ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟକୁ ମାଡି ଆସୁଛି ବପଦ ଗୋଟିଏ ପରେ ଗୋଟିଏ ଲଘୁଚାପ ଆସୁଛି ଯାହାକୁ ନେଇ ବ୍ୟସ୍ତ ହୋଇଯାଉଛନ୍ତି , ତେବେ ବଙ୍ଗପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ସାରିଛି ଯାହା ମଧ୍ୟ ଘଣ୍ଟା ପ୍ରତି 20 କିଲ ମିଟର ବେଗରେ ଉପକୂଳ ଅଭିମୁଖେ ଅଗ୍ରସର ହେଉଛି । ତେବେ ଏହାର ପ୍ରଭାବରେ ଆଜି ଓ କାଲି ଦୁଇଦିନ ଧରି ପ୍ରବଳ ବର୍ଷା ହେବ ଏଥିପାଇଁ କିଛି ଜିଲ୍ଲା ମାନଙ୍କୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଖବର ଉପରେ ।
ତେବେ ରାଜ୍ୟରେ ଜାରୀ ରହିଥିବା ଲଘୁଚାପ ପ୍ରଭାବରେ ଆଜି ଓ ଆସନ୍ତା କାଲି ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ 4ଜିଲ୍ଲା କୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ସେ ଜିଲ୍ଲା ଗୁଡିକ ହେଉଛି ମୟୁରଭଞ୍ଜ , କେଉଁଝର , ବାଲେଶ୍ୱର ଏବୟଂ ଭଦ୍ରକ । ସେହିପରି 12 ଜିଲ୍ଲାକୁ ଅରେଞ୍ଚ ୱାର୍ଣ୍ଣିଂ ଜାରି କରାଯାଇଛି , ତେବେ ଏହି ସବୁ ଜିଲ୍ଲା ହେଉଛି କେନ୍ଦ୍ରାପଡା , ଜଗତସିହଂ ପୁର , କଟକ , ଢଙ୍କାନାଳ , ଅନୁଗୁଳ , ଦେବଗଡ , ସନୋପୁର , ସୁନ୍ଦରଗଡ , ସମ୍ବଲପୁର , ବୈଦ୍ଧ , ବଲାଙ୍ଗିର ଆଉ ଯାଜପୁର ଜିଲ୍ଲାକୁ ଅରେଞ୍ଚ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏପଟେ ଝାଡୁସୁଗୁଡା , ବରଗଡ , କଳାହାଣ୍ଡି , କନ୍ଧମାଳ , ଗଞ୍ଜାମ , ନୟାଗଡ , ଖର୍ଦ୍ଧା , ପୁରୀ କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ଉତ୍ତର ପଶ୍ଚିମ ଓଡ଼ିଶାରେ 70 ରୁ 250 ମିଲି ମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି , ତେବେ ସେ ସବୁ ଜିଲ୍ଲା ଗୁଡିକ ର ଭୂସ୍କଳନ , କଚା ଘର ଓ କଚା ରାସ୍ତା ଧୋଇଯିବାର ସମ୍ଭାବନା ରହିଛି ।
ଝାଡୁସୁଗୁଡା , ସୁନ୍ଦରଗଡ , କେଉଁଝର , ଦେବଗଡ , ସମ୍ବଲପୁର , ବରଗଡ , ସନୋପୁର ଓ ବଲଙ୍ଗିର ପାଇଁ ଅରେଞ୍ଚ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୁରଭଞ୍ଜ , ଅନୁଗୁଳ , ବୈଦ୍ଧ , କଳାହାଣ୍ଡି , ନୂଆପଡା , ନବରଙ୍ଗପୁର ଓ ଢେଙ୍କାନାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ତେବେ ଏହାର ପବନର ବେଗ 45 ରୁ 55 କିଲ ମିଟର ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ବଙ୍ଗପ ସାଗରରେ ଲଘୁଚାପ ପାଇଁ ସମୁଦ୍ର ଅସାନ୍ତ ରହିଛି 21 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜିବି ମାନଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।