Special Report: ଏବେ ଭେକ୍ସସିନ୍ ନେବା ପରେ ହେଉଛି ଏହି ଭୟଙ୍କର ରୋଗ ଏହି ରୋଗ ରେ ରାଜ୍ୟ ରେ 11 ଜଣ ଆକ୍ରାନ୍ତ ।

vaccines

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଦେଶ ରେ କୋରନା ସଂଙ୍କ୍ରମଣ ପାଇଁ ଟୀକାକରଣ ପକ୍ରିଆ କୁ ଅଧିକ ଗୁରୁତ୍ୱ ଦିଆ ଜାଉଛି । ଏହା ସହିତ କେତେକ ଅଞ୍ଚଳ ରେ ବର୍ତମାନ ସମୟ ରେ ଟୀକା ର ଅଭାବ ଦେଖିବା ପାଇଁ ମିଳିଛି । ହେଲେ ଏହା ମଧ୍ୟ ରେ ଟୀକା କୁ ନେଇ ଏକ ଅଦ୍ଭୁତ କଥା ସାମ୍ନା କୁ ଆସିଛି। ସେମିତି ରେ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ଦେଶ ରେ ଦୁଇ ପ୍ରକାରର ଟୀକା ଦିଆଜାଉଛି । କୋଭିସିଲ୍ଡ ଓ କୋଭ୍ୟାକ୍ସିନ ।

tika

କିନ୍ତୁ ଏହା ସ୍ୱତେ ବି ଏବେ ଏହି ଦୁଇଟି ଟୀକା ଦେଶ ରେ କିଛି କିଛି ଅଞ୍ଚଳ ରେ ସଟ୍ ରହୁ ଥିବା ଦେଖିବା ପାଇଁ ମିଳିଛି । କିନ୍ତୁ ସରକାର ବର୍ତମାନ ସମୟ ରେ ଟୀକା ଅଭାବ କୁ ଜଲ୍ଦି ଦୂର କରିବା ପାଇଁ ଚାହୁଁଛନ୍ତି । କିନ୍ତୁ ଏବେ ଏହି ଟୀକା କୁ ନେଇ ଏକ ଅଦ୍ଭୁତ ଘଟଣା ବି ସାମ୍ନା କୁ ଆସିଛି । ଜାହା ବିଷୟ ରେ ଆପଣ ମାନେ ଜାଣିଲେ ଟୀକା ନେବା ପୂର୍ବରୁ ଚିନ୍ତା ରେ ପଡିଯିବେ । ଆଷ୍ଟ୍ରେଜେନିକା ଅକ୍ସଫୋର୍ଡ ଦ୍ଵାରା ବିକଶିତ କରାଯାଇଥିବା କରୋନାର ଭ୍ୟାକ୍ସିନ କୋଭିସିଲ୍ଡ କିଛି ବ୍ୟକ୍ତିଙ୍କ ଉପରେ ବିପରୀତ ପ୍ରତିକ୍ରିଆ ଦେଖାଉ ଥିବାର ଦେଖିବା ପାଇଁ ମିଳିଛି ।

ତେବେ ଆପଣ ମାନଙ୍କୁ ଏଠାରେ ସୂଚନା ଦେବୁ କି କୋଭିସିଲ୍ଡ ଭ୍ୟାକ୍ସିନ ନେବା ପରେ ପାଖା ପାଖି 11 ଜଣ ବ୍ୟକ୍ତି ନ୍ୟୁରୋଲୋଜିକାଲ ଡିସ୍‌ଅର୍ଡ ନାମର ଏକ ରୋଗ ରେ ଶୀକାର ହୋଇଛନ୍ତି । ତେବେ ଏଠାରେ ମିଳି ଥିବା ରିପୋର୍ଟ ରୁ ଜଣା ପଡିଛି କି । ଭାରତ ଓ ବ୍ରିଟେନର ଆଷ୍ଟ୍ରୋଜେନିକା ଅକ୍ସଫୋର୍ଡ ଭ୍ୟାକ୍ସିନ ଅର୍ଥାତ କୋଭିସିଲ୍ଡ ଭ୍ୟାକ୍ସିନ ନେଇ ଥିବା 11 ଜଣଙ୍କ ପାଖରେ ଗୁଲିୟନ ବେରି ନାମର ଏକ ରୋଗ ଦେଖିବା ପାଇଁ ମିଳିଛି । ଏବେ କେରଳ ରେ 7 ଜଣ ଏହି ରୋଗ ରେ ପୀଡିତ ହୋଇଛନ୍ତି ।

vaccines

ତେବେ ଏହି ରୋଗ କୁ ଗୁଲିୟନ ବେରି କୁହାଯାଏ । ଏତିକି ନୁହେଁ ଏହି ରୋଗ ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଦିନ କୁ ଦିନ ନିଜର ଚେହେରା ର ଟୀସୁ କୁ ଦୂର୍ବଳ ହେବାର ଦେଖି ଥାଏ । ତେବେ ମିଳି ଥିବା ସୂଚନା ଅନୁସାରେ ବର୍ତମାନ ସମୟ ରେ କେରଳ ରାଜ୍ୟ ରେ 7 ଜଣ ସଂଙ୍କ୍ରମିତ ହୋଇଥିବାର ଦେଖିବା ପାଇଁ ମିଳିଛନ୍ତି । ଏମାନେ ସମସ୍ତେ ଭେକ୍ସିନ୍ ର ପ୍ରଥମ ଡୋଜ୍ କୋଭିସିଲ୍ଡ ଭ୍ୟାକ୍ସିନ କୁ ନେଇ ଥିଲେ ଏବଂ ପରେ 10 ରୁ 22 ଦିନ ଯିବା ପରେ ସେମାନଙ୍କ ଶରୀର ରେ ଏମିତି ପ୍ରକାରର ଲକ୍ଷଣ ଦେଖା ଜାଉ ଥିବାର ଦେଖିବା ପାଇଁ ମିଳଇ ଥିଲା । ଏବେ ଏମାନଙ୍କୁ ଚିକିତ୍ସା କରା ଜାଉଛି । ଏହି ପରି ଘଟଣା ସାମ୍ନା କୁ ଆସିବା ପରେ ପରେ ଲୋକ ମାନଙ୍କ ମଧ୍ୟ ରେ ଅସମଞ୍ଜସ୍ୟ ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *