ଗର୍ଭାବସ୍ଥାରେ କଦଳୀ ଖାଇଲେ କଣ ହୁଏ ।

banana

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ, ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେଇ ଆସିଛୁ।

ଗର୍ଭାବତୀ ମହିଳାଙ୍କୁ କେତେବେଳେ କେବେ କଦଳୀ ଖାଇବା ଉଚିତ ଆସନ୍ତୁ ଜାଣିବା । ଗର୍ଭବତୀ ମହିଳାଙ୍କୁ ତାଙ୍କ ବସିବା ଉଠିବ ବ୍ୟତୀତ ତାଙ୍କ ଖାଇବା ଉପରେ ମଧ୍ୟ ବିଶେଷ ଧ୍ୟାନ ରଖିବାକୁ ହୋଇଥାଏ । ଡାକ୍ତର ମାନେ ଗର୍ଭବତୀ ମହିଳାଙ୍କୁଖାଦ୍ୟ ସେବନ କରିବା ପାଇଁ ପରାମର୍ଶ ଦେଇଥାନ୍ତି । ଏମିତି କ୍ଷେତ୍ରରେ ଜଫି ଗର୍ଭବତୀ ମହିଳା କଦଳୀ ସେବନ କରେ ତାହେଲେ ତା ଫର୍ଭରେ ବଢୁଥିବା ଶିଶୁ ଅଧିକ ଭଲ ହେଇଥାଏ । ତେବେ ଚାଲନ୍ତୁ ଜାଣିବା ଗର୍ଭାବସ୍ଥାରେ କଦଳୀ କେତେ ଲାଭ ଦାୟକ ହୋଇଥାଏ ।

bananas

କଦଳୀ ରେ ଭିଟାମିନ ବି, ଭିଟାମିନ ଏ , ଭିଟାମିନ ବି୬, ଆଇରନ , କ୍ୟାଲସିୟମ , ପୋଟାସିୟମ , ମ୍ୟାଗନେସିୟମ ଭରପୁର ମାତ୍ରାରେ ଥାଏ । ଏଥିରେ କ୍ୟାଲସିୟମ ଥିବା କାରଣରୁ ଛୁଆକୁ ଭ ରପୁର ମାତ୍ରାରେ ସବୁ ମିଳିଥାଏ । ଇଥପାଇଁ ଡକ୍ଟର ମାନେ ଗର୍ଭବତୀ ମହିଳା ମାନଙ୍କୁ କଦଳୀ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । କଦଳୀ ର ସେବନ କଲେ ଏହା ଶରୀରର ହିମୋଗ୍ଲୋବିନ କୁ ବଢାଇ ଥାଏ । ଯେଉଁ ମହିଳାଙ୍କ ଠାରେ ରକ୍ତର ଅଭାବ ରହିଥାଏ ତାହେଲେ କଦଳୀ ଖାଆନ୍ତୁ ।

ଗର୍ଭ ବତି ମହିଳା ମାନ ଙ୍କ ର ପ୍ରଥମ ତିନି ମାସ ରେ ମର୍ଣିଂ ଅସୁସ୍ଥତା ସମସ୍ୟା ଦେଖା ଯାଏ। ଏହି ସମସ୍ୟା ରୁ ରକ୍ଷା ପାଇବା ପାଇଁ ଆପଣ କଦଳୀ ର ସେବନ କରନ୍ତୁ । ଗର୍ଭ ଅବସ୍ଥା ରେ ଅଧିକାଂଶ ମହିଳା ଙ୍କ ଠାରେ ରକ୍ତ ଚାପ ବଢିବା କମିବା ଲାଗି ରହିଥାଏ ।ଏହାକୁ ଠିକ୍ କରିବା ପାଇଁ ନିଜ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ । ଯଦି ପ୍ରତିଦିନ ଆପଣ କଦଳୀ ର ସେବନ କରିବେ ତାହେଲେ ଆପଣଙ୍କ ରକ୍ତ ଚାପ ନିୟନ୍ତ୍ରଣ ରେ ରହିବ ଏବଂ ଆପଣଙ୍କ ମଧୁମେହ ରୋଗର ସମସ୍ୟା ଦେଖା ଦେଇ ନଥାଏ । ଏହା ବ୍ୟତୀତ ଆପଣଙ୍କ କଲେଷ୍ଟରୋଲ ମଧ୍ୟ ନିୟନ୍ତ୍ରଣ ରେ ରହିଥାଏ ।

banana

ଗର୍ଭାବସ୍ଥା ସମୟରେ ଏସି ଦିଟି ର ସମସ୍ୟା ଦେଖାଯାଏ । କଦଳୀ ସେବନ କରିବା ଦ୍ଵାରା ଏହି ଏସି ଡିଟି ର ସମସ୍ୟା ଦୂର ହୋଇଯିବ । କାରଣ କଦଳୀ ରେ ଥିବା ମଗ୍ନେଶିୟମ୍ ପାଚନ ସ୍ଥଳୀ କୁ ଶକ୍ତ କରିଥାଏ । ଯଦି ଆପଣ ନିୟମିତ ଭାବରେ ଏହାକୁ ସେବନ କରିବେ ଏହାର ସବୁଠୁ ଭଲ କଥା ଏହା ଯେ କଦଳୀ ରେ ମାନସିକ ଚାପ ଦୂର କରିବାର କ୍ଷମତା ରହିଥାଏ । ଏହାର ସେବନ ଦ୍ଵାରା ଚାପ ଦୂର ହୁଏ ।

ଦିନରେ ଯେତେବେଳେ ଇଚ୍ଛା ହୁଏ ଆପଣ ସେତେବେଳ କଦଳୀ ଖାଆନ୍ତୁ । ଗର୍ଭାବସ୍ଥା ସମୟରେ ହାଲିଆ ଲାଗେ ତାହେଲେ ଆପଣ କଦଳୀ ର ସେବନ କରନ୍ତୁ କାରଣ ଏହା ଆପଣଙ୍କ ଶରୀର କୁ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ । ଯାହା ଫଳରେ ଆପଣଙ୍କୁ ହାଲିଆ ଲାଗି ନ ଥାଏ । କଦଳୀ ରେ ପ୍ରୋଟିନ ବହୁତ୍ ପରିମାଣ ରେ ଥାଏ । ସେହି ପ୍ରୋଟିନ ଗର୍ଭରେ ଥିବା ଶିଶୁ ର ବିକାଶ ରେ ସହାୟକ ହୋଇଥାଏ । ଏଥି ପାଇଁ ଆପଣ ଗର୍ଭାବସ୍ଥା ସମୟରେ କଦଳୀ ର ସେବନ କରନ୍ତୁ ଏହା ଆପଣଙ୍କ ଶରୀର ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *