ଚେନ୍ନାଇରେ ବି ଗୋଟେ ହୋଟେଲରେ ରହୁଛନ୍ତି ବାବୁସାନ – ପ୍ରକୃତି !

hola

ପକୃତି , ବାବୁସାନ ଓ ସ୍ତ୍ରୀ ତୃପ୍ତିଙ୍କ ବିବାଦର ସମାଧାନ ଏବେ ହେେଲା ଭଳି କାଇଁ ପରିଲିଖିତ ହେଉନି । ଏବେ ସୋସିଆଲ ମିଡିଆରେ ଆଉ ଏକ କଥା ଚର୍ଚାର ବିଷୟ ବସ୍ତୁ ପାଲଟିଛି । କିଛି ଲୋକ ଏହା ପ୍ରଶ୍ନ କରିଛନ୍ତି କି ଚେନ୍ନାଇରେ ଯୋଗ ଦେବାକୁ ଜାଇଥିବା ଫଙ୍କସନ ସରିଥିଲେ ମଧ୍ୟ କଣ ପାଇଁ ଓଡିଶା ଫେରୁ ନାହାଁନ୍ତି  ବାବୁସାନ ଓ ପ୍ରକୃତି ।

କିଛି ଲୋକ ଏହା ମଧ୍ୟ କହିଛନ୍ତି କି ଚେନ୍ନାଇରେ ଗୋଟିଏ ହୋଟେଲରେ ଏକାଠି ରହୁଛନ୍ତି ବାବୁସାନ ଓ ପ୍ରକୃତି । ତେବେ ଏହି କଥାର ସତ କେତେ ଓ କଥାର ମିଛ କେତେ ତାହା ଜଣା ନଥିଲେ ବି ଉଭୟ ଏବେ ବି ଚେନ୍ନାଇରେ ଥିବାରୁ ସୋସିଆଲ ମିଡିଆରେ ଏହି କଥା ତିବ୍ର ରୁପରେ ପ୍ରଘଟ ହେଉଛି ।

କେହି କାହା ଘର ଭାଙ୍ଗି ପାରିବେ ନାହିଁ। ବାବୁସାନ୍‌ଙ୍କ ଘର ପୁର୍ବରୁ ଭାଙ୍ଗି ସାରିଥିଲା। ପାରୁଛ ଯଦି ସ୍ୱାମୀଙ୍କ ବେକରେ ଶିକୁଳି ଦେଇ ଘରେ ରଖିଦିଅ।” ବାବୁସାନ୍ ଏବଂ ପ୍ରକୃତିଙ୍କୁ ନେଇ ନାନା ପ୍ରକାର ଅଭିଯୋଗ କରିବା ସହିତ ରାଜରାସ୍ତାରେ ପ୍ରକୃତିଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି। ଗତକାଲିର ଏହି ଘଟଣା ପରେ ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତ ମହାନ୍ତି ଏବଂ ମା’ ଅପରାଜିତା ମହାନ୍ତି ଗଣମାଧ୍ୟମକୁ ଅନେକ ପ୍ରକାର ସୂଚନା ଦେଇ ସାରିଛନ୍ତି।

ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କଲେ ବାବୁସାନ୍ । ପ୍ରକୃତି ତାଙ୍କୁ ବହୁତ୍ ଭଲ ସହଯୋଗ କରୁଛନ୍ତି। ବାବୁସାନ୍ କହିଛନ୍ତି ଯେ, ପ୍ରକୃତି ତାଙ୍କୁ ବ୍ଲାକ୍‌ମେଲ୍ କରିନାହାନ୍ତି, କି ତାଙ୍କୁ ହଇରାଣ କରିନାହାନ୍ତି । ପୁଣି ଏକ ଭିଡିଓ ଜାରି କରି ବାବୁସାନ୍ ସ୍ପଷ୍ଟିକରଣ ରଖିଛନ୍ତି । ଏହା ସହ ବାବୁସାନ୍ କହିଛନ୍ତି ଯେ, ପ୍ରକୃତି ତାଙ୍କଠାରୁ କୌଣସି ଟଙ୍କା ନେଇ ନାହାନ୍ତି । ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯାଇଥିବା ବାବୁସାନ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ । ତାଙ୍କର ପ୍ରଯୋଜକ ମନା କରିଥିବାରୁ ସେ ଆସିପାରିଲେ ନାହିଁ ବୋଲି କହିଛନ୍ତି ।

ତେବେ ଏହି ଖବର ଏବେ ସବୁ ମିଡିଆରେ ହେଡଲାଇନ ହୋଇ ଦିନ ରାତି ବାଜୁଛି । ତେବେ ଦେଖିବା ବାକି ରହିଲା ଏହି ଘଟଣା ଆଗକୁ କେଉଁ ଦିଗର ମୋଡ ନେଉଛି । ଏହିଭଳି ଖବର ସବୁଦିନ ପଢିବା ପାଇଁ ଏବେ ହିଁ ଆମ ପେଜକୁ ଲାଇକ କରିବା ସହିତ ଉଫରେ ଫଲୋ ନିଶ୍ଚୟ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *