ରାତିରେ ଲବଙ୍ଗ ଏବଂ ଗୁଜୁରାତି ମିଶାଇ ଖାଆନ୍ତୁ ତାପରେ ସକାଳୁ ଉଠି ଦେଖନ୍ତୁ ଏହି ଚମତ୍କାର

Clove

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ, ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେଇ ଆସିଛୁ।

ଯଦି ଆପଣ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଗୁଜୁରାତି ଏବଂ ଲବଙ୍ଗ ର ସେବନ କରିବେ ତାହେଲେ ଆପଣଙ୍କ କେତେ ସମସ୍ୟା ଦୂର ହୋଇଥାଏ ଆପଣ ଜାଣିଲେ ଆପଣ ମଧ୍ୟ ସକାଳୁ ଉଠି ଏହାର ସେବନ କରିବେ ।ଯଦି ଆପଣ ଏପରି କରିବେ ତାହେଲେ ଆପଣଙ୍କୁ କେବେ ବି ଡକ୍ଟର ଙ୍କ ନିକଟକୁ ଯିବାକୁ ପଡିବ ନାହିଁ ।

Gujarati

ବନ୍ଧୁଗଣ ଆମେ ମାନେ ଠିକ୍ ଭାବରେ ଖାଦ୍ୟ ର ସେବନ କରି ନ ଥାଉ ସେଥିପାଇଁ ଆମ ମାନଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦିଏ ଯେମିତିକି ଗ୍ୟାସ , ବଦ ହାଜମି । ଯେତେବେଳେ ଆମେ ବହୁତ୍ ଖାଦ୍ୟ ଖାଇଥାଏ ସେତେବେଳେ ତାହା ହଜମ ହୋଇ ନପାରି ଆମ ଶରୀରରେ ନଷ୍ଟ ହୋଇଯାଇଥାଏ ଯାହା ଫଳରେ ଆମ ପେଟ ରେ ଯନ୍ତ୍ରଣା ଅନୁଭବ ହୋଇଥାଏ ଏବଂ ଏହା ଦ୍ଵାରା ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ । କିନ୍ତୁ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମକୁ କଣ କରିବାକୁ ହେବ ଆସନ୍ତୁ ଜାଣିବା। ଯେତେବେଳେ ଆମେ ମନ୍ଦିର ଯାଇଥାଏ ସେତେବେଳେ ଆମକୁ ସେଠଆରେ ଗୁଜୁରାତି ,ଲବଙ୍ଗ କୁ ଖାଇବାକୁ ଦିଆଯାଇଥାଏ।

ବନ୍ଧୁଗଣ ଆୟୁର୍ବେଦ ଅନୁସାରେ ଏହି ଲବଙ୍ଗ ଏବଂ ଗୁଜୁରାତି କୁ ଖାଲି ପେଟରେ ସେବନ କରିବା ଦ୍ୱାରା ଏହା ଆମ ପେଟ ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ। ଏହାର ସେବନ କରିବା ଦ୍ଵାରା ଆମର ପେଟ ସଫା ହୋଇଥାଏ ଯାହା ଫଳରେ ଆଁମକୁ ପେଟ ଜନିତ ବହୁତ୍ ସମସ୍ୟା ହୋଇନଥାଏ । ଯଦି ଆପଣ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଗୋଟେ ଲବଙ୍ଗ ସହ ଗୁଜୁରାତି ର ସେବନ କରିବେ ତାହେଲେ ଏହା ଆପଣଙ୍କ ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ କାହିଁକି ନା ଟିର ପୋଟାସିୟମ ,କ୍ୟାଲସିୟମ, ଆଇରନ, ଭିଟାମିନ ରହିଥାଏ । ଯଦି ଆପଣ ପ୍ରତିଦିନ ସେବନ କରିବେ ତାହେଲେ ଆପଣଙ୍କ ଚୁଟି ମୂଳ ରୁ ଶକ୍ତ ହୋଇଥାଏ । ଏହା ଆମ ଶରୀର ରେ ରକ୍ତ କଣିକା ପ୍ରସ୍ତୁତ କରିଥାଏ ଏବଂ ଏହା ମଧ୍ୟ ଆମର ମୋଟା ପଣ କୁ ଦୂର କରିଥାଏ ।ଏହା ପୁରୁଷ ମାନଙ୍କ ଶକ୍ତି ମଧ୍ୟ ବଢ଼ାଇଥାଏ। ବିଛଣାରେ ସ୍ତ୍ରୀ ସହ ଅଧିକ ସୁଖ ମିଳିଥାଏ।

Clove

ଏହା ଦ୍ଵାରା ଖାଇଥିବା ଖାଦ୍ୟ ବହୁତ୍ ଶୀଘ୍ର ହଜମ ହୋଇଥାଏ ।ଆପଣ ଯଦି ଏହାର ସେବନ କରି ଖାଲି ପେଟ ରେ ତା ପରେ ହାଲକା ଗରମ ପାଣି ର ସେବନ କରିବେ ତାହେଲେ ଆପଣ ୧ମାସ ରେ ନିଜର ଓଜନ କୁ ୫ରୁ ୭ କିଲୋ ପର୍ଯ୍ୟନ୍ତ କମାଇ ପାରିବେ । ଏହା ସହିତ ଆପଣ ମଧ୍ୟ ନିଜ ଦାନ୍ତ ସହ ଜଡ଼ିତ ସମସ୍ତ ପ୍ରକାରର ସମସ୍ୟା କୁ ଦୂର କରିପାରିବେ । ଯଦି ଆପଣଙ୍କୁ ଠିକ୍ ସମୟରେ ନିଦ ଆସୁନି ତାହେଲେ ମଧ୍ୟ ଆପଣ। ଏହାର ସେବାବ କରନ୍ତୁ ଆପଣଙ୍କୁ ନିଦ ଆସିବାକୁ ଲାଗିବ ।

ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଆପଣଙ୍କୁ ପସନ୍ଦ ଆସିଲେ ଏହାକୁ ସେୟାର୍ କରି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ। ଅଧିକ ସୂଚନା ନିମନ୍ତେ ଆମକୁ ଲାଇକ୍ ଏବଂ ଫଲୋ ନିଶ୍ଚୟ କରନ୍ତୁ।

Leave a Reply

Your email address will not be published. Required fields are marked *