ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବଡ ଦୁଖଦ ଖବର ସାମନା କୁ ଆସିଛି । ଟିକଟକ ଫେମସ ହୋଇ ଅଭିନେତ୍ରୀ ହୋଇଥିବା ଆଜି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ମୃ-ତ୍ୟୁ ହୋଇଛି ତେବେ ଏହି ଅଭିନେତ୍ରୀ ଙ୍କ ର କେମିତି ମୃ-ତ୍ୟୁ ଘଟିଛି ।
ଏହି ପ୍ରସିଦ୍ଧ ଅଭିନେତ୍ରୀ ଗୋଆ ରେ ବନ୍ଧୁମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ହୃଦ ଘାତ ର ସ୍ୱୀକାର ହେବରୁ ତାଙ୍କର ଦେହାନ୍ତ ହୋଇଥିବା ଜଣା ପଡିଛି ଏହି ପ୍ରସିଦ୍ଧ ଅଭିନେତ୍ରୀ ଟିକଟକ ରୁ ବେସ ଜଣା ଶୁଣା ଆଉ ସେ ଟିକଟକ ରୁ ହିଁ ଅଭିନେତ୍ରୀ ପାଲଟିଥିଲେ ସୂଚନା ଅନୁସାରେ ଏହି ଅଭିନେତ୍ରୀ ତାଙ୍କର କିଛି ସାଙ୍ଗ ସହ ଗୋଆ ଯାଇଥିଲେ ତେବେ ମୃ-ତ୍ୟୁ ର କିଛି ସମୟ ପୂର୍ବରୁ ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ ଏହା ସହ ସେ ନିଜର ଟୁଇଟର ଆକାଇଣ୍ଟ ରେ ନିଜର ପ୍ରୋଫାଇଲ ଫୋଟ ରହୁଥୁବା ଫୋଟ କୁ ବଦଳାଇଥିଲେ ।
ତେବେ କେଉଁ କାରଣ ପାଇଁ ଏହି ଅଭିନେତ୍ରୀ ଜଣକ ହୃଦଘାତ ର ସ୍ୱୀକାର ହେଲେ ଜଣା ପଡିନାହିଁ । ଡାକ୍ତରି ଟିମ ଏବଂ ସ୍ଥାନୀୟ ପ୍ରଶାସନ ଏ ନେଇ ତଦନ୍ତ କରୁଥିବା ସୂଚନା ରହିଛି । ଟିକଟକ ସମେତ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ସୋନାଲିଙ୍କ ର ଲୋକପ୍ରିୟତା ରହିଥିଲା ରିଆଲିଟି ସୋ ବିଗ ବସ ରେ 14 ତମ ସଂସ୍କରଣ ରେ ସେ ଭାଗ ନେଇଥିଲେ ।
ସୋନାଲି ଛୋଟ ପରଦା ର ଅନେକ ସିରିଏଲ ରେ ମଧ୍ୟ କାମ କରିଛନ୍ତି ତେବେ ହୃଦଘାତ ରେ ଟିକଟକ ରୁ ଷ୍ଟାର ବନିଥିବା ସୋନାଲି ଙ୍କ ଦେହାନ୍ତ ହୋଇଛି ତାଙ୍କ ପରଲୋକ ରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଅଭିନୟ ଦୁନିଆ ରେ ଶୋକ ର ଲହରି ଖେଳିଯାଇଛି ।
ତେବେ ସୋନାଲି ଙ୍କ ଏପରି ଅଚାନକ ମୃ-ତ୍ୟୁ ବରଣ ପାଇଁ ସୋନାଲି ଙ୍କ ର ପରିବାର ସହ ତାଙ୍କର ପ୍ରେମିକ ମଧ୍ୟ ଭାଙ୍ଗି ପଡିଛନ୍ତି ତେବେ ଶୁଣିବାକୁ ମିଳୁଛି କି ସୋନାଲି ଙ୍କ ର ପ୍ରେମିକ ରାଜା ଙ୍କ ସହ ବିବାହ ହେବାର ଥିଲା ତେବେ ଏ ନେଇ ତାଙ୍କର ପରିବାର ସମସ୍ତ ସଦସ୍ୟ ଦୁଃଖ ପ୍ରକାଶ କରୁଛନ୍ତି । ତେବେ ଆପଣ ମାନେ ସମସ୍ତେ ଭଗବାନ ଙ୍କ ଠାରେ ପ୍ରାର୍ଥନା କରନ୍ତୁ କି ସୋନାଲି ଙ୍କ ଆତ୍ମା ର ସତଗଦି ହେଉ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।