ଭେଣ୍ଡି ଖାଇବା ପରେ ଭୁଲରେ ବି ଏହି ଜିନିଷ ଖାଆନ୍ତୁ ନାହିଁ ଯାଇପାରେ ଜିବନ |……..।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ଜିନିଷ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ ଜାହାକୁ ଭେଣ୍ଡି ଖାଇବା ପରେ କେବେ ବି ଖାଇବାର ନାହିଁ । ସେମିତି ରେ ଆପଣ ମାନେ ଏହି କଥା କୁ ଜାଣି ଥିବେ ଏହି ଭେଣ୍ଡି ଖାଇବାରେ ଯେତେ ପରିମାଣ ରେ ଆକର୍ଶଣ ଲାଗେ ଠିକ୍ ସେତିକି ପରିମାଣ ରେ ଏହା ମଧ୍ୟ ରେ ବହୁତ ଔଷଧୀୟ ଗୁଣ ମାନ ରହି ଥାଏ ।

vhandi

ଏହା ଆପଣ ମାନଙ୍କୁ ବହୁତ ହେଲ୍ଦି ବନେଇ ରଖିବାରେ ବହୁତ ସାହାଯ୍ୟ କରି ଥାଏ । ଆପଣ ମାନେ ଜାଣି ଥିବେ ଆମକୁ ହେଲ୍ଦି ରହିବା ପାଇଁ ଆମକୁ ଡକ୍ତର ବହୁତ ପରିମାଣ ରେ ଗ୍ରୀସ୍ ଭେଜିଟେବୁଲ ଖାଇବା ପାଇଁ କହି ଥାନ୍ତି । ସେହି ମଧ୍ୟ ରୁ ଭେଣ୍ଡି ବହୁତ ମହତ୍ୱ ପୂର୍ଣ୍ଣ ହୋଇ ଥାଏ । ସେମିତି ରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଏହି ଭେଣ୍ଡି ଖାଇବା ପରେ କେଉଁ ଦୁଇ ଜିନିଷ ଖାଇବା କଥା ନୁହେଁ ।

ତେବେ ଆସନ୍ତୁ ଜାଣିବା ।

ପ୍ରଥମେ ରହିଛି ବନ୍ଧୁଗଣ ଆପଣ ମାନେ କେବେ ବି ଭେଣ୍ଡି ର ସେବନ କରିବା ପରେ ଆପଣ ମାନେ କଲରା ର ସେବନ କରନ୍ତୁ ନାହିଁ । ଏମିତି ରେ ଭେଣ୍ଡି ଆପଣ ମାନଙ୍କୁ ସବୁ ସମୟ ରେ ମିଳିବ ହେଲେ କଲରା କୁ ଆପଣ ମାନେ କେବେ କେବେ ବଜାର ଦେଖନ୍ତି ତେବେ ସେମିତି ର ବହୁତ ସମୟ ରେ ଲୋକ ମାନେ ଭେଣ୍ଡି ସହିତ କଲରା ର ସେବନ କରି ଦିଅନ୍ତି । ହେଲେ ଆପଣ ମାନଙ୍କୁ କହିବୁ କି ଆପଣ ମାନେ କେବେ ବି ଭେଣ୍ଡି ଖାଇ ସାରି କଲରା ର ସେବନ କରନ୍ତୁ ନାହିଁ । କାରଣ ଏହା ଦୁଇଟି ଏକା ସଂଙ୍ଗେ ଖାଇବା ପରେ ଆଣ ଶରୀର ରେ ଏହା ବିଷ ହୋଇ ଥାଏ । ତେବେ ଏହା ଦ୍ୱାରା ଆପଣ ମାନଙ୍କ ଦେହ ସଂମ୍ପର୍ଣ୍ଣ ଭାବେ ଖରାପ୍ ହୋଇ ପାରେ । ତଥା ଆପଣ ମାନଙ୍କ ମୃତ୍ୟୁ ବି ହୋଇ ପାରେ ।

bhandi

ଦୁଇ ରେ ରହିଛି । ଆପଣ ମାନେ ଭେଣ୍ଡି ର ସେବନ କରି କେବେ ବି ମୂଳା ର ସେବନ କରିବାର ନାହିଁ । ଏହା ଗୋଟିଏ ପ୍ରକାରର ଇନଫେକ୍ସନ ର ରୂପ ଆପଣ ମାନଙ୍କ ପାଇଁ ହୋଇ ଥାଏ । ବହୁତ ସମୟ ରେ ଲୋକ ମାନେ ଏହାର ସେବନ କରନ୍ତିୁ । ପରେ ସେମାନଙ୍କ ଚେହେରା ରେ ବହୁତ ଭୟଙ୍କର ଭାବେ ଦାଗ ଦେଖିବା ପାଇଁ ମିଳେ । ଅର୍ଥାତ୍ ଆପଣ ମାନଙ୍କୁ ଏହା ଦ୍ୱାରା ସ୍କିନ୍ ଡିଜିଜ୍ ବି ହୋଇ ପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *