ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ବିଭିନ୍ନ ସୀଙ୍ଗର ମାନଙ୍କୁ ଗୀତ ଗାଉଥିବାର ଦେଖିଥିବେ ଏବଂ ଜାଣିଥିବେ ମଧ୍ୟ । ତେବେ ଏହି ଗାୟିକା ମାନେ ନିଜର ଗୀତ ଏବଂ ନିଜର ଲାଇଫ ଷ୍ଟାଇଲ ପାଇଁ ବହୁତ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆମେ ଆପଣ ମାନଙ୍କୁ ଯେଉଁ ଗାୟିକା ଙ୍କ ବିଷୟ ରେ ଏଠାରେ କହିବା ପାଇଁ ଯାଉଛୁ ସେ ଓଡିଆ ସିନେମା ଜଗତ ରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।
ତେବେ ବନ୍ଧୁଗଣ ଏହି ଓଡିଆ ଗାୟିକା ଜଣଙ୍କ ଆଉ କେହି ନୁହଁନ୍ତି ଅର୍ପିତା ଅଟନ୍ତି । ଆପଣ ମାନେ ବହୁତ ସମୟ ରେ ଅନେକ ସୁପର ହିଟ ସିନେମା ମାନଙ୍କରେ ଅର୍ପିତା ଗୀତ ଗାଉଥିବାର ଆପଣ ମାନେ ଦେଖିବା ପାଇଁ ପାଇଥାନ୍ତି । ତେବେ ଅର୍ପିତା ଅନେକ ଆଲବମ୍ ରେ ନିଜର କଣ୍ଠ ଦେଇ ନିଜର ସୁନାମ ଅର୍ଜନ କରିଛନ୍ତି । ତାଙ୍କର ଲୋକପ୍ରିୟତା ମଧ୍ୟ ଅଧିକ ପରିମାଣ ରେ ରହିଛି ।
ହେଲେ ବନ୍ଧୁଗଣ ଅର୍ପିତା ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତା ହାସଲ କରିଛନ୍ତି । ଗତ ବର୍ଷର ଅର୍ପିତାଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସାକ୍ଷାତ କାରରେ ଅର୍ପିତା ନିଜର ପର୍ସିନାଲ ଲାଇଫ ବିଷୟ ରେ କହିଛନ୍ତି । ତେବେ ଆସନ୍ତୁ ବନ୍ଧୁଗଣ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।
ତେବେ ଅର୍ପିତା ଏହି ସାକ୍ଷାତକାର ରେ କହିଛନ୍ତି ଯେ 2011 ରେ ମୁଁ ଏକ ରିଆଲିଟି ସୋ ମାଧ୍ୟମ ରେ ଆସିଥିଲି । ସେହି ସମୟ ରେ ମୁଁ ନବମ ଶ୍ରେଣୀ ରେ ପାଠ ପଢୁଥିଲି । ମୁଁ ବ୍ରହ୍ମପୁର ରେ ରହୁଥିଲି । ସେହିଥି ପାଇଁ ମୋତେ ଆସିବା ପାଇଁ ବି ଲେଟ ହେଉଥିଲା । ମତେ ଅନେକ ମ୍ୟୁଜିକ ଡିରେକ୍ଟର ମାନେ ଡେଟିଂ ପାଇଁ ଆପ୍ରୋଚ କରିଛନ୍ତି । ହେଲେ ସେମାନଙ୍କ ଡେଟିଂ ଆପ୍ରୋଚ କୁ ମୁଁ ମନା କରିଦେଇଛି । ହେଲେ ଯଦି ମନା କରିନଥାନ୍ତି ତେବେ ମୁଁ ଆଜି ବହୁତ ମ୍ୟୁଜିକ ଡିରେକ୍ଟର ମାନଙ୍କ ଗୀତ ଗାଉଥାନ୍ତି ।
ମୁଁ କେବଳ ଗୋଟେ କଥା କହିବି ଜଣେ ଝିଅ ଚାହିଁଲେ ସଫଳ ହୋଇପାରିବ ହେଲେ ସର୍ଟ ରାସ୍ତା ରେ କେବେବି ଜାଆନ୍ତୁ ନାହିଁ । ସେମିତି ରେ ସର୍ଟ ରାସ୍ତା ରେ ଆପଣ ମାନେ ଗୋଟେ ଦୁଇଟି ଗୀତ ଗାଇ ଆପଣ ହିଟ ହୋଇଯିବେ । ଆଉ ତା ପରେ ଆପଣଙ୍କୁ କେହିବି ପଚାରିବେ ନାହିଁ କି ଆପଣଙ୍କୁ ଗୀତ ବି ମିଳିବ ନାହିଁ ।
ଯଦି ଆପଣଙ୍କ ମନ ବଳ ରହିଛି ତେବେ ଆପଣ ବହୁତ କିଛି କରି ପାରିବେ ଏବଂ ଆପଣ ସଫଳ ମଧ୍ୟ ହୋଇ ପାରିବେ । ତେବେ ଏହି ପରି ଭାବେ ଅର୍ପିତା କିଛି ନିଜର ସାକ୍ଷାତ କାର ରେ କହିଥିବାର ଦେଖିବା ପାଇଁ ମିଳିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।