ସପୁରୀ ପଣସ ଖାଇଲେ କେନସର ରୁ ଉପଶମ ମିଳିଥାଏ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁସ୍ଥ ଏବଂ ସୁନ୍ଦର ତ୍ୱଚା ପାଇଁ ସପୁରୀ ର ଉପକାରିତା ବହୁତ ଆବଶ୍ୟକ ଅଟେ ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ଏହି ସପୁରୀ କିଛି ଉପକାରିତା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ , ସପୁରୀ ରସ କୁ ସୂତା କପଡା ରେ ଭିଜେଇ ମୁହଁ ରେ ଲଗେଇ 15 ମିନିଟ୍ ରେ ଧୋଇ ଦିଅନ୍ତୁ ଏହା ବୟସ ରେଖା ଦୂର କରେ ।

ସେହି ପରି ବନ୍ଧୁଗଣ ଆପଣ ମାନେ ଶରୀର ର ତ୍ୱଚା ସମନ୍ଧିୟ ଅସୁବିଧା ଏବଂ କଳା ଦାଗ ପାଇଁ ଆପଣ ମାନେ ଏହି ସପୁରୀ ରସ ର ବ୍ୟବହାର କରି ପାରିବେ , ଏକ ଚାମଚ ସପୁରୀ ରସ ରେ ଏକ ଚାମଚ ମହୁ ଏବଂ ଟିକିଏ ଲୁଣ ଫେଣ୍ଟି ଲଗାନ୍ତୁ ଦେଖିବେ କିଛି ଦିନ ମଧ୍ୟ ରେ ଆପଣ ମାନଙ୍କର ଏହି ସବୁ ସମସ୍ୟା ଦୂର ହେବ , ବାହାରୁ ଆସିବା ପରେ ସପୁରୀ ଖଣ୍ଡ ମୁହିଁ ରେ ଘସାନ୍ତୁ , ଆଖି ପତା ଉପରେ 5 ମନିଟ୍ ଯାଏ ରଖନ୍ତୁ , ଏହା ଦ୍ୱାରା ଆଖି କୁ ଆରାମ୍ ଲାଗେ , ସପୁରୀ ଲେମ୍ବୁ , ସେଓ ରସ ରୁ ଦୁଇ ଚାମଚ୍ , କିଛି ପରିମାଣ ରେ ଲୁଣ ରେ ଫେଣ୍ଟି , ପାଦ ଏବଂ ଗୋଏଣ୍ଠୀ ରେ ଲଗାନ୍ତୁ ।

sapuri

ଏମିତି କରିଲେ ଆପଣ ମାନଙ୍କ ଗୋଏଣ୍ଠୀ ଫାଟିବ ନାହିଁ , ବରଂ ପାଦ ର ସୈନ୍ଦର୍ଯ୍ୟ ବଢିବ , ଯେଉଁ ମାନେ ଅଧିକ ପରିମାଣ ରେ ଏହି ସପୁରୀ ର ସେବନ କରନ୍ତି ସେମାନେ କେବେ ବି ଶ୍ୱାସ ରୋଗ ରେ ପୀଡିତ ହୋଇ ନ ଥାନ୍ତି , ଯେଉଁ ମାନଙ୍କୁ ସବୁ ସମୟ ରେ ଥଣ୍ଡା ଜନିତ ରୋଗ ରେ ପଡିବା ପାଇଁ ପଡେ ସେମାନଙ୍କୁ ସବୁ ସମୟ ରେ ଏହି ସପୁରୀ ସେବନ କରିବା ଆବଶ୍ୟକ ଅଟେ ।

ସେହି ପରି ହୃଦ ରୋଗ ପାଇଁ ସପୁରୀ ବହୁତ ଉପକାରୀ ଅଟେ , ତେବେ ହୃଦ ରୋଗୀ ମାନେ ମାନେ ମଝିରେ ମଝିରେ ଏହି ସପୁରୀ ରସ କୁ ପିଇବା ସେମାନଙ୍କ ପାଇଁ ବହୁତ ଉପକାରି ହୋଇ ଥାଏ । 100 ଗ୍ରାମ୍ ସପୁରୀ ରେ 80 ପ୍ରତିଶତ ଭିଟାବିନ୍ ରହି ଥାଏ , ଏହି ଥିରେ ପ୍ରଚୁର ପରାମାଣ ରେ ଭିଟାବିନ୍ C ଥାଏ , ଏହା ଶରୀର ରେ ରକ୍ତ କଣିକା ବୃଦ୍ଧି ରେ ମଧ୍ୟ ସହାୟକ ହୋଇ ଥାଏ ।

Sapuri juice

ସେହି ପରି ବନ୍ଧୁଗଣ ଏହି ଥିରେ ପ୍ରଚୁର ପରିମାଣ ରେ ଭିଟାବିନ୍ A ରହି ଥିବାରୁ ଏହାର ସେବନ ଦ୍ୱାରା ଅନ୍ଧାରକଣା ରୋଗ ଏବଂ ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ଏହା ସାହାୟକ ହୋଇ ଥାଏ । ସେହି ପରି ବନ୍ଧୁଗଣ ଏହି ଥିରେ ଏଣ୍ଟି ଅକ୍ସିଡେଣ୍ଟ ସହିତ ଏଣ୍ଟି ବେକ୍ଟେରିଆ ଏବଂ ଏଣ୍ଟି ଇମ୍ଲାମେଣ୍ଟରି ଗୁଣ ରହିଛି ଜାହା କ୍ୟନସର ଭଳି ରୋଗ ସହିତ ଲଢିବାରେ ସାହାଯ୍ୟ କରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *