ସପୁରୀ ପଣସ ଖାଇଲେ କେନସର ରୁ ଉପଶମ ମିଳିଥାଏ !

Sapuri

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁସ୍ଥ ଏବଂ ସୁନ୍ଦର ତ୍ୱଚା ପାଇଁ ସପୁରୀ ର ଉପକାରିତା ବହୁତ ଆବଶ୍ୟକ ଅଟେ ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ଏହି ସପୁରୀ ପଣସ ର କିଛି ଉପକାରିତା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ , ସପୁରୀ ରସ କୁ ସୂତା କପଡା ରେ ଭିଜେଇ ମୁହଁ ରେ ଲଗେଇ 15 ମିନିଟ୍ ରେ ଧୋଇ ଦିଅନ୍ତୁ ଏହା ବୟସ ରେଖା ଦୂର କରେ । ସେହି ପରି ବନ୍ଧୁଗଣ ଆପଣ ମାନେ ଶରୀର ର ତ୍ୱଚା ସମନ୍ଧିୟ ଅସୁବିଧା ଏବଂ କଳା ଦାଗ ପାଇଁ ଆପଣ ମାନେ ଏହି ସପୁରୀ ରସ ର ବ୍ୟବହାର କରି ପାରିବେ ,

Sapuri

ଏକ ଚାମଚ ସପୁରୀ ରସ ରେ ଏକ ଚାମଚ ମହୁ ଏବଂ ଟିକିଏ ଲୁଣ ଫେଣ୍ଟି ଲଗାନ୍ତୁ ଦେଖିବେ କିଛି ଦିନ ମଧ୍ୟ ରେ ଆପଣ ମାନଙ୍କର ଏହି ସବୁ ସମସ୍ୟା ଦୂର ହେବ , ବାହାରୁ ଆସିବା ପରେ ସପୁରୀ ଖଣ୍ଡ ମୁହିଁ ରେ ଘସାନ୍ତୁ , ଆଖି ପତା ଉପରେ 5 ମନିଟ୍ ଯାଏ ରଖନ୍ତୁ , ଏହା ଦ୍ୱାରା ଆଖି କୁ ଆରାମ୍ ଲାଗେ , ସପୁରୀ ଲେମ୍ବୁ , ସେଓ ରସ ରୁ ଦୁଇ ଚାମଚ୍ , କିଛି ପରିମାଣ ରେ ଲୁଣ ରେ ଫେଣ୍ଟି , ପାଦ ଏବଂ ଗୋଏଣ୍ଠୀ ରେ ଲଗାନ୍ତୁ ।

ଏମିତି କରିଲେ ଆପଣ ମାନଙ୍କ ଗୋଏଣ୍ଠୀ ଫାଟିବ ନାହିଁ , ବରଂ ପାଦ ର ସୈନ୍ଦର୍ଯ୍ୟ ବଢିବ , ଯେଉଁ ମାନେ ଅଧିକ ପରିମାଣ ରେ ଏହି ସପୁରୀ ର ସେବନ କରନ୍ତି ସେମାନେ କେବେ ବି ଶ୍ୱାସ ରୋଗ ରେ ପୀଡିତ ହୋଇ ନ ଥାନ୍ତି , ଯେଉଁ ମାନଙ୍କୁ ସବୁ ସମୟ ରେ ଥଣ୍ଡା ଜନିତ ରୋଗ ରେ ପଡିବା ପାଇଁ ପଡେ ସେମାନଙ୍କୁ ସବୁ ସମୟ ରେ ଏହି ସପୁରୀ ସେବନ କରିବା ଆବଶ୍ୟକ ଅଟେ। ସେହି ପରି ହୃଦ ରୋଗ ପାଇଁ ସପୁରୀ ବହୁତ ଉପକାରୀ ଅଟେ , ତେବେ ହୃଦ ରୋଗୀ ମାନେ ମାନେ ମଝିରେ ମଝିରେ ଏହି ସପୁରୀ ରସ କୁ ପିଇବା ସେମାନଙ୍କ ପାଇଁ ବହୁତ ଉପକାରି ହୋଇ ଥାଏ ।

Sapuri juice

100 ଗ୍ରାମ୍ ସପୁରୀ ରେ 80 ପ୍ରତିଶତ ଭିଟାବିନ୍ ରହି ଥାଏ , ଏହି ଥିରେ ପ୍ରଚୁର ପରାମାଣ ରେ ଭିଟାବିନ୍ C ଥାଏ , ଏହା ଶରୀର ରେ ରକ୍ତ କଣିକା ବୃଦ୍ଧି ରେ ମଧ୍ୟ ସହାୟକ ହୋଇ ଥାଏ । ସେହି ପରି ବନ୍ଧୁଗଣ ଏହି ଥିରେ ପ୍ରଚୁର ପରିମାଣ ରେ ଭିଟାବିନ୍ A ରହି ଥିବାରୁ ଏହାର ସେବନ ଦ୍ୱାରା ଅନ୍ଧାରକଣା ରୋଗ ଏବଂ ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ଏହା ସାହାୟକ ହୋଇ ଥାଏ । ସେହି ପରି ବନ୍ଧୁଗଣ ଏହି ଥିରେ ଏଣ୍ଟି ଅକ୍ସିଡେଣ୍ଟ ସହିତ ଏଣ୍ଟି ବେକ୍ଟେରିଆ ଏବଂ ଏଣ୍ଟି ଇମ୍ଲାମେଣ୍ଟରି ଗୁଣ ରହିଛି ଜାହା କ୍ୟନସର ଭଳି ରୋଗ ସହିତ ଲଢିବାରେ ସାହାଯ୍ୟ କରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *