Special Report: କଣ ଜୁଲାଇ 1 ରୁ ଲକଡାଉନ୍ ଖୋଲିବ ଓଡିଶା ରେ ଆସନ୍ତୁ ଜାଣିନେବା କଣ ରହିବ ଜୁଲାଇ ଗାଇଲ ଲାଇନ୍ ।

Lockdown

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସାରା ରାଜ୍ୟରେ ଲକଡାଉନ୍ ଏବଂ ସର୍ଟ ଡାଉନ୍ ର ସ୍ଥତି ରହିଛି ଜାହା ପାଇଁ ଆଗାମୀ ସମୟ ରେ ସରକାର ଏହା ପାଇଁ କଣ ନିସ୍ପତି ନେବେ ତାହା ବର୍ତମାନ ସମୟ ରେ ଚିନ୍ତା ର ବିଷୟ ପାଲଟିଛି । ଯେମିତି କି ଆପଣ ମାନେ ଜାଣି ଥିବେ ଆଗକୁ ପୁରୀ ର ରଥ ଯାତ୍ରା ଆସୁଥିବା ବେଳେ ଏହି ନିୟମ କୁ କେମିତି ଭାବେ ପାଳନ କରାଯିବ ସେହି ନେଇ ଚିନ୍ତା ପ୍ରକୋଟ ହୋଇଛି । ବର୍ତମାନ ଖୋର୍ଦ୍ଧା, ଯାଜପୁର, ବାଲେଶ୍ଵର ,କଟକ, ପୁରୀ, ଜିଲ୍ଲା ରେ କଟକଣା ରହିଛି ।

Lockdown

କାରଣ ଏହି ସବୁ ଜିଲ୍ଲା ରେ ଅଧିକ ସଂଙ୍କ୍ରମିତ ହେବାର ସଂଖ୍ୟା ଦେଖିବା ପାଇଁ ମିଳିଛି । ସେହି ପରି ବେଳେ ରାଜ୍ୟ ରେ ଏମିତି ଭାବେ ପରିସ୍ଥିତି ଦେଖି ବର୍ତମାନ ସମୟ ରେ କେମିତି ନିୟମ କରାଯିବ ତାହା ଚିନ୍ତା ବିଷୟ ରେ ପାଲଟିଛି । ସୂଚନା ଅନୁସାରେ 5 ଟି ଜିଲ୍ଲା ରେ 7.5 ପ୍ରତିଶତ ପଜେଟିଭ୍ ହାର ରହି ଥିବା ବେଳେ ପୁରୀ ଏବଂ ନୟାଗଡ ରେ ଏବେ 7.5 ପ୍ରତିଶତ ରୁ ଅଧିକ ପରିମାଣ ରେ ପଜେଟିଭ୍ ରହି ଥିବାର ଦେଖିବା ପାଇଁ ମିଳିଛି ।

ଏବଂ କିଛି ଜିଲ୍ଲା ଏବେ ସ୍ୱଭାବିକ ଭାବେ କୋରନା ସଂଙ୍କ୍ରମଣ ରହିଛି । ତେବେ ଏହି ଅଧିକ ସଂଙ୍କ୍ରମିତ ଜିଲ୍ଲା ମାନଙ୍କ ରେ ଜୁଲାଇ 1 ତାରିଖ ପରେ ବି ଦୋକାନ ବଜାର ଖୋଲିବା ପାଇଁ କଟକଣା ରହିଛି । ଏହା ସହିତ ରେ ଗତ ବର୍ଷ ଠାରୁ ଏହି ବର୍ଷ ଅଧିକ କୋରନା ସଂଙ୍କ୍ରମଣ ହୋଇଥିବାରୁ ଏବଂ ଏପଟେ ଲୋକ ମାନେ ଗାଇଡ ଲାଇନ୍ କୁ ସଠିକ୍ ଭାବେ ପାଳନ କରୁ ନ ଥିବାରୁ । କୋରନା ବଢିବାରେ ଲାଗିଛି ।

lock

ଏହି ସବୁ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଆଗାମୀ ସମୟ ରେ କଣ ସବୁ ନିସ୍ପତି ନେବେ ତାହା ଏବେ ଯାଏ ଜଣା ପଡି ନାହିଁ । ଏବେ ବି କିଛି ଲୋକ ମାନେ ରହିଛନ୍ତି ଯେଉଁ ମାନେ କୋରନା ସଂଙ୍କ୍ରମଣ ଗାଇଡ୍ ଲାଇନ୍ କୁ ଅବମାନନା କରୁଛନ୍ତି ।

ଏହା ବ୍ୟତିତ ଅମାନିଆ ଲୋକ ମାନେ ପୋଲିସ୍ ଗାଇଡ ଲାଇନ୍ ର ନିୟମ କୁ ଭାଙ୍ଗୁ ଥିବାର ଦେଖିବା ପାଇଁ ମିଳୁଛନ୍ତି । ଏହି ଘଟଣା କୁ ନେଇ ଆପଣ ମାନେ ମତାମତ ଦେଇ ପାରିବେ କି ଏବେ ଲକଡାଉନ୍ କୁ ବୃଦ୍ଧି କରିବା ଉଚିତ୍ କି ନାହିଁ ।

Leave a Reply

Your email address will not be published. Required fields are marked *