ପ୍ରକୃତି ମିଶ୍ରଙ୍କ ପ୍ରଥମ ବଲିଉଡ୍ ଫିଲ୍ମ, ଏହି ଫିଲ୍ମରେ Nana Patekar ଙ୍କ ସହ ଲିଡ ରୋଲରେ କରିବେ ଧମାଲ…

prakruti nana patekar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ଆପଣ ମାନେ ବହୁତ ଭଲ କରି ଜାଣିଥିବେ । ତେବେ ସେ ଓଲିଉଡ ରୁ ଜାଇ ଏବେ ବଲିଉଡ ରେ ପାଦ ଥାପିଛନ୍ତି । ସେ ଅନେକ ହିନ୍ଦି ରିଆଲିଟି ସୋ ସହିତ ହିନ୍ଦି ଫିଲ୍ମ ମଧ୍ୟ କରିଛନ୍ତି । ସେହି ପରି ପ୍ରକୃତି ନିଜର ହଟ ଲୁକ୍ସ ପାଇଁ ଏବଂ ନିଜର ଲାଇଫ ଷ୍ଟାଇଲ ପାଇଁ ବହୁତ ଚର୍ଚ୍ଚା ରେ ରହିଥାନ୍ତି ।

ହେଲେ ବିଗତ କିଛି ଦିନ ହେଲା ସେ ଏକ ବଡ ବିବାଦ କୁ ନେଇ ଚର୍ଚ୍ଚା ରେ ରହିଛନ୍ତି । ଆଉ ଏହି ମଧ୍ୟରେ ପ୍ରକୃତି ମିଶ୍ର ଙ୍କୁ ନେଇ ଆସିଛି ଏକ ବଡ ଖବର । ସେମିତି ରେ ଆପଣ ମାନେ ଯଦି ପ୍ରକୃତି ମିଶ୍ର ଙ୍କ ଫ୍ୟାନ୍ ଅଟନ୍ତି ତେବେ ଆପଣ ମାନେ ଏହି ଖବର ଜାଣିଲେ ଖୁସୀ ହୋଇଯିବେ । ଏହି ଦିନ ରେ ପ୍ରକୃତି ମିଶ୍ର ନିଜର ପ୍ରଥମ ବଲିଉଡ ଫିଲ୍ମ କରିବାକୁ ଯାଉଛନ୍ତି ।

prakruti 1

ସେ ବଲିଉଡ ରେ ନାନା ପାଟେକର ଙ୍କ ସହିତ ମୂଖ୍ୟ ଭୂମିକା ରେ ଏକ ଫିଲ୍ମ ରେ ନଜର ଆସିବାକୁ ଯାଉଛନ୍ତି । ତେବେ ଜାତିୟ ପୁରସ୍କାର ପାଇଥିବା ପ୍ରକୃତି ମିଶ୍ର ବର୍ତମାନ ସମୟ ରେ ବଲିଉଡ ରେ ଏଣ୍ଟ୍ରୀ କରିବାକୁ ଜାଉଛନ୍ତି । ହେଲେ ସବୁଠୁ ବଡ କଥା ହେଲା ସେ ବଲିଉଡ ର ବଡ କଳାକାର ନାନା ପେଟେକର ଙ୍କ ସହିତ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି ।

ତେବେ ଆପଣ ମାନେ ଜାଣନ୍ତି ଓଡିଆ ସିନେମା ଥୁକୁଲ ରୁ ନିଜର ସିନେମା କେରିଅର ଆରମ୍ଭ କରିଥିବା ବେଳେ ତା ପରେ ଓମ, ଏସପି ସାଗରିକା ଓ ମିଠା ମିଠା ଓଡିଆ ସିନେମା ଆଦି କରି ଲୋକପ୍ରିୟତା ହାସଲ କରିଥିଲେ । ଆଉ ବର୍ତମାନ ସମୟ ରେ ବଲିଉଡ ଫିଲ୍ମ ରେ କାମ କରି ସେ ଓଡିଶା ପାଇଁ ଗୈରବ ଆଣିଛନ୍ତି ।

ତେବେ ଏହି ସିନେମା ର ଶିର୍ଷକ ବର୍ତମାନ ସମୟ ରେ ନିର୍ଦ୍ଧାରିତ ହୋଇନାହିଁ । ତେବେ ଏହି ଫିଲ୍ମ ରେ ନାନା ପାଟେକର ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରେ ଅଭିନୟ କରିବେ । ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ନାନା ପାଟେକର ଏବଂ ପ୍ରକୃତି ଙ୍କ ଫୋଟ ସୋସିଆଲ ମିଡିଆ ରେ ଘୁରିବୁଲୁଛି ।

Nana Patekar

ଏହି ଫୋଟ କୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ରେ ପ୍ରକୃତି ରହିଛନ୍ତି । ସେହି ପରି ତାଙ୍କର ଫ୍ୟାନ୍ ମାନେ ବି ତାଙ୍କର ଏହି ଫୋଟ କୁ ଦେଖିବା ପରେ ବହୁତ ଖୁସୀ ଅନୁଭବ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *