ଘରେ ଟଙ୍କା ପଇସାର ଅଭାବ ଲାଗି ରହୁଥିଲେ କରନ୍ତୁ ଏହି ଉପାୟ । ହେବ ଧନ ପ୍ରାପ୍ତି । Astro Tips

money

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଉପାୟ ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ନିଜ ଜୀବନ ରେ ଧନ ପ୍ରାପ୍ତି କରିବେ । ବନ୍ଧୁଗଣ ଏହି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଧନ ଲାଭ କରିବାକୁ ଚାହିଁଥାଏ ଏବଂ ନିଜ ଜୀବନକୁ ଆଡ଼ମ୍ବର ପୂର୍ଣ୍ଣ ବିତାଇବାକୁ ଚାହିଁଥାଏ । ଧନ ହାସଲ କରିବା ନିମନ୍ତେ ବ୍ୟକ୍ତି ବିଭିନ୍ନ ପ୍ରକାର ପ୍ରୟାସ କରିଥାଏ କିନ୍ତୁ ସେଥିରେ ସଫଳ ହୋଇନଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୫ ଟି ଉପାୟ ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣ ନିଶ୍ଚିତ ଭାବରେ ଧନ ପ୍ରାପ୍ତି କରିବେ । ତେବେ ଆସନ୍ତୁ ସେହି ଉପାୟ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ପ୍ରଥମ ଉପାୟ ନିମନ୍ତେ ଯେଉଁ ସାମଗ୍ରୀ ଆବଶ୍ୟକ ତାହା ହେଉଛି ‘ଗୋଲମରିଚ’ । ବନ୍ଧୁଗଣ ଆପଣ ୫ଟି ଗୋଲମରିଚ ଦାନା କୁ ନେଇ ତାକୁ ନିଜ ମୁଣ୍ଡ ଉପରେ ୭ ଥର ଘୁରାଇ ୪ଟି ଦାନା କୁ ୪ଦିଗ ରେ ଏବଂ ଗୋଟିଏ ଦାନା କୁ ଆକାଶ ଆଡ଼େ ଫିଙ୍ଗି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଅଚାନକ ଧନ ପ୍ରାପ୍ତି ହୋଇଥାଏ ।

Pepper

ଦ୍ୱୀତୀୟ ଉପାୟ ଜାହାକୁ କଲେ ଧନ ପ୍ରାପ୍ତି ହୁଏ , ତାହା ହେଉଛି ଗୋଟିଏ ବର ଗଛ ସାମ୍ମାନାରେ ନିଜର ମନ ସ୍କାମନାକୁ ମନେ ମନେ ଭାବି , ଗୋଟିଏ ନାଲି କପଡାରେ ଗୋଟିଏ ଗୋଟା ଗୁଆ ବାନ୍ଧି , ସେହି ଘଛର ଏକ ଶାଖାରେ ବାନ୍ଧି ଦିଅନ୍ତୁ । ଦେଖିବେ ବହୁତ କମ ଦିନ ମଧ୍ୟରେ ଆପମହ୍କର ସେହି ମନ ସ୍କାମନା ପୁରଣ ହୋଇଯିବ ।

ଧନ ପ୍ରାପ୍ତି ନିମନ୍ତେ ସବୁଠୁ ଭଲ ଉପାୟ ହେଉଛି ପରିଶ୍ରମୀ ହୁଅନ୍ତୁ । କୁହାଯାଏ ପରିଶ୍ରମର ଫଳ କେବେ ବୃଥା ଜାଏନି । ପରିଶ୍ରମୀ ଲୋକ ମଧ୍ୟ କେବେ ଦୁଃଖା ପାଏନି । ସେ ଯେମିତି ବି ହେଉ ଅର୍ଥ ଉପାର୍ଜନ କରି ପାରିବ । ପରିଶ୍ରମୀ ଲୋକଙ୍କ ଉପରେ ସବୁବେଳେ ମା ଲକ୍ଷ୍ଣୀ ପ୍ରସନ୍ନ ହୋଇଥାନ୍ତି । ତେଣୁ ପରିଶ୍ରମୀ ହେବା ଶିଖନ୍ତୁ ।

puja

ବନ୍ଧୁଗଣ ଅଚାନକ ଧନ ପ୍ରାପ୍ତି ନିମନ୍ତେ ମାତା ଲଷ୍ମୀ ଙ୍କ ମନ୍ଦିର ରେ ସୁଗନ୍ଧିତ ଧୂପ ତଥା ଗୋଲାପ ର ଧୂପ ଦାନ କରନ୍ତୁ । ଶୁକ୍ଳ ପକ୍ଷ ର କୌଣସି ବି ଶୁକ୍ରବାର ରେ ଏହି ଉପାୟ କରିବା ଦ୍ୱାରା ଏହା ଫଳପ୍ରଦ ହୋଇଥାଏ ।

ଏହା ଥିଲା କିଛି ଉପାୟ ଜାହାକୁ ଆପଣେଇ ଆପମ ଧନ ଉପାର୍ଜନ କରି ପାରିବେ । ଯଦି ଆପଣ  ପରିଶ୍ରମୀ ତେବେ ଆପଣ କେବେବି ଦୁଃଖରେ ରହିବେନି । ପରିଶ୍ରମ କରନ୍ତୁ , ଧନ ଆୟ ନିଶ୍ଚୟ ହେବ । ବାସ୍ତୁ , ଗ୍ରହ ଦୋଷ , ଟଙ୍କା ପଇସାରେ ଅସୁବିଧା ଥିଲେ ଲାଇକ କରନ୍ତୁ , ସମାଧାନର ବାଟ ଆମେ ଆପମଙ୍କୁ କହିବୁ ।

Leave a Reply

Your email address will not be published. Required fields are marked *