ସତ ହେବାକୁ ଜାଉଛି ମାଳିକା ବଚନ – ବାଇସି ପାହଚେ ମିନ ଖେଳିବ ଦେଖନ୍ତୁ ଭିଡିଓ !

qwe

2 ଦିନ ତଳେ ଆପଣ ସୋସିଆଲ ମିଡିଆରେ ବାଇସି ପାହଚରେ ବର୍ଷା ଯୋଗୁଁ ଝରଣା ସୃଷ୍ଟି ହୋଇଥିବାର ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ଏବଂ ନ୍ୟୁଜ ଚ୍ୟାନେଲ ମାନଙ୍କର ଦେଖିଥିବେ । ଅଉ ଏହି ବିଷୟରେ ବି ବହୁତ ଜାଗାରେ ବହୁତ କିଛି ଆଲୋଚନା ହେଉଥିବାର ଖବର ମଧ୍ୟ ଆପଣ ପାଇଥିବେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖେଇବାକୁ ଜାଉଛୁ , ଜାହାକୁ ଦେଖିଲେ ଆପଣ ଏହା ଅନୁମାନ କରି ପାରିବେ ଯେ ଖୁବ ଶିଘ୍ର ମାଳିକା ବଚନ ସତ ହେବାକୁ ଜାଉଅଛି । ଏବଂ ମାଳିକା ବଚନ ଅନୁଯାୟୀ ଖୁବ ଶିଘ୍ର ବାଇସି ପାହଚରେ ମିନ ଖେଳିପାରେ ।

ଆପଣ ମାନେ ସମସ୍ତେ ମାଳିକା ବିଷୟରେ ଅଳ୍ପ ବହୁତେ ସମସ୍ତେ ଜାଣିଥଥିବେ । କିପରି ମାଳିକା ରେ ମହାପ୍ରଭୁ ଅଚ୍ୟୁତ ଆଗାମୀ ଭବିଷ୍ୟତ ବିଷୟରେ ମାଳିକାରେ ବର୍ଣ୍ଣନା କରିଛନ୍ତି । ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।

ତେବେ ମାଳିକାରେ ଲେଖା ଥିବା ଗୋଟେ କଥା ଏବେ ସତ ହେବାକୁ ଜାଉଛି ବୋଲି କହିଲେ ଭୁଲ ହେବନାହିଁ । ମାଳିକାରେ ଲେଖା ଥିଲା କି ବାଇସି ପାହଚରେ ମିଳ ଖେଳିବ , ଯାହା ବହୁତ ଶିଘ୍ର ସତ ହୋଇପାରେ ବୋଲି ଅନୁମାନ କରା ଜାଇପାରେ ।

ଏବେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଜାହାକୁ ଆପଣ ଏହି ପୋଷ୍ଟର ତଳେ ଦେଖି ପାରୁଥିବେ । ଯେଉଁ ଭିଡିଓରେ ବଡ ଦାଣ୍ଡରେ ବର୍ଷା ଜଳର ସୁଅ ସହିତ ପ୍ରବଳ ଜଳ ରାଶି ମଧ୍ୟ ଦେଖିବାକୁ ମିଳୁଥିଲା । ଏବଂ ସେ ଭିଡିଓରେ କିଛି ଲୋକ ଏହା ମଧ୍ୟ କହୁଛନ୍ତି କି ବର୍ଷା ଜଳ ବଡ ଦାଣ୍ଡରୁ ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ କରୁଅଛି ବୋଲି ।

ତେବେ ଏହି ଭିଡିଓ ଦେଖିଲେ ଏହା ପରିକଳ୍ପାନା କରା ଜାଇପାରେ ଯେ ମାଳିକା ବଚନ ବହୁତ ଶିଘ୍ର ସତ ହୋଇପାରେ । ତେବେ ଏ ବିଷୟରେ ଆପଣଙ୍କ ମତା ମତ କଣ ଆମକୁ କମେଣ୍ଟରେ ନିଶ୍ଚୟ ଜଣାଇବା ସହିତ ଆମ ପେଜକୁ ଲାଇକ ଓ ଫଲୋ ନିଶ୍ଚୟ କରନ୍ତୁ ।

ସବୁବେଳେ ଏହି ଭଳି କିଛି ଭଲ ଖବର ପଢିବା ପାଇଁ ଆମ ପେଜକୁ ଉପରେ ଫଲୋ ନିଶ୍ଚୟ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *