Breaking News: ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଦେଲେ ବଡ ସଂଙ୍କେତ , ଏହି ତାରିଖ ଯାଏ ପୁଣି ରାଜ୍ୟରେ ବଢିପାରେ ଲକଡାଉନ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି କିଛି ଦିନ ତଳେ ଆପଣ ମାନେ ଜାଣି ଥିବେ କି ରାଜ୍ୟ ସରକାର କୋରନା ସଂଙ୍କ୍ରମଣ ପାଇଁ ଲକଡାଉନ୍ ଘୋଷଣା କରିଥିଲେ । ଏହା ପରେ ପରେ ଏବେ ରାଜ୍ୟ ରେ କେଉଁ ପରି ଗାଉଡ ଲାଇନ୍ ଜାରି ହେବ ସେହି ଅପେକ୍ଷା ରେ ସମସ୍ତେ ରହିଛନ୍ତି । ଏବେ ମାତ୍ର 3 ଦିନ ପରେ ଲକଡାଉନ୍ ଖୋଲିବ । ଗତ ମାସ 5 ରୁ ଲକଡାଉନ୍ ଆରମ୍ଭ ହୋଇଥିଲା । ଏବଂ ଜୁନ୍ 17 ରେ ଆଂଶିକ ଭାବେ ଲକଡାଉନ୍ କୁ କୋହଳ କରା ଜାଇ ଥିଲା ।

ହେଲେ ଏବେ ମାସ ର ସେଷ ହୋଇ ଥିବା ବେଳେ ଏହା ଉପରେ କୈଣସି ପ୍ରଭାବ ଦେଖିବା ପାଇଁ ମିଳି ନ ଥିବାରୁ । ଲୋକ ମାନେ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବଂ ଏହି ଲକଡାଉନ୍ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ଦେଖେଇଛି । ତେବେ 1 ଜୁଲାଇ ରୁ ରାଜ୍ୟ ରେ କଟକଣା କଣ ରହିବ ତାହା ଚିନ୍ତା ର ବିଷୟ ଅଟେ । କେଉଁ ଜିଲ୍ଲା ରେ କେଉଁ ଭଳି ଭାବେ ନୂଆ ନିୟମ ଲାଗୁ ହେବ ସେହି ନେଇ ବର୍ତମାନ ସମୟ ରେ ସରକାର କୈଣସି ନିସ୍ପତି ନେଇ ନାହାଁନ୍ତି ।

naveen patnaik

ଏହି ଦିନ ରେ ବିଭିନ୍ନ ଜିଲ୍ଲା ମାନଙ୍କ ରେ କୋରନା ସଂଙ୍କ୍ରମଣ ହ୍ରାସ ପାଉ ଥିବାରୁ ବିଭିନ୍ନ ଜିଲ୍ଲା କୁ ବିଭିନ୍ନ କେଟାଗୋରୀ ରେ ବିଭକ୍ତ କରାଜାଇଛି । 16 ଜୁନ୍ ପରେ ଏହି ସବୁ ଜିଲ୍ଲା ରେ କୋରନା ସଂଙ୍କ୍ରମଣ ହ୍ରାସ ପାଇବାରେ ଲାଗିଛି । ଯେଉଁ ଜିଲ୍ଲା ରେ ସଂଙ୍କ୍ରମଣ ହାର କମିଛି ସେହି ଜିଲ୍ଲା ମାନଙ୍କରେ ଏହି କେଟାଗୋରୀ କୁ ଲକ୍ଷ୍ୟ କରି ଦୋକାନ ବଜାର କୁ ଖୋଲା ରଖା ଜାଇ ପାରେ । ଏହା ସହିତ ସରକାର ଙ୍କ ସପ୍ତାହିକ ସର୍ଟଡାଉନ୍ କେଟାଗୋରୀ ରେ ଥିବା ଜିଲ୍ଲା ଗୁଡିକୁ ମୁକ୍ତି କରି ପାରନ୍ତି ।

ସେହି ପରି କେଟାଗୋରୀ ଏ ରେ ରହି ଥିବା ଜିଲ୍ଲା ଗୁଡିକ ରେ ନାଇଟ କର୍ଫ୍ୟୁ କୁ ବଢାଇ ଦିଆ ଜାଇ ପାରେ । ଏବଂ ଅନ୍ୟ ପକ୍ଷ୍ୟ ରେ ବଜାର ଖୋଲିବାର ସମୟ ସୀମା କୁ ସରକାର ବଢେଇ ଦିଆ ଜାଇ ପାରେ । ହେଲେ ଭୁବନେଶ୍ୱର ଏବଂ କଟକ ର କଟକଣା ସେମିତି ହିଁ ରହିବ । କାରଣ ଆଗାମୀ ସମୟ ରେ ରଥଯାତ୍ରା ରହିଥିବାରୁ କଟକଣା କୋହଳ ନ ହୋଇ ପାରେ ।

Lockdown

ଏଠାରେ ସିଧା ସଳଖ ଭାବେ କହିବା ପାଇଁ ଗଲେ ଜୁଲାଇ ମାସ ରେ ଖୋର୍ଦ୍ଧା, ଯାଜପୁର, ବାଲେଶ୍ଵର ,କଟକ, ପୁରୀ, ଜିଲ୍ଲା ରେ କଟକଣା ରହିବ । ଆଜି ତୃତୀୟ ପର୍ଯ୍ୟାୟ ଲକଡାଉନ୍ ର ସେଷ ପର୍ଯ୍ୟାୟ ରହିଛି । କୋରନା ସଂଙ୍କ୍ରମଣ କମ୍ ହେବାକୁ ହେଲେ ସାଧାରଣ ଲୋକ ମାନଙ୍କୁ ସରକାର ଙ୍କୁ ସହଯୋଗ କରିବାକୁ ପଡିବ । ଏବେ ବି କିଛି ଲୋକ ମାନେ ରହିଛନ୍ତି ଯେଉଁ ମାନେ କୋରନା ସଂଙ୍କ୍ରମଣ ଗାଇଡ୍ ଲାଇନ୍ କୁ ଅବମାନନା କରୁଛନ୍ତି । ଏହା ବ୍ୟତିତ ଅମାନିଆ ଲୋକ ମାନେ ପୋଲିସ୍ ଗାଇଡ ଲାଇନ୍ ର ନିୟମ କୁ ଭାଙ୍ଗୁ ଥିବାର ଦେଖିବା ପାଇଁ ମିଳନ୍ତି । ଏହି ଘଟଣା କୁ ନେଇ ଆପଣ ମାନେ ମତାମତ ଦେଇ ପାରିବେ କି ଏବେ ଲକଡାଉନ୍ କୁ ବୃଦ୍ଧି କରାଯିବ କି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *