ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତୁଳସୀ ଗଛ ହିନ୍ଧୁ ଧର୍ମ ରେ ଏକ ପବିତ୍ର ଗଛ ଭାବେ ମନା ଯାଏ ଏବଂ ଦେବୀ ବୃନ୍ଦା ଙ୍କ ଠାରୁ ଜନ୍ମ ହୋଇଛି ଯଦି ଆପଣ ମାନେ ଏହି ଗଛ କୁ ଘରେ ଲଗେଇଛନ୍ତି ତେବେ ଆପଣ ମାନଙ୍କ ଘର ର ଆର୍ଥିକ ସ୍ଥିତି ସଦୃଢ ହୋଇଥାଏ ପ୍ରାଚୀନ କାଳ ରୁ ହିଁ ଋଷି ମୁନୀ ମାନେ ନିଜ ନିଜର ଆଶ୍ରମ ରେ ଏହି ତୁଳସୀ ଗଛ କୁ ଲଗେଇ ଥିବାର ଦେଖିବା ପାଇଁ ମିଳୁ ଥିଲେ ।
ଏବ ତୁଳସୀ ଗଛ କୁ ସବୁ ଦିନ ପାଣି ଦାନ କରିବାର ପରମ୍ପରା ଚାଲି ଆସୁଛି , ହେଲେ ବନ୍ଧୁଗଣ ସେମିତି ରେ ଏମିତି କିଛି ଦିନ ମାନଙ୍କ ବିଷୟ ରେ ଶାସ୍ତ୍ର ରେ କୁହା ଜାଇଛି , ଯେଉଁ ଦିନ ରେ ତୁଳସୀ ଗଛ କୁ ପାଣି ଦାନ କରିବା ଉଚିତ୍ ନୁହେଁ , ଏହି ମଧ୍ୟରୁ ପ୍ରତ୍ୟେକ ରବିବାର , ଏକାଦୋଶୀ , ଏବଂ ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ର ଗ୍ରହଣ ସମୟ ରେ ତୁଳସୀ କୁ ଜଳ ଚଢେଇବା ଉଚିତ୍ ନୁହେଁ ।
ଏହା ସହିତ ସୂର୍ଯ୍ୟ ଅସ୍ତ ପରେ କେବେ ବି ତୁଳସୀ ପତ୍ର ତୋଳନ୍ତୁ ନାହିଁ , ସେହି ପରି ବନ୍ଧୁଗଣ ଏହି କଥା ର ସବୁ ବେଳେ ଧ୍ୟନ ରଖନ୍ତୁ କି ସୁଖିଲା ତୁଳସୀ ଗଛ ଯେମିତି ଘରେ ନ ରହୁ , ଏହା ସବୁ ସମୟ ରେ ପରିବର୍ତନ କରିବା ଜରୁରୀ ଏବଂ ଏହାକୁ କେବେ ବି ସୁଖିବା ପାଇଁ ଦେବା ଉଚିତ୍ ନୁହେଁ,ଘରେ ତୁଳସୀ ସହିତ କଦଳୀ ଗଛ କୁ ଲଗାଇବା ଦ୍ୱାରା ଆପଣ ମାନଙ୍କ ଘରେ ସୁଖ ସମୃଦ୍ଧି ବହୁତ ପରିମାଣ ରେ ଦେଖିବା ପାଇଁ ମିଳେ ।
ଆପଣ ମାନଙ୍କ ଉପରେ ସବୁ ସମୟ ରେ ଭଗବାନ ବିଷ୍ଣ ଙ୍କ କୃପା ରହିଥାଏ ,ସେମିତି ରେ ଆପଣ ମାନଙ୍କ ଘରେ ଯଦି କଦଳୀ ଗଛ ରହିଛି ତେବେ ଏହାକୁ ସବୁ ସମୟ ରେ ଇସାଣ କୋଣ ରେ ଲଗାନ୍ତୁ ,ଏହା ଦ୍ୱାରା ଘରେ ଧନ ର ବର୍ଷା ହୁଏ ଏବଂ ସ୍ୱାସ୍ଥ ମଧ୍ୟ ଠିକ୍ ରହେ । ଯଦି ଏହି ଗଛ ର ଦିଗ ସଠିକ୍ ନ ଥିବ ତେବେ ସେମିତି ବେଳେ ଆପଣ ମାନଙ୍କ ଘରେ ସବୁ ସମୟ ରେ କଳି ତଥା ସବୁ ସମୟ ଧନ ର କ୍ଷେତି ହେବାର ଆପଣ ମାନେ ଦେଖି ଥାନ୍ତି ।
ସେମିତି ରେ କଦଳୀ ସହିତ ତୁଳସୀ ଗଛ ପାଖାପାଖୀ ଲଗାଇବା ଦ୍ୱାରା ଆପଣ ମାନଙ୍କ ଉପରେ ଲକ୍ଷ୍ମୀ ଏବଂ ବିଷ୍ଣ ଙ୍କ କୃପା ରହିଥାଏ ତେବେ ଘରେ ସବୁ ସମସ୍ୟା ଦୂର ହୁଏ ଏବଂ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ଆପଣ ମାନଙ୍କ ଉପରେ ପଡିଥାଏ,
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।