ୍କ ବିବାହ ହୋଇ ନପାରିବା କାରଣ ରୁ ତାଙ୍କର ବୟସ ମଧ୍ୟ ଗଡି ଚାଲିଥିଲା । ତେବେ ସେ ଶୀଘ୍ର ବିବାହ କରିବା ପାଇଁ ଚାହୁଁଥିଲେ । ସେହି ସମୟ ରେ ତାଙ୍କ ସହିତ ଏମିତି କିଛି ଘଟିଲା ଯାହା ଘଟିଲା ଆପଣ ମାନେ ବିଶ୍ୱାସ କରି ପାରିବେ ନାହିଁ । ତେବେ ତାଙ୍କର ବିବାହ କରିବା ପାଇଁ ତାଙ୍କର ବନ୍ଧୁ ଏକ ଝିଅ ଠିକ୍ କରିଥିଲେ । ଏହା ସହିତ ତାଙ୍କର ବିବାହ କରିବା ପାଇଁ ତାଙ୍କର ସମସ୍ତ ଖର୍ଚ୍ଚ ତାଙ୍କୁ ଉଠାଇବାକୁ ପଡ଼ିବ ବୋଲି ସେ କହିଥିଲେ ।
ଏହା ସହିତ ଝିଅର ପରିବାର ଲୋକଙ୍କୁ ତାଙ୍କୁ ଅଢେଇ ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି ମଧ୍ୟ ସେ କହିଥିଲେ। ଏହା ସହିତ ସେହି ବ୍ୟକ୍ତିଙ୍କ ବିବାହ ନ ହୋଇ ପାରୁ ଥିବା କାରଣରୁ ସେ ମଧ୍ୟ ବିବାହ କରିବା ପାଇଁ ରାଜି ହୋଇ ଯାଇଥିଲେ। ଏହା ସହିତ ଏହା ପରେ ଦିଲ୍ଲୀ ଜାଇ ଝିଅ ସହିତ ଦେଖା କରିଥିଲେ ସେହି ବ୍ୟକ୍ତି ଜଣଙ୍କ । ଏହା ପରେ ତାଙ୍କର ଝିଅ ପ୍ରଥମ ଦେଖାରେ ହିଁ ପସନ୍ଦ ଆସିଜାଇଥିଲେ । ଯାହା ଫଳରେ ସେଠାରେ ସେମାନେ କୋର୍ଟ ବିବାହ କରିନେଲେ ।
ଏହା ପରେ ସେହି ବ୍ୟକ୍ତି ଜଣଙ୍କ ସେହି ଝିଅର ପରିବାର ଲୋକ ଯାହା ଫଳରେ ସେଠାରେ ସେମାନେ କୋର୍ଟରେ ବିବାହ କରି ନେଇ ଥିଲେ। ଏହା ସହିତ ଏହା ପରେ ସେହି ବ୍ୟକ୍ତି ଜଣକ ସେହି ଝିଅର ପରିବାର ଲୋକଙ୍କୁ ମଧ୍ୟ କହିବା ଅନୁସାରେ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରି ଦେଇଥିଲେ । ଏହା ପରେ ସେମାନେ ମଧ୍ୟ ଘୂରି ଚାଲିଜାଇଥିଲେ । ଏହା ପରେ ସେଠାରେ ରହିବା ପରେ ଚଉଠୀ ରାତି ଦିନ ଏପରି କିଛି ହୋଇଥିଲା ଜାହା ସମସ୍ତ ଙ୍କୁ ଚକିତ କରିଦେଇଥିଲା ।
ତେବେ ସେହି ଦିନ ସେ କ୍ଷୀର ରେ କିଛି ମିଶେଇ ତାଙ୍କୁ ଖୁଆଇ ଦେଇଥିଲେ । ଏହା ପରେ ଏହାକୁ ପିଇବା ପରେ ତାଙ୍କର ଚେତା ଚାଲିଜାଇଥିଲା । ଏହା ପରେ ତାଙ୍କ ଘରୁ ବାକି ସମସ୍ତ ଟଙ୍କା ମଧ୍ୟ ନେଇ ଜାଇଥିଲେ । ଏହି ଘଟଣା ରେ ପରେ ବର ଘର ଲୋକ ଏହି ସଂମ୍ପର୍କ ରେ ପୋଲିସ ପାଖରେ ଅଭିଯୋଗ କରିଛନ୍ତି । ଏହା ସହିତ ଏହା ସେହି ଅଞ୍ଚଳ ରେ ଦ୍ୱତୀୟ ଘଟଣା ହେବା ପରେ ପୋଲିସ ସେହି ଝିଅ ଏବଂ ତାଙ୍କର ସାଥି ଙ୍କୁ ଧରିବାରେ ସଫଳ ହୋଇ ପାରି ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।