Health Tips – ପିରିୟଡ ହେଲେ ଝିଅଙ୍କ ଶରୀରରେ କଣ ହୁଏ , ଜାଣନ୍ତୁ ଏବେ ହିଁ

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଏହି କଥା ଜାଣି ଥିବେ କି ଦୁନିଆଁ ର ପ୍ରତ୍ୟେକ ମହିଳା ଙ୍କୁ ମାସ ରେ 3 ରୁ 4 ଦିନ ମାସିକ ଋତୁ ଶ୍ରାବ ରେ ପଡିବା ପାଇଁ ପଡି ଥାଏ । ଏହି ସମୟ ରେ ମହିଳା ମାନଙ୍କୁ ପିଠି ପେଟ ଏବଂ ଶରୀର ଯନ୍ତ୍ରଣା ସହିତ ଅନେକ ଛୋଟ ସମସ୍ୟା ର ସାମ୍ନା କରିବା ପାଇଁ ପଡି ଥାଏ ।

ହେଲେ ଏହାକୁ ନେଇ ପ୍ରଥମେ ପ୍ରଥମେ ମହିଳା ମାନେ ବହୁତ ବିରକ୍ତି ହୋଇ ଥାନ୍ତି ଯେମିତି କି ଦାଗ ହେବାର ଭୟ ଯନ୍ତ୍ରଣା ର ଭୟ ରହି ଥାଏ । ଏବଂ ସେହିଥି ପାଇଁ କେବେ ବି ମହିଳା ମାନେ ପ୍ରଥମ ଦିଗ କୁ ଭୁଲି ପାରନ୍ତି ନାହିଁ ।

gir

ସେହି ପରି ବେଳେ କଣ ଆପଣ ମାନେ ଏହି କଥା କୁ କେବେ ବି ଜାଣିବା ପାଇଁ ପାଇଛନ୍ତି କି ଯେତେ ବେଳେ କୈଣସି ମହିଳା ର ପ୍ରଥମ ଋତୁ ଶ୍ରାବ ହୋଇ ଥାଏ ତେବେ ସେହି ସମୟ ରେ ସେମାନଙ୍କର ଶରୀର ଉପରେ ବି ବିଷେଶ ଭାବେ ପ୍ରଭାବ ପଡି ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ପ୍ରଭାବ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

ପ୍ରତ୍ୟେକ ଝିଅ ମାନେ ଶାରୀରିକ ଦୁର୍ବଳତା ପାଇଁ ହିଁ ଅତି ଶୀଘ୍ର ଋତୁ ଶ୍ରାବ ଆରମ୍ଭ କରନ୍ତି । ସେମିତିରେ ଯଦି କୈଣସି ଝିଅ ର କମ୍ ବୟସ ରୁ ହିଁ ଏହି ଋତୁ ଶ୍ରାବ କରି ଥାନ୍ତି ତେବେ ସେମାନଙ୍କୁ ପରେ ମଧୁମେୟ ହେବାର ସମ୍ଭାବନା ରହି ଥାଏ । ଏକ ଅନୁସନ୍ଧାନ ରୁ ଜଣା ପଡିଛି କି ଯେଉଁ ଝିଅ ମାନେ 10 ବର୍ଷ ବୟସ ରୁ ପିରିଅଡ ଆରମ୍ଭ କରି ଥିଲେ । ସେମାନଙ୍କୁ ଗର୍ଭ ବସ୍ତା ର ସମସ୍ୟା ଦେଖିବା ପାଇଁ ମିଳେ ।

girls

ସେହି ପରି ପ୍ରଥମ ଅବଧି ଏମାନଙ୍କର 12 ବର୍ଷ ରେ ଆସେ ପରେ ସେମାନଙ୍କୁ ମୋଟା ପଣ ଆଦି ସମସ୍ୟା ର ସାମ୍ନା କରିବା ପାଇଁ ପଡେ । ସେହି ପରି ଭାବେ ଯେଉଁ ଝିଅ ମାନଙ୍କୁ 17 କିମ୍ବା 18 ବର୍ଷ ବୟସ ରେ ଋତୁ ଶ୍ରାବ ଆରମ୍ଭ ହୋଇ ଥାଏ ସେମାନଙ୍କୁ ହୃଦଘାତ ବା ଉଚ୍ଛ ବିପି ହେବା ର ସମ୍ଭାବନା ରହି ଥାଏ । ତେବେ ପିରିଏଡ ହେବାର ଉଚିତ ବୟସ ହେଲା 14 ରୁ 15 ବର୍ଷ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *