ଏହି ପତ୍ର ଖାଇଲେ ଭଲ ହୋଇଯିବ କ୍ୟାନସର

Pizuli

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ପିଜୁଳୀ ସମସ୍ତ ଙ୍କୁ ଖାଇବା ପାଇଁ ଭଲ ଲାଗେ ହେଲେ କଣ ଆପଣ ମାନେ ଜାଣିଛନ୍ତି ଏହି ପିଜୁଳୀ କେବଳ ଖାଇବା ନୁହେଁ ଏହା ସ୍ୱାସ୍ଥ୍ୟ ପାଇଁ ବେସ୍ ଉପକାରି ଅଟେ । ଏହି ପିଜୁଳୀ ରେ ଭିଟାବିନ୍ A , C ପଟାସିୟମ୍ ଏବଂ ସଲଫର ର ମାତ୍ରା ପ୍ରଚୁର ପରିମାଣ ରେ ଦେଖିବା ପାଇଁ ମିଳେ , ପିଜୁଳୀ ପେଟ ସମନ୍ଧିୟ ଅନେକ ସମସ୍ୟା କୁ ଦୂର କରେ , ଏମିତି ରେ ଏହି ଗଛ ର ଅନେକ ଗୁଣ ରହିଛି ଆପଣ ମାନେ ଏହି ଗଛ ର ପତ୍ର , ଫଳ ଛେଲି କୁ ବ୍ୟବହାର କରି ପାରିବା ଏବଂ ଖାସ୍ କରି ଆଜିର ସମୟ ରେ ଦେଖା ଜାଉ ଥିବା କ୍ୟନସର ରୋଗ ପାଇଁ ଏହା ବହୁତ ମାରାତ୍ମକ ଅଟେ ।

Pizuli

ସେହି ପରି ଆପଣ ମାନେ ଦେଖି ଥିବେ ରକ୍ତ ହୀନତା ଏକ ସାଧାରଣ ସମସ୍ୟା ହୋଇ ଜାଇଛି , ଏବଂ ଏହି ପିଜୁଳୀ ଖାଉ ଥିବା ଲୋକ ର ରକ୍ତ ବୃଦ୍ଧି ହୋଇ ଥାଏ । ସେହି ପରି ପିଜୁଳୀ ପତ୍ର ର ବି କଥା କହିବା ତେବେ ଏହି ଥିରେ ଏଣ୍ଟି ଅକ୍ସିଡେଣ୍ଟ ଏଣ୍ଟି ବେକ୍ଟେରିଆ ଏବଂ ଏଣ୍ଟି ଇମ୍ଲାମେଣ୍ଟରି ଗୁଣ ରହିଛି , ପିଜୁଳୀ ପତ୍ର ର ରସ ବା ପିଜୁଳୀ ପତ୍ର ରୁ ତିଆରି ଚାହା ପିଇବା ଦ୍ୱାରା ତ୍ୱଚା କେଶ ଏବଂ ଚର୍ମ ପାଇଁ ବେଶ୍ ଲାଭ କାରି ହୋଇ ଥାଏ ,

ସେମିତି ରେ ଆପଣ ମାନେ ପ୍ରତି ଦିନ ଏହି ପିଜୁଳୀ ପତ୍ର କୁ ସୁଖେଇ କରି ତାର ଗୁଣ୍ଡ କୁ କ୍ଷୀର ରେ ମିଶେଇ ପିିଇଲେ ସୁଖ ନିଦ୍ରା ହୋଇ ଥାଏ , ସେହି ପରି ପିଲା ମାନଙ୍କର କାଶ ବା ଥଣ୍ଡା ଛାଡୁ ନ ଥିବାର ଦେଖିଲେ ଏଠାରେ ପିଜୁଳୀ ର ନିୟମିତ ଭାବେ ବ୍ୟବହାର କରିଲେ ଆପଣ ମାନେ ଏହି ସମସ୍ୟା କୁ ଦୂର କରି ପାରିବେ ,

pijuli

ସାଧାରଣ ଭାବେ ଛୋଟ ପିଲା ମାନଙ୍କ ଜନ୍ମ ରୁ 5 ବର୍ଷ ପର୍ଯ୍ୟନ୍ତ ଥଣ୍ଡା କାସ ଏବଂ ତରଳ ଝାଡା ଦେଖିବା ପାଇଁ ମିଳେ ହେଲେ ଏଠାରେ ଆପଣ ମାନେ ନିୟମିତ ଭାବେ ଏହି ପିଜୁଳୀ କୁ ଦେଲେ ସେମାନଙ୍କ ଇମ୍ୟୁନିଟି ସିଷ୍ଟମ୍ ସଠିକ୍ ରହିବା ସହିତ ସେମାନଙ୍କ ଶରୀର ରେ ଥଣ୍ଡା ର ପରିମାଣ ରେ ବି କମି ଦେଖିବା ପାଇଁ ମିଳେ , ସେହି ପରି ମଧୁମେୟ ରୋଗ ପାଇଁ ଏହି ପତ୍ର ଏକ ରାମ ବାଣ ଉପାୟ ଅଟେ , ଏହା ରକ୍ତ ରେ ସୁଗାର ସ୍ତର କୁ କମ୍ କରିବାରେ ସାହାଯ୍ୟ କରେ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *