ଦିନ ସାରା କାର୍ଯ୍ୟ ବହୁଳତା ପରେ ଯେତେ ବେଳେ ଆପଣ ଆରାମ୍ କରିବା ପାଇଁ ଆପଣଙ୍କ ବିଛଣା ରେ ପହଁଚି ଥାନ୍ତି । ସେତେ ବେଳେ ଆପଣଙ୍କୁ ବିଛଣା ଠାରୁ ଅଧିକ ଆରାମ୍ କେଉଁ ଠାରେ ମିଳେ ନାହିଁ । ହେଲେ ଆମ ସମସ୍ତଙ୍କର ଶୋଇବ ଷ୍ଟାଇଲ ଅଲଗା ଅଲଗା ହୋଇଥାଏ । କଣ ଆପଣ ମାନେ ଏହି ପେଟେ ଶୁଅନ୍ତି କି ? ଏହା ଦ୍ୱାରା ଆପଣ ମାନଙ୍କ ଦେହ ପ୍ରତି ଅନେକ ପରିମାଣ ରେ କ୍ଷେତି ପହଁଚି ଥାଏ । ଯଦି ଆପଣ ଜାଣି ନାହାଁନ୍ତି । ତେବେ ଆସନ୍ତୁ ଆମେ ଆପଣ ମାନଙ୍କୁ ବିସ୍ତାର ରୂପେ କହୁଛୁ ।
ପିଠି ଉପରେ ପଡେ ଖରାପ୍ ପ୍ରଭାବ ।
ଆପଣ ମାନଙ୍କୁ ଜାଣି ବହୁତ ଆଶ୍ଚର୍ଯ୍ୟ ହେବ କି ପେଟେଇ ଶୋଇବା ଦ୍ୱାରା ଆପଣଙ୍କ କାନ୍ଧ ଏବଂ ପିଠିର ଯୋଡା ରେ କଷ୍ଟ ଅନୁଭବ ହୋଇ ଥାଏ । ଏବଂ ସେଠାରେ ଆପଣ ମାନଙ୍କୁ ବ୍ୟଥା ମଧ୍ୟ ହୁଏ । ତେବେ ସେମିତି ବେଳେ ଆପଣ ମାନଙ୍କୁ ରାତ୍ରୀ ସାରା ନିଦ ବି ନହେବାର ବହୁତ ଚାନ୍ସ ରହିଛି । ଏବଂ ପରଦିନ ସକାଳେ ଅନିନ୍ଦ୍ରା ଲାଗି ଥାଏ ।
ସ୍ପାଇନ୍ କଡ ରେ ପ୍ରଭାବ ।
ସେହି ପରି ବେଳେ ଯଦି ଆପଣ ମାନେ ସବୁ ଦିନ ନିଜର ପେଟ ବଳ ରେ ଶୋଇବା ପାଇଁ ପସନ୍ଦ କରନ୍ତି ନିଶ୍ଚିତ ଭାବେ ଆପଣ ମାନଙ୍କ ସ୍ପାଇନ୍ ଉପରେ ପ୍ରଭାବ ଦେଖିବା ପାଇଁ ମିଳୁ ଥିବ । ଆପଣଙ୍କୁ ସୂଚନା ଦେବୁ କି ସ୍ପାଇନ୍ ଗୋଟିଏ ପାଇପ୍ ଲାଇନ୍ ଭଳି ହୋଇ ଥାଏ । ଜାହା ପେଟେଇ ଶୋଇଲେ ଦେହ ରେ ସ୍ପାଇନ୍ ର ସ୍ଥିତି ବିଗିଡି ଯାଏ । ଜାହା ଫଳ ରେ ପେଟ ଯନ୍ତ୍ରଣା ହୁଏ ।
ବେକ ଘାଢ ରେ ବ୍ୟଥା । ସେମିତି ରେ କିଛି ଲୋକ ମାନଙ୍କୁ ଦେଖି ଥିବେ ସେମାନେ ପେଟେଇ ଶୋଇବା ସମୟ ରେ ନିଜର ମୁଣ୍ଡ କୁ ରେଜି ବା ତକିଆ ମଧ୍ୟ ରେ ଲୁଚେଇ ଶୋଇ ଥାନ୍ତି । ତେବେ ସେହି ପରି ବେଳେ ଆପଣ ମାନଙ୍କ ବେକ ଘାଢ ରେ ଯନ୍ତ୍ରଣା ହେବା ସହିତ ଆପଣ ମାନଙ୍କ ଘାଢ ବ୍ୟଥା କରି ଥାଏ ।
ସାବଧାନ । ଯଦି ଆପଣ ଏହାର କ୍ଷେତି ଜାଣିବା ପରେ ବି ପେଟେଇ ଶୋଉ ଛନ୍ତି । ତେବେ ସେମିତି ବେଳେ ଆପଣ ପତଳା ତକିଆ ର ବ୍ୟବହାର କରନ୍ତୁ । ଏହା ଆପଣଙ୍କୁ ସହାୟତା କରିବ ଏହି ଥିରୁ ବଞ୍ଚିବା ପାଇଁ । ଏହି ଭଳି ଜାଣିବା କଥା ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ । ଏହାକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କୁ ସର୍ତକ କରାନ୍ତୁ ।