Astro Predict – ରାଶି ହିସାବରେ ଜାଣନ୍ତୁ ଆପଣଙ୍କର ଲକି ନମ୍ବର କଣ । ସିଂହ , କନ୍ୟା , ତୁଳା ଓ ବିଛା ରାଶିଙ୍କ ଲକି ନମ୍ୱର ।

Number

ବନ୍ଧୁଗଣ ଭାଗ୍ୟ ଏକ ଏପରି ଜିନିଷ ହୋଇଥାଏ ଯାହା ଆପଣଙ୍କ ଜୀବନ ରକ୍ଷା ମଧ୍ୟ କରିପାରେ ଓ ଆପଣଙ୍କ ଜୀବନ ମଧ୍ୟ ନେଇପାରେ। ଆପଣ କେବେ, କେଉଁଠାରେ, କେଉଁ ସମୟରେ ଥାଆନ୍ତି ଓ କୌଣସି ବଡ ଦୁର୍ଘଟଣା ଆପଣଙ୍କ ଠାରୁ କେତେ ଦୂରରେ କିମ୍ବା ପାଖରେ ଅଛି ଏହା ଭାଗ୍ୟର ଖେଳ ଅଟେ। ଏହି ପ୍ରକାର ଜୀବନରେ ସଫଳତା ଓ ପଇସା ଆୟ କରିବାରେ ମଧ୍ୟ ଭାଗ୍ୟ ମହତ୍ଵପୃନ୍ନ ଭୂମିକା ନିର୍ବାହ କରିଥାଏ। ଅନେକ ସମୟରେ କମ ଯୋଗ୍ୟତା ଥିବା ଲୋକଙ୍କୁ ମଧ୍ୟ ଭାଗ୍ୟର ସହାୟତା ବଳରେ ପଇସା ଓ ନାମ ଦୁହେଁ ମିଳିଯାଇଥାଏ। ଏମିତିରେ ଯଦି ଆପଣ ମଧ୍ୟ ନିଜର ଭାଗ୍ୟ ମଜବୁତ କରିବାକୁ ଚାହାନ୍ତି ତ ରାଶି ଅନୁଯାୟୀ ଲକି ନମ୍ବର ନିଶ୍ଚିତ ଦେଖିନିଅନ୍ତୁ । ଏହି ଲକି ନମ୍ବର ଆପଣଙ୍କୁ ଜୀବନର ସମସ୍ତ ମୋଡରେ ବହୁତ ସାହାଯ୍ୟ କରିବ ।

ଭାଗ୍ୟ ଲକି ନମ୍ୱର ଭାଗ 1 – ସିଂହ , କନ୍ୟା , ତୁଳା ଓ ବିଛାରାଶି ।

ଯଦି ଆପଣ ଏହାର ଭାଗ 1 ରେ ମେଷ , ବୃଷ , ମିଥୁନ ଓ କର୍କଟ ରାଶିର ବ୍ୟକ୍ତିଙ୍କ ଲକି ନମ୍ୱର ବିଷୟରେ ପଢି ନାହାଁନ୍ତି , ତେବେ ଭାଗ 1 ନିଶ୍ଚୟ ପଢନ୍ତୁ । ଭାଗ୍ୟ ଲକି ନମ୍ୱର ଭାଗ 1 – ମେଷ , ବୁଷ , ମିଥୁନ ଓ କର୍କଟ ରାଶି ।

ସିଂହ ରାଶି: ଏହି ରାଶିର ଲୋକଙ୍କର ଭାଗ୍ୟଶାଳୀ ନମ୍ବର 0 ଓ 8 ହୋଇଥାଏ। ଯଦି ଆପଣ ଧ୍ୟାନ ଦେବେ ତେବେ 8ରେ ମଧ୍ୟ ଦୁଇ ଶୂନ ଗୋଟିଏ ଉପରେ ଆଉ ଗୋଟେ ରହିଛି। ତେବେ ଆପଣ ନିଜର ଗାଡି ନମ୍ୱର ପ୍ଲେଟ , କିମ୍ୱା ପୋଷାକ ଆଦି ରେ ଏହି ନମ୍ୱରର ବ୍ୟବହାର କଲେ ଜୀବନରେ ସଫଳତା ନିଶ୍ଚୟ ମିଳିବ ।

astrolog

କନ୍ୟା ରାଶି: କନ୍ୟା ରାଶିର ଲୋକଙ୍କର ଭାଗ୍ୟଶାଳୀ ନମ୍ବର 3 ଓ 5 ହୋଇଥାଏ। ଏହି ନମ୍ବରର ଲକେଟ ତିଆରି କରି ବେକରେ ପିନ୍ଧିବା ବହୁତ ଶୁଭ ହୋଇଥାଏ। ଯଦି ଆପଣ ନିଜ ଜୀବନରେ ଏହି ନମ୍ୱରକୁ ବ୍ୟବହାର କରନ୍ତି , ତେବେ ଆପଣଙ୍କର ସବୁ କିଛି ଶୁଭ ଓ ମଙ୍ଗଳ ମୟ ହେବ ।

ତୁଳା ରାଶି: 4 ଏବଂ 6 ଏହି ରାଶିର ଲୋକଙ୍କର ଲକି ନମ୍ବର ହୋଇଥାଏ। ଯେବେ ମଧ୍ୟ ଆପଣ କୌଣସି କାର୍ଯ୍ୟ କରନ୍ତି ତ ଭଗବାନଙ୍କୁ 4 କିମ୍ବା 6ଥର ସ୍ମରଣ କରି କରନ୍ତୁ, ଆପଣଙ୍କ କାର୍ଯ୍ୟ ସଫଳ ହେବ । ଏହା ସହିତ ଏହି ନମ୍ୱର କୁ ବ୍ୟବହାର କରି ଆପଣ ଆପଣଙ୍କର ନ ହେଉଥିବା କାମ ଅତି ସହଜରେ କରି ପାରିବେ ।

rashi

ବିଛା ରାଶି: ଏହି ରାଶିର ଲୋକଙ୍କର 11 ଓ 9 ନମ୍ବର ଜରିଆରେ ନିଜର ଜୀବନରେ ଭାଗ୍ୟ ମଜବୁତ ହୋଇପାରିବେ। ଏହି ଦିନ କିମ୍ବା ସମୟରେ କରାଯାଇଥିବା କାର୍ଯ୍ୟ ଆପଣଙ୍କୁ ବହୁତ ଫଳ ଦେବ । ଆପଣ ନିଜର ପସନ୍ଧର ଜିନିଷରେ ଏହି ନମ୍ୱରର ବ୍ୟବହାର କରି ପାରିବେ ।

ଏହା ଥିଲା ଚାରୋଟି ରାଶିର ଲକି ନମ୍ୱର ସମ୍ଭନ୍ଧୀୟ ତଥ୍ୟ । ଏହାର ତୃତୀୟ ଭାଗରେ ଆମେ ଅନ୍ୟ ରାଶି ବିଷୟରେ ଜଣାଇବୁ । ଯଦି ଆପଣ ନିଜ ରାଶି ଓ ଲକି ନମ୍ୱର ବିଷୟରେ ସୁଚନା ଚାହାଁନ୍ତି , ତେବେ ଗୋଟିଏ ଲାଇକ କଲେ ଆମେ ଆପଣଙ୍କୁ ଆପଣଙ୍କ ବିଷୟରେ ସୁଚନା ପ୍ରଦାନ କରିବୁ  । କେବଳ ଲାଇକ କଲେ ହିଁ ସୁଚନା ମିଳିବ ।

Leave a Reply

Your email address will not be published. Required fields are marked *